ରେଲୱେ ରେ ବାହାରିଲା ନିଯୁକ୍ତି
ଆପଣଙ୍କ ପାଇଁ ଖୁସିଖବର, ଉତ୍ତର ପ୍ରଦେଶ ରେଲୱେ ରେ ବାହାରିଲା ଭେକେନ୍ସି। ଉତ୍ତର ପଶ୍ଚିମ ରେଲୱେ ବାହାରକଲା 24 ଟି ଖାଲି ପଦବୀ। ଆପଣଙ୍କୁ କହିରଖୁଚୁ କି ସିନିୟର ଟେକନିକାଲ ଆସୋସିଏଟେ ଓ ଜୁନିଅର ଟେକନିକାଲ ଆସୋସିଏଟେ ପଦ ପାଇଁ ନିଯୁକ୍ତି କରାଯିବ। ଅଧିକ ଜାଣିବାକୁ ଚାହୁଁଥିଲେ ପୁରା ଖବରଟିକୁ ପଢନ୍ତୁ।
ସିନିୟର ଟେକନିକାଲ ଆସୋସିଏଟେ (ପଦ -1)
ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ / ସିଭିଲ ଇଞ୍ଜିନିଅରିଂ / ଏହି ସମ୍ବଧୀୟ ବିଷୟରେ 60 ପ୍ରତିଶତ ମାର୍କ ସହିତ ବ୍ୟାଚେଲର ଡିଗ୍ରୀ ଥିବା ଆବଶ୍ୟକ – ଏହିଖେତ୍ରରେ 2 ବର୍ଷର କାମ କରିଥିବା ଆବଶ୍ୟକ
ବୟସ ସୀମା – 21-35 ବର୍ଷ
ଦରମା – 32000 – 37000 ଟଙ୍କା
ଜୁନିଅର ଟେକନିକାଲ ଆସୋସିଏଟେ (ପଦ – 23)
ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ / ସିଭିଲ ଇଞ୍ଜିନିଅରିଂ ରେ ତିନି ବର୍ଷର ଡିପ୍ଲୋମା କରିଥିବେ / ବିଏସି ସିଭିଲ ଇଞ୍ଜିନିଅରିଂ / ଏହି ସମ୍ବଧୀୟ ବିଷୟରେ 60 ପ୍ରତିଶତ ମାର୍କ ସହିତ ବ୍ୟାଚେଲର ଡିଗ୍ରୀ ଥିବା ଆବଶ୍ୟକ – ଏହିଖେତ୍ରରେ ଅତି କମ ରେ 2 ବର୍ଷର କାମ କରିଥିବା ଆବଶ୍ୟକ
ବୟସ ସୀମା – 18-33 ବର୍ଷ
ଦରମା – 25000 – 30000 ଟଙ୍କା
ଚୟନ ପ୍ରକ୍ରିୟା- ଚୟନ ସ୍କ୍ରୀନିଂ ପ୍ରକ୍ରିୟା ଦ୍ଵାରା ହେବ। ସ୍କ୍ରୀନିଂ ତଳେ ଦିଆଯାଇଥିବା ହିସାବରେ ହେବ।
ଶିକ୍ଷାଗତ ଯୋଗ୍ୟତା ଦେଖାଯିବ ଯେଉଁଥିରେ କି ସବୁଠୁ ଅଧିକ 40 ମାର୍କ ନିର୍ଧାରିତ କରାଯାଇଛି। କାର୍ଯ୍ୟନୁଭବ ହିସାବରେ ମଧ୍ୟ ମାର୍କ ମିଳିବ , ଯାହାକି 40 ମାର୍କ। ପ୍ରୋଫେସନାଲ ଟେଷ୍ଟ ରେ 20 ମାର୍କ ଦିଆଯିବ।
ଆବେଦନ ପ୍ରକ୍ରିୟା – ଅନଲାଇନ
ୱେବସାଇଟ– http://www.nwr.indianrailways.gov.in/view_section.jsp?lang=0&id=0,4,622
ଠିକଣା – ବରିଷ୍ଠ କାର୍ମିକ ଅଧିକାରୀ (ନିର୍ମାଣ), ହାଉସ ନ॰ 524, 5th ଫ୍ଲୋର, ଉତ୍ତର ପଶ୍ଚିମ ରେଲୱେ ପ୍ରଧାନ କାର୍ଯ୍ୟଳୟ, ଜବାହାର ସର୍କଲ ପାଖ, ମାଲବୀୟ ନଗର ଜଯପୁର – 302017
ଆବେଦନର ଶେଷ ତାରିଖ – 26 ସେପ୍ଟେମ୍ବର 2018