ଭଗବାନ ଶ୍ରୀ ରାମ ଏହି ୫ଟି ଯୋଧ୍ୟାଙ୍କ ବିନା ଜିତିପାରି ନଥାନ୍ତେ ରବଣ ଠାରୁ ଯୁଧ୍ୟ ?

ଆପଣ ସମସ୍ତେ ରାମାୟଣ ତ ଅବଶ୍ୟ ଦେଖିଥିବେ । ଆପଣଙ୍କ ଭିତରେ କିଛି ଲୋକମାନେ ରାମାୟଣକୁ ଥରେ ନୁହେଁ କେତେଥର ଏହି କାହାଣୀକୁ ଦେଖିଥିବେ । ସେଥିରେ ଆପଣ ରାମ, ଲକ୍ଷ୍ମଣ, ହନୁମାନ ଏବଂ ମାତା ସିତାଙ୍କ ବିଷୟରେ ନିଶ୍ଚିତ ପଢିଥିବେ କିମ୍ବା ଦେଖିଥିବେ । ପ୍ରାୟତଃ ଲୋକମାନେ ରାମାୟଣର ଏମିତି କିଛି ପାତ୍ରମାନଙ୍କୁ ଭୁଲି ଯାଇଛନ୍ତି ଯେଉଁମାନେ ରାମଙ୍କ ଏବଂ ରାବଣଙ୍କ ଯୁଧ୍ୟ ସମୟରେ ମୁଖ୍ୟ ଭୂମିକା ନିଭାଇ ଥିଲେ ।

ଏମାନେ ସବୁ ରାମଙ୍କ ସେନାର ପ୍ରମୁଖ ଯୋଧ୍ୟା ଥିଲେ । ଏତିକି ନୁହେଁ ଏମାନଙ୍କ ବିନା ଭଗବାନ ଶ୍ରୀରାମ ରାବଣ ସହିତ ହୋଇଥିବା ଯୁଧ୍ୟକୁ କେବେ ବି ଜିତି ପାରି ନଥାନ୍ତେ । ସେହି ଯୋଧ୍ୟାମାନଙ୍କର ମହତ୍ଵପୂର୍ଣ ଭୂମିକା ବିଷୟରେ ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କ ଆଗରେ ଆଣିଛୁ ।

ଆସନ୍ତୁ ଜାଣିବା କେଉଁ ଯୋଧ୍ୟାଙ୍କ ବିନା ରାମ ରାବଣଙ୍କ ଠାରୁ ଜିତି ପାରି ନଥାନ୍ତେ

ସୁଗ୍ରୀବ

ସର୍ବେ ପ୍ରଥମେ ଭଗବାନ ଶ୍ରୀରାମଙ୍କୁ ସୁଗ୍ରୀବ ସାହାର୍ଯ୍ୟ କରିଥିଲେ । ଆପଣ ଦେଖିଥିବେ କି ସୁଗ୍ରୀବର ସେନା ହିଁ ରାବଣର ସେନାଙ୍କ ସହିତ ଯୁଧ୍ୟ କରିଥିଲେ । ଆପଣ ସମସ୍ତେ ଶ୍ରୀରାମଙ୍କ ଯୁଧ୍ୟ ବିଷୟରେ ଜାଣିଥିବେ କିନ୍ତୁ ପ୍ରାୟତଃ ଲୋକମାନେ ସୁଗ୍ରୀବଙ୍କର ସେନାଙ୍କର ଯୁଧ୍ୟକୁ ଭୁଲି ଯାଇଛନ୍ତି ।

ଜାମ୍ବବାନ

ଆପଣ ମାନେ ରାମାୟଣ ଦେଖିଥିବେ ତ ମନେ ଥିବ କି ଯେତେବେଳେ ମହାବଳୀ ହନୁମାନ ସମୁଦ୍ର କୂଳରେ ନିରାଶ ବସିଥିଲେ ଏବଂ ଭାବୁଥିଲେ କି କେଉଁ ପ୍ରକାରରରେ ଭଗବାନ ଶ୍ରୀରାମଙ୍କର ସାହାର୍ଯ୍ୟ କରିହେବ । ସେହି ସମୟରେ ଜାମ୍ବବାନ ହିଁ ହନୁମାନଙ୍କର ତାଙ୍କ ଶକ୍ତି ବିଷୟରେ ମନେ ପକାଇଥିଲେ । ଏହାର ଅନୁମାନ ବି ଆପଣମାନେ ଲଗାଇ ପାରିବେ ନାହିଁ କି ଜାମ୍ବବାନ କେତେ ବଡ କାର୍ଯ୍ୟ କରିଥିଲେ କିନ୍ତୁ ରାମାୟଣରେ ଏହି ପାତ୍ରକୁ ଆଜି ସମସ୍ତେ ଭୁଲି ଯାଇଛନ୍ତି ।

ଜଟାୟୁ

ଅରୁଣ ଦେବତାଙ୍କ ପୁତ୍ର ଜଟାୟୁ ଅଟନ୍ତି । ଭାରତର ଭିତରେ ଜଟାୟୁ ବିଷୟରେ ଅଧିକ ଜଣାଇବା ପାଇଁ ଚେଷ୍ଟା କରାଯାଇ ନାହିଁ । ଆପଣଙ୍କର ମନେ ଥିବ କି ଜଟାୟୁ ରାବଣ ସହିତ ଲଢୁ ଥିବା ସମୟରେ ନିଜର ପ୍ରାଣ ହରାଇଥିଲେ ଏବଂ ରାମଙ୍କୁ ମାତା ସିତାଙ୍କର ସଠିକ ଠିକଣା ଏହି ଯୋଧ୍ୟାଙ୍କ ଠାରୁ ହିଁ ମିଳିଥିଲା ।

ନଳ ଏବଂ ନୀଳ

ଆପଣ ସମସ୍ତେ ନଳ ଏବଂ ନୀଳ ବିଷୟରେ ଶୁଣିଥିବେ ବାସ୍ତବରେ ଦେଖାଗଲେ ନଳଙ୍କ ବିନା ଭଗବାନ ରାମ ସମୁଦ୍ରରେ ସେତୁ ବନାଇ ପାରି ନଥାନ୍ତେ । ନଳ ବିଶ୍ଵକର୍ମାଙ୍କ ପୁତ୍ର ଥିଲେ ଯେଉଁ କାରଣରୁ ସେ ନିଜ ହାତରେ ଯେ କୌଣସି ଜିନିଷ ସମୁଦ୍ରରେ ପକାଇଲେ ତାହା ଣ ବୁଡି ପାଣି ଉପରେ ଭାସି ଉଠିବ । ରାମୟଣରେ ନଳଙ୍କ ଦ୍ଵାରା ନିର୍ମାଣ ସେତୁର ବହୁତ ବଡ ଭୂମିକା ଥିଲା ।

ଅଙ୍ଗଦ

ରାମାୟଣର ପାତ୍ର ଅଙ୍ଗଦ ଗୋଟି ଏମିତି ରାଜଦୂତ ଥିଲେ ଯିଏକି ରାବଣ ସାମନାରେ ବିରତାର ଏବଂ ବୁଦ୍ଧିମାନ ସହ ନିଜର କଥା ରଖିଲେ । ଏହା ସହିତ ଅଙ୍ଗଦ ନିଜର ବିରତା ଯୁଧ୍ୟରେ ମଧ୍ୟ ଦେଖାଇଥିଲେ । ଏହା ଦ୍ଵାରା ଆପଣ ଅନ୍ଦାଜ ଲଗାଇ ପାରିବେ କି ଅଙ୍ଗଦ କେତେ ବଳଶାଳୀ ଥିଲେ । ରାବଣଙ୍କର ସାଥି ମାନେ ତାଙ୍କର ଗୋଡ ହଲାଇବାରେ ଅସମର୍ଥ ଥିଲେ ।