ରାଜାଙ୍କ ପୁଅ ଝିଅ ଅଟନ୍ତି ଏହି 10 ଭାରତୀୟ ସେଲିବ୍ରିଟି, ଆଧୁନିକ ଯୁଗରେ ବି ବଞ୍ଚନ୍ତି ଏକ ଭିନ୍ନ ଜୀବନ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନାମସ୍କାର ବନ୍ଧୁଗଣ, ରାଜା ମାନଙ୍କ କଥା ଉଠିଲେ ଆମେ ବହୁ ବର୍ଷ ପଛକୁ ଚାଲିଯାଇଥାଉ । କାରଣ ସେମାନାନକ ରହଣି ସହଣୀ ଆଜିର ଏହି ଆଧୁନିକ ଯୁଗ ଠାରୁ ବହୁତ ଭିନ୍ନ । ଜଣେ ରାଜା ହିଁ ନିଜ ରାଜ୍ୟ ଉପରେ ଶାସନ କରୁଥିଲା । ସେତେବେଳେ ଏହି ଲୋକସାଶନ ନଥିଲା । ରାଜତନ୍ତ୍ର ଉଠିଯାଇଥିଲେ ମଧ୍ୟ ଏବେ ବି ତାଙ୍କ ବଂଶଜ ରାଜକୀୟ ଭଳି ଜୀବନ କଟାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ବଲିଉଡ ୧୦ ସେଲିବ୍ରେଟିଙ୍କ ସମ୍ପର୍କରେ ଯେଉଁମାନେ ରାଜକୀୟ ପରିବାରର ବଂଶଜ ଅଟନ୍ତି ।

ଆଦିତି ରାଓ ହାଇଦ୍ରି: ଏହି ଅଭିନେତ୍ରୀ ଭାରତର ଏକ ରାଜକୀୟ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ଆଦିତି ଏକ ରାଜକୀୟ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ସ ତାଙ୍କ ଠାଣି ମଧ୍ୟ ରାଜକୀୟ ଅନ୍ଦାଜର ଅଟେ । କିରଣ ରାଓ: କିରଣ ବଲିଉଡ ଜଣେ ଭଲ ପ୍ରଡିଉସର ଏବଂ ଭଲ ଷ୍ଟୋରି ରାଇଟର ଅଟନ୍ତି । କିରଣଙ୍କ ଜେଜେବାପା ଜଣେ ରାଜା ଥିଲେ । ତେଣୁ ସେ ରାଜପରିବାରର ସଦସ୍ୟର ସମ୍ମାନ ପାଇବା ସହ ସେହି ଭଳି ଆଲିଶାନ ଜୀବନ ମଧ୍ୟ ବିତାଉଛନ୍ତି ।

ମନିଶା କୋଇରାଲା: ବଲିଉଡର ଏକ ନାମୀ ଦାମି ଅଭିନେତ୍ରୀ ଅଟନ୍ତି ମନିଶା । ମନିଶାଙ୍କ ମାତା ପିତା ଏକ ରାଜକୀୟ ପରିବାରର ଅଟନ୍ତି । ତେଣୁ ମନିଶା ଏକ ରାଜପରିବାର ରାଜକୁମାରୀ ଅଟନ୍ତି । ରେଇମା ସେନ, ରିଆ ସେନ: ଦୁଇ ଭଉଣୀ ମିଶି ଅନେକ ଆଡ ସୋ କରିଛନ୍ତି । ଏମାନେ ମଧ୍ୟ ଗୋଟିଏ ରାଜପରିବାରରୁ ଆସିଛନ୍ତି । ତେଣୁ ଏମାଙ୍କ ଚାଲି ଚଳନ କୌଣସି ରାଜରାଣୀ ଠାରୁ ମଧ୍ୟ କମ ନୁହେଁ ।

ସାଗରିକା ଘାଟ ଗେ: ଏହି ଅଭିନେତ୍ରୀ ନିଜର ରାଜା ପରିବାରର ସମ୍ମାନ ପାଇଁ ନିଜର ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଛନ୍ତି । ନିଜର ପ୍ରଥମ ଫିଲ୍ମ ଚକଦେ ଇଣ୍ଡିଆରେ ନିଜର ଦମଦାର ଅଭିନୟ ଦେଖାଇ ପପୁଲାର ହୋଇସାରିଛନ୍ତି । ଶୋହା ଅଲି ଖାନ: ଶେଫ ଅଲିଙ୍କ ଭଉଣୀ ପଟୋଡି ଖାନଦାନର ଛୋଟ ଝିଅ ଅଟନ୍ତି । ଶୋହା ପଟୋଡି ରାଜକୀୟ ପରିବାର ସଦସ୍ୟ ଅଟନ୍ତି । ପଟୋଡି ପ୍ୟାଲେସ ମଧ୍ୟ ଏମାନଙ୍କ ପାଖରେ ରହିଛି ଏବେ ପର୍ଯ୍ଯନ୍ତ ।

ପରବୀନ ବାବି: ପରବୀନ ଏକ ରାଜକୀୟ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ବାବି ରାଜକୀୟ ପରିବାର ହୋଇଥିବାରୁ ତାଙ୍କ ଠାଣି ମଧ୍ୟ ସେହିଭଳି ଥିଲା । ଭାଗ୍ୟଶ୍ରୀ: ଏହି ଅଭିନେତ୍ରୀ ମଧ୍ୟ ରାଜକୀୟ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ଆଜି ବି ନିଜ ସହ ନିଜର ରାଜକୀୟ ଠାଣିକୁ ସାଥିରେ ନେଇ ଚାଲିଛନ୍ତି ଏହି ଅଭିନେତ୍ରୀ ।

ଶେଫ ଅଲିଖାନ: ଆପଣ ମାନେ ନିହାତି ଶେଫ ଅଲିଖାନଙ୍କୁ ଜାଣିଥିବେ । ଶେଫ ଅଲିଖାନ ପଟୋଡି ରାଜପରିବାରର ଏକମାତ୍ର ବାରିସ ଅଟନ୍ତି । ଆମପା ଧନର ମାଲିକ ଅଟନ୍ତି । ନିଜ ରାଜକୀୟ ଠାଣି ପାଇଁ ଶେଫ ବେସ ଜଣାଶୁଣା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି ।