ପ୍ରେମ କରୁଥିବା ଝିଅ କୁ ରାସ୍ତାରେ ଅଟକାଇଲା, ଝିଅ ଫୋନ କରିଲା ବାପା କୁ । ଆଉ ତା ପରେ ଯାହା ହେଲା…

ଦର୍ଶକ ବନ୍ଧୁ ନବମ ଶ୍ରେଣୀ ରେ ଝିଅ ପାଠ ପଢୁଛି । ସବୁ ଦିନ ଭଳି ଆଜି ବି ସ୍କୁଲ ଯାଇଥିଲା । କିନ୍ତୁ ଗାଁ ର ସେହି ଯୁବକ ଯିଏ ଏକ ତରଫା ଯୁବତୀ କୁ ଭଲ ପାଉଥିଲା । ବାଟରେ ସବୁବେଳେ ହଇରାଣ ହରକତ କରୁଥିଲା ଯୁବକ । ଏ ସବୁ ଦେଖିକି ଝିଅ ଟି ଚିନ୍ତାରେ ପଡି ଯାଇଥିଲା ନବମ ପରେ ମୋର ଦଶମ ହେବ । ମୋର ପାଠ ପଢା କେମିତି ହେବ ? ବାପା ଯଦି ରାସ୍ତାରେ ଏମିତି ବାରମ୍ବାର ହୁଏ ତେବେ ମୁଁ ସ୍କୁଲ ଯାଇ ପାରିବିନି ।

ମୋ ପାଠ ପଢା କ୍ଷତିଗ୍ରସ୍ତ ହେବ । ଏମିତି କିଛି କଥା ଝିଅ ବାପାକୁ କହିଥିଲା । ହେଲେ ବାପା ସାହସ ଦେଇ କହିଥିଲେ ବାଟରେ ଯଦି ସେ ପୁଅ ତୋତେ କିଛି କୁହେ ମୋତେ କହିବୁ । ଆଉ ଝିଅ ବି ପୂର୍ବର ଥର ଭଳି ସ୍କୁଲ ଯାଉଥିଲା । କିନ୍ତୁ ବାଟରେ ଏକତରଫା ପ୍ରେମ କରୁଥିବା ଯୁବକ ଅଟକାଇ ଥିଲା । ଆଉ ଯାହାକୁ ବିରୋଧ କରିଥିଲା ଝିଅ । ଆଉ ବାପାକୁ ଫୋନ କରି କହିଥିଲା ଝିଅ । ବାପା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।

ଆଉ ସେତେବେଳେ ଝିଅ ବାପା ଙ୍କୁ ନିର୍ଧୁମ ମାଡ ମାରିଥିଲା ଯୁବକ । ଆଉ କହିଥିଲେ ମୁଁ ତୁମ ଝିଅକୁ ପ୍ରେମ କରୁଛୁ । ମୁଁ ହିଁ ତାକୁ ବାହା ହେବି ନ ହେଲେ ଆଉ କାହାର ହେବାକୁ ଦେବୀନି । ମାଡ ମାରିବା ପରେ ପ୍ରେମିକ ଏବେ ଫେରାର ହୋଇ ଯାଇଛି । ଏକତରଫା ପ୍ରେମକୁ ନେଇ ଏମିତି ଆକ୍ରମଣ କରା ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଘଟଣା ସ୍ଥଳରୁ ଯୁବକ ଫେରାର ଥିବା ବେଳେ ଘଟାଣ ସ୍ଥଳରେ ସ୍ଥାନୀୟ ଲୋକେ ଅଛନ୍ତି ।

ପୋଲିସକୁ ମଧ୍ୟ ଖବର ଦିଆ ଯାଇଛି । ଝିଅ ଟି ଯେବେ କାନ୍ଦି କାନ୍ଦି ବାପାକୁ ଫୋନ କରିଥିଲା ଓ ବାପା ଯେବେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେତେବେଳେ ବାପା ପଚାରିଥିଲେ କାହିଁକି ମୋ ଝିଅକୁ ବାରମ୍ବାର ରାସ୍ତାରେ ହଇରାଣ କରୁଛୁ । ଏହା ଶୁଣିବା ପରେ ରୋମୀଓ ବାପା ଝିଅ ଙ୍କୁ ମାଡ ମାରିଥିଲା । ଆଉ ତା ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ।

ପ୍ରଥମେ ରୋମୀଓ ଯୁବତୀ ଙ୍କୁ ଅଟକାଇ ଥିଲା ଆଉ ତା ପରେ ଯେବେ ଝିଅ ବାପା ଆକୁ ଫୋନ କରିଥିଲା । ଆଉ ବାପା ଘଟଣା ସ୍ଥଳରେ ପହଞ୍ଚିବା ପରେ ପ୍ରେମିକ ନିର୍ଧୁମ ମାଡ ମାରିଥିଲା ବାପା ଓ ଝିଅ କୁ । ଏ ସବୁ ଘଟଣା ହେବା ପରେ ସ୍ଥାନୀୟ ଲୋକେ ବାପା ଙ୍କୁ ମେଡିକାଲ ନେଇ ଯାଇଛନ୍ତି । ଓ ପରବର୍ତ୍ତୀ ସମୟରେ ପୋଲିସ ତଦନ୍ତ କରିବ ବୋଲି ସୂଚନା ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।