ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ଏହି 2 ଟି ନାମର ଝିଅ- Jyotish Shastra

ମନୁଷ୍ୟ ଜୀବନରେ ସବୁବେଳେ କାହାର ନା କାହାର ଉପରେ ବିଶ୍ୱାସ କରି ତାର ଜୀବନକୁ ଅତିବାହିତ କରିଥାଏ । ସେ ସବୁବେଳେ ଭାବୁଥାଏ କି ଯାହା ଉପରେ ସେ ବିଶ୍ୱାସ କରୁଛି ବା ନିଜ ଜୀବନ ବି ଦେଇଦେବାକୁ ପଛଇବ ନାହିଁ କିନ୍ତୁ ସେ ଜାଣେ ନାହିଁ ସେହି ବ୍ୟକ୍ତି ତାକୁ କେତେ ବିଶ୍ୱାସ କରୁଛି । ବେଳେ ବେଳେ ବେଳେ ସେହି ବ୍ୟକ୍ତି ତାକୁ ଜୀବନର ଡ଼ପଚାକି ରେ ଛାଡି ଧୋକା ଦେଇ ଚାଲିଯାଏ ।

ମନୁଷ୍ୟକୁ ଜୀବନରେ କେବେ ସୁଖ ତ କେବେ ଦୁଖଃ ମିଳିଥାଏ । ମନୁଷ୍ୟକୁ ସୁଖ ବା ଦୁଖଃ ତାର ଅଧିକାଂଶ କାରଣ ତାର ନାମରୁ ହୋଇଥାଏ । ତେବେ ଆଜି ଆମେ ସେହି ଭଳି ୨ ନାମ ଵାଲା ଝିଅଙ୍କ ବିଷୟରେ ଆପଣଙ୍କୁ ଜଣାଇବୁ କି ସେମାନେ ସବୁବେଳେ ଜୀବନରେ ପ୍ରେମରେ ଧୋକା ଖାଇଥାନ୍ତି ।

P ନାମ ଵାଲା ଝିଅ

ଯେଉଁ ଝିଅ ମାନଙ୍କ ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ ଜୀବନ ରେ ବହୁତ ଶାନ୍ତ ସ୍ୱଭତ୍ସବର ହୋଇଥାନ୍ତି । ଏହା ସହ ଏମାନେ ଅନ୍ୟ ଝିଅମାନଙ୍କ ଠାରୁ ଟିକିଏ ଅଲଗା ପ୍ରକୃତିର ହୋଇଥାନ୍ତି । ଏହି ଝିଅମାନେ ଅନ୍ୟ ମାନଙ୍କ ଆଗରେ ପୁରା ଖୋଲା ଖୋଲି ଭାବରେ ମିଶି ନ ଥାନ୍ତି । କିନ୍ତୁ ଥରେ ଯାହାକୁ ଭଲ ପାଇ ବାସନ୍ତି ସେମାନେ ପୁରା ତନ  ମନରୁ ମିଶିଯାନ୍ତି । ଏହି ଝିଅମାନଙ୍କୁ ସେତେବେଳେ ବହୁତ ଦୁଃଖ ହୋଇଥାଏ ଯେତେବେଳେ ଏମାନେ କାହାକୁ ବହୁତ ଭଲ ପାଇଥାନ୍ତି କିନ୍ତୁ ସେମାନଙ୍କୁ ପ୍ରେମ ରେ ଧୋକା ମିଳିଥାଏ ।

ଏହି ସମୟରେ ସେ ଏକା ହୋଇଯାଏ । ନିଜକୁ ନିଜେ ବହୁତ ପଶ୍ଚାତାପ କରିଥାଏ କି ସେ ଯାହାକୁ ଏତେ ଭଲ ପାଉଥିଲା ନିଜ ଜୀବନ ଠାରୁ ବି ଅଧିକ ବିଶ୍ୱାସ ଓ ଭଲ ପଶୁଥିଲା ଶେଷରେ ସେ ତାକୁ ଧୋକା ଦେଇ ଛାଡି ଚାଲିଗଲା । ଏଥିପାଇଁ ସେ ବହୁତ ଦୁଖୀ ହୋଇଥାଏ ।

K ନାମ ଵାଲା ଝିଅ

ଯେଉଁ ଝିଅ ମାନଙ୍କର ନାମ K ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସ୍ୱଭାବରେ ବହୁତ ଚଞ୍ଚଳ ହୋଇଥାନ୍ତି । ଏମାନେ ସ୍ୱଭାବରେ ବହୁତ ଭଲ ହୋଇଥିବାରୁ ସହଜରେ କେହିବି ଏମାନଙ୍କୁ ଭଲ ପାଇବସନ୍ତି । ଏମାନେ ଯାହାକୁ ବି ଭଲ ପାଆନ୍ତି ପୁରା ବିଶ୍ୱାସର ସହ ଭଲ ପାଇଥାନ୍ତି ତାଙ୍କୁ ଦୁନିଆରେ ସବୁବେଳେ ସେହି ପ୍ରେମ କରିବା ଵାଲା ହିଁ ଦେଖାଯାଆନ୍ତି ।

ଯେତେବେଳେ ଏହି ଝିଅ ମାନଙ୍କୁ ତାଙ୍କର ପାର୍ଟନର ଛାଡି ଚାଲିଯାଏ ସେତେବେଳେ ନିଜକୁ ସମ୍ଭାଳି ପାରନ୍ତି ନାହିଁ । ପାର୍ଟନର ର ବିଶ୍ୱାସ ଘାତକତା ତାଙ୍କୁ ବହୁତ ଭାଙ୍ଗି ଦିଏ ଓ ସେ ବହୁତ ମନ ଦୁଖ କରିଥାନ୍ତି । ଏହି ସେହି ଦୁଇ ନାମ ଵାଲା ଝିଅ ଅଟନ୍ତି ଯେକି ସବୁବେଳେ ନିଜ ଜୀବନରେ ପ୍ରେମ ରେ ଧୋକା ଖାଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।