Interesting Odia Gk- ପୁଅ ଝିଅକୁ ନାଁ ପଚାରିଲା, ଝିଅ କହିଲା ପିତାଙ୍କ ଠାରୁ ପୂର୍ବେ ଓ ମା ଙ୍କ ପରେ ଯାହା ଲାଗିଥାଏ ତାହା ମୋର ନାଁ, ଏବେ କୁହ ଝିଅର ନାଁ କଣ ?

ପ୍ରାୟତଃ ଲୋକମାନେ ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଓ ତାର ଉତ୍ତର ଜଣାଇବା ପାଇଁ ଉତ୍ସାହିତ ଥାନ୍ତି । ଏହା ସାଧାରଣ ଜ୍ଞାନ ବଢାଇବା ସହିତ ବହୁତ ପ୍ରତିଯୋଗୀତା ପରୀକ୍ଷାରେ ମଧ୍ୟ ସାହାଯ୍ୟ କରିଥାଏ । ଆପଣ ଯଦି କୌଣସି ପ୍ରତିଯୋଗୀତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛୁ । ଯାହା ଆପଣ ଆଗରୁ କେବେ ବି ପଢି ନ ଥିବେ । ତେବେ ଚାଲନ୍ତୁ ଜଣାଇବା ।

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକି ସବୁ ସ୍ଥାନରେ ବୁଲିଥାଏ, କିନ୍ତୁ ମନ୍ଦିର ଭିତରକୁ ଯିବାକୁ ଭୟ କରିଥାଏ ?

ଉତ୍ତର – ଚପଲ

ପ୍ରଶ୍ନ – କେଉଁ ତାର ୧୬ ବର୍ଷ ପରେ ଦେଖାଯାଏ ?

ଉତ୍ତର – ପୁଚ୍ଛଳ ତରା

ପ୍ରଶ୍ନ – କେଉଁ ପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର – ପାଳଙ୍ଗ ଶାଗ

ପ୍ରଶ୍ନ – ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜର ପୁରା ଜୀବନ କାଳରେ କେବେ ବି ଗଛ ଉପରେ ବସି ନ ଥାଏ ?

ଉତ୍ତର – ଟିଟୋନୀ ନାମକ ପକ୍ଷୀ

ପ୍ରଶ୍ନ – କେଉଁ ଜୀବ ମନୁଷ୍ୟର ସବୁଠୁ ବଡ ଶତ୍ରୁ ?

ଉତ୍ତର – ମଶା

ପ୍ରଶ୍ନ – ବିଶ୍ଵର ସବୁଠୁ ଲମ୍ବା ନଦୀର ନାଁ କଣ ?

ଉତ୍ତର – ନୀଳ ନଦୀ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା କାରଣରୁ ଖୁସି ସମୟରେ ବି ଆଖିରୁ ପାଣି ଚାଲି ଆସେ ?

ଉତ୍ତର – ପିଆଜ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାର ମୁଣ୍ଡ ନାହିଁ ତଥାପି ସେ ଟୋପି ପିନ୍ଧି ଥାଏ ?

ଉତ୍ତର – ବୋତଲ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କେବେ ବି ଧରି ରଖି ପାରିବା ନାହିଁ ?

ଉତ୍ତର – ଛାଇ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ପାଖରେ Head ଓ Tail ଅଛି କିନ୍ତୁ Body ନାହିଁ ?

ଉତ୍ତର – Coin (ମୁଦ୍ରା)

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଯେତେ ଟାଣିବୁ ସେତିକି ଛୋଟ ହୋଇଯିବ ?

ଉତ୍ତର – ସିଗାରେଟ

ପ୍ରଶ୍ନ – ପର ନାହିଁ କିନ୍ତୁ ସେ ଉଡି ଥାଏ, ହାତ ନାହିଁ କିନ୍ତୁ ସେ ଲଢି ଥାଏ, ତାହା କଣ ?

ଉତ୍ତର – ଗୁଡି

ପ୍ରଶ୍ନ – ଏମିତି କେଉଁ ଫଳ ଅଛି ଯାହା କଞ୍ଚା ସମୟରେ ମିଠା ଲାଗିଥାଏ କିନ୍ତୁ ପାଚି ଗଲେ ଖଟା ଲାଗିଥାଏ ?

ଉତ୍ତର – ସପୁରୀ

ପ୍ରଶ୍ନ – ଦୁନିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ କେତେ ଜଣ ମହାନ ବ୍ୟକ୍ତି ଜନ୍ମ ହୋଇଛନ୍ତି ?

ଉତ୍ତର – ସମସ୍ତେ ପ୍ରଥମେ ଜନ୍ମ ହୋଇଥାନ୍ତି ଓ ପରେ ଯାଇ ମହାନ ହୋଇଥାନ୍ତି

ପ୍ରଶ୍ନ – ତାହା କଣ ଅଟେ ଯାହା ହାତୀ ଠାରୁ ବଡ ହୋଇଥାଏ, କିନ୍ତୁ ତାର ଓଜନ କିଛି ବି ନୁହେଁ ?

ଉତ୍ତର – ହାତୀର ଛାଇ

ପ୍ରଶ୍ନ – ପାଣି ପିଇବା ପରେ ମରି ଯାଏ ତାହା କଣ ଅଟେ ?

ଉତ୍ତର – ଶୋଷ

ପ୍ରଶ୍ନ – କେଉଁ ଖାଦ୍ୟ ପଦାର୍ଥ କେବେ ବି ଖରାପ ହୋଇ ନ ଥାଏ ?

ଉତ୍ତର – ମହୁ

ପ୍ରଶ୍ନ – ନାଲି ରଙ୍ଗର ହାତୀ କେଉଁ ଦେଶରେ ଅଛନ୍ତି ?

ଉତ୍ତର – କେନିୟା

ପ୍ରଶ୍ନ – ପୁଅ ଝିଅକୁ ନାଁ ପଚାରିଲା,

ଝିଅ କହିଲା ପିତାଙ୍କ ଠାରୁ ପୂର୍ବେ

ଓ ମା ଙ୍କ ପରେ ଯାହା ଲାଗିଥାଏ

ତାହା ମୋର ନାଁ, ଏବେ କୁହ

ଝିଅର ନାଁ କଣ ?

ଉତ୍ତର – ଶ୍ରୀ ଦେବୀ

ପିତାଙ୍କ ନାଁ ପୂର୍ବେ – ଶ୍ରୀ, ମା ଙ୍କ ପରେ ଦେବୀ