ବିବାହ ପୂର୍ବରୁ ବରବଧୂ ଦୁଇପକ୍ଷର ଲୋକ ପୁଅ ଓ ଝିଅଙ୍କ କୁଣ୍ଡଳୀ ମିଳାଇଥାନ୍ତି । ଜ୍ଯୋତିଷ ଅନୁସାରେ ବିବାହ ପାଇଁନ ଉଭୟଙ୍କ ଅତିକମରେ ୨୪ଟି ଗୁଣ ମେଳ ଖାଉଥିବା ଆବଶ୍ୟକ ହୋଇଥାଏ । ଏଥିପାଇଁ ବିବାହ ପୂର୍ବରୁ ପୁଅ ଓ ଝିଅଙ୍କ କୁଣ୍ଡଳୀ ମିଳାଇବାକୁ ସବୁ ପରିବାର ଚାହିଁଥାନ୍ତି । ଆଜି ଆମେ ଆପଣଙ୍କୁ ଜ୍ଯୋତିଷ ଅନୁସାରେ ଏମିତି ତିନୋଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥିଲେ ସେମାନେ ସେମାନେ ନିଜ ସ୍ଵାମୀଙ୍କୁ ସର୍ବଦା ଖୁସିରେ ରଖନ୍ତି ।
ନିଜ ପାର୍ଟନରଙ୍କୁ ନେଇ ପ୍ରତ୍ଯେକଙ୍କ ମନରେ ଏକ ଛବି ରହିଥାଏ । ସମସ୍ତେ ଚାହାନ୍ତି କି ତାଙ୍କ ଜୀବନସାଥି ତାଙ୍କୁ ସବୁବେଳେ ଖୁସିରେ ରଖନ୍ତୁ । ବିବାହ ବେଳେ କୁଣ୍ଡଳୀ ମିଳାଇବା ଯେତେ ଜରୁରୀ ହୋଇଥାଏ, ନାମର ପ୍ରଥମ ଅକ୍ଷର ମଧ୍ୟ ସେତେ ଜରୁରୀ ହୋଇଥାଏ । ସେହି ଅନୁସାରେ ଝିଅର ନାମ ଯଦି ଏହି ତିନୋଟି ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ସେ ପୁଅର ଜୀବନକୁ ବହୁତ ସୁନ୍ଦର ବନାଇ ଦେଇଥାନ୍ତି । ଚାଲନ୍ତୁ ଜାଣିବା ସେଗୁଡିକ କଣ ।
A ନାମର ଝିଅ
କୁହାଯାଏ କି ‘A’ ଅର୍ଥାତ ‘ଅ’ ନାମର ଝିଅମାନେ ବହୁତ ସାହସିକ ହେବ ସହ ସେମାନଙ୍କ ବୁଦ୍ଧି ମଧ୍ୟ ଖୁବ ପ୍ରଖର ହୋଇଥାଏ । ଏହି ନାମର ଝିଅମାନେ ଧାର୍ମିକ ହେବା ସହ ନିଜ ଧର୍ମକୁ ଖୁବ ଭଲ ଭାବେ ପାଳନ ମଧ୍ୟ କରନ୍ତି । ଏହି ନାମର ଝିଅମାନେ ସବର୍ଦା ପରିବାରକୁ ସାଥିରେ ନେଇ ଚାଲିବାକୁ ଭଲ ପାଆନ୍ତି । ଏହି ନାମର ଝିଅମାନେ ନିଜ ସ୍ଵାମୀଙ୍କୁ ସବୁବେଳେ ଖୁସିରେ ରଖନ୍ତି, କାରଣ ଏମାନେ ସ୍ଵାମୀଙ୍କ ପଇସା ଠାରୁ ସ୍ଵାମୀଙ୍କୁ ହିଁ ଅଧିକ ଭଲ ପାଇଥାନ୍ତି ।
B ନାମର ଝିଅ
ଯେଉଁ ଝିଅଙ୍କ ନାମ ‘B’ ଅର୍ଥାତ ‘ବ’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମଧ୍ୟ ନିଜ ସ୍ଵାମୀଙ୍କୁ ସର୍ବଦା ଖୁସିରେ ରଖନ୍ତି । ଏହି ନାମର ଝିଅମାନେ ଆପଣଙ୍କୁ କେବେ ମିଛ କହି ନଥାନ୍ତି କି କେବେ ଧୋକା ମଧ୍ୟ ଦେଇ ନଥାନ୍ତି । ଯଦି ଆପଣଙ୍କ ଜୀବନରେ ଏହି ନାମର କେଉଁ ଝିଅ ଅଛନ୍ତି ଓ ଆପଣ ଏବେ ପର୍ଯ୍ୟନ୍ତ ତାଙ୍କୁ ବିବାହ ପାଇଁ ପଚାରି ନାହାନ୍ତି ତେବେ ତୁରନ୍ତ ତାଙ୍କୁ ନିଜ ମନକଥା କହି ବିବାହ କରି ନିଅନ୍ତୁ । କାରଣ ଏହି ଝିଅ ଆପଣଙ୍କ ସହ ଆପଣଙ୍କ ପରିବାରକୁ ମଧ୍ୟ ଖୁସିରେ ରଖିବେ ।
S ନାମର ଝିଅ
‘S’ ଅର୍ଥାତ ‘ସ’ ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ମଧ୍ୟ ନିଜ ସ୍ଵାମୀଙ୍କୁ ଖୁବ ଅଧିକ ପ୍ରେମ କରିଥାନ୍ତି । ଏହି ଝିଅମନେ ଆପଣଙ୍କ ସମସ୍ତ ପରିସ୍ଥିତିକୁ ବୁଝିବା ସହ ସେଥିରେ ଆପଣଙ୍କ ସହଯୋଗ ମଧ୍ୟ କରିବେ । ଏମାନେ ଆପଣଙ୍କ ସମୟ ବ୍ଯତୀତ ଅନ୍ୟ କୌଣସି ଜିନିଷ ପାଇଁ ଜିଦ୍ କରନ୍ତି ନାହିଁ ଓ ସର୍ବଦା ଆପଣଙ୍କୁ ଖୁସି ରଖନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।