ପରିବାରରେ ପୂର୍ବରୁ ଦୁଇ ପୁଅ ଚାଲି ଯାଇଥିଲେ । ପୁଅଙ୍କ ଯିବା ପରେ ସ୍ଵାମୀ ବି ଆରପାରିକୁ ଚାଲିଗଲେ । ଆଉ ସାନ ପୁଅ ଥିଲା ଯିଏ କି ଯବାନ ଭାବେ CRF ରେ କାର୍ଯ୍ୟରତ ଥିଲା । ହଁ ଦର୍ଶକ ବନ୍ଧୁ ଅଗଷ୍ଟ 11 ତାରିଖରେ ଫୋନ ଆସିଲା ନକ୍ସଲ ଆକ୍ରମଣରେ ତୁମ ପୁଅର ଜୀବନ ଚାଲି ଯାଇଛି । ମା ମେଡିକାଲରେ ଥିଲେ । ଆଉ ପୁଅ ଯିବା ଖବର ଶୁଣିବା ପରେ ମା ପାଦ ତଳୁ ମାଟି ଖସିଗଲା ।

ଦୁଇ ପୁଅ ଓ ସ୍ବାମୀଙ୍କ ଜୀବନା ପରେ ସାନ ପୁଅ ସୁଶାନ୍ତ ଖୁଣ୍ଟିଆ ଥିଲେ । ଆଉ CRF ଯବାନ ଭାବେ କାର୍ଯ୍ୟରତ ଥିଲେ । ସୁଶାନ୍ତ ଙ୍କ ମା କହୁଥିଲେ ମୋର ସିନା ସ୍ବାମୀ ଚାଲିଗଲେ, ଦୁଇ ପୁଅ ଚାଲିଗଲା କିନ୍ତୁ ମୋ ସାନ ପୁଅ ଯବାନ ଭାବେ କାମ କରୁଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ଜାଣିବା ପରେ ମା ସହିପାରି ନ ଥିଲା । ଆଉ ତା ପରେ ଗାଁ କୁ ଫେରିଥିଲା ପୁଅର ପାର୍ଥିବ ଶରୀର ।
ସାନ ପୁଅକୁ ଶେଷ ଥର ଦେଖି ମା ଧର୍ଯ୍ୟ ହରା ହୋଇ ପଡିଲେ । ଆଉ ଏତେ ଗୁରୁତର ହୋଇ ପଡିଲେ କି ସୁଶାନ୍ତ ଙ୍କ ମା ତାଙ୍କୁ ଗତ କାଲି ମେଡିକାଲ ନିଆଗଲା । ମେଡିକାଲ ରେ ସମସ୍ତେ ଆଶା ବାନ୍ଧି ଥିଲେ କି ମା ସୁସ୍ଥ ହୋଇଯିବେ । ମେଡିକାଲ ବେଡ ରେ ଥାଇ ମଧ୍ୟ ମା ପୁଅକୁ ଝୁରି ହେଉଥିଲେ । ଆଉ ଆମ ଏତେ ଝୁରି ହେଲେ ଯେ ନିଜେ ମଧ୍ୟ ସୁଶାନ୍ତ ଙ୍କ ପାଖକୁ ଚାଲିଗଲେ ।

ତେବେ ଗତ କାଲି ସୁଶାନ୍ତ ଙ୍କ ମା ଙ୍କର ପରଲୋକ ଘଟିଛି । ଗୋଟେ ପରିବାରରୁ 5 ଜଣ ଡକା ଡାକି ହୋଇ ଚାଲିଗଲେ । ପ୍ରଥମେ ଦୁଇ ପୁଅ ତା ପରେ ବାପା ତା ପରେ ଯବାନ ପୁଅ ସୁଶାନ୍ତ ଯିବା ପରେ ଏବେ ମା ଚାଲିଗଲା । ପୁଅକୁ ଝୁରି ଝୁରି ମା ଗୁରୁତର ହେବାକୁ ତାଙ୍କୁ ମେଡିକାଲ ନିଆ ଯାଇଥିଲା । ଆଉ ଗୁରୁତର ଅବସ୍ଥାରେ ବି ମା ଯବାନ ପୁଅ କୁ ବହୁତ ମନେ ପକାଉଥିଲା ।
ଆଉ ତାଙ୍କ ନାଁ ବାରମ୍ବାର ଧରୁଥିଲେ । ଏମିତି କିଛି ଶେଷ ସମୟରେ ସୁଶାନ୍ତ ଙ୍କ ମନେ ପକାଉ ଥିଲେ । ଆଉ ପୁଅ ଚାଲିଯିବାର ଦୁଃଖ କଥା ଭାବି ଭାବି ଆଜି ସେ ବି ଆରପାରିକୁ ଚାଲିଗଲେ । ଗତ 11 ରେ ଝାଡଖଣ୍ଡ ରେ ନକ୍ସଲ ଙ୍କର ଗୁଳି ମାଡରେ ସହିଦ ହୋଇ ଯାଇଥିଲେ ସାନ ପୁଅ ସୁଶାନ୍ତ ଖୁଣ୍ଟିଆ । ଆଉ ସେହି ଦିନ ଠାରୁ ମା ନିଜକୁ ସମ୍ଭାଳି ପାରି ନ ଥିଲା । ପୁଅ ସହିଦ ହେବାର ଏଇ କେତେ ଦିନରେ ଆଜି ମା ବି ଚାଲିଗଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ,ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।