ମଣିଷ ଜୀବନରେ ସର୍ବଦା ଉଚ୍ଚ ନୀଚ ସ୍ଥିତି ଲାଗି ରହିଥାଏ । ସେଥିପାଇଁ କେବେ ଦୁଃଖ ତ କେବେ ସୁଖର ସାମ୍ନା କରିବାକୁ ପଡିଥାଏ । ଗ୍ରହ ନକ୍ଷତ୍ରଙ୍କୁ ଏହାର କାରଣ ବୋଲି ମାନାଯାଏ । ମାନ୍ୟତା ଅନୁସାରେ ଅକ୍ଷରଗୁଡିକ ସହ ଗ୍ରହ ମାନଙ୍କ ସମ୍ବନ୍ଧ ରହିଥାଏ, ଯାହା ପ୍ରତ୍ଯେକ ବ୍ୟକ୍ତିଙ୍କ ନାମର ପ୍ରଥମ ସହ ସମ୍ବନ୍ଧିତ ଥାଏ । ଆମ ଜୀବନରେ ଆସୁଥିବା ସବୁ ସୁଖ ଓ ଦୁଃଖର ସମ୍ବନ୍ଧ କେଉଁଠି ନ କେଉଁଠି ବ୍ୟକ୍ତିଙ୍କ ନାମ ସହ ଜଡିତ ଥାଏ ।
ମଣିଷ ଜୀବନରେ ଜଣେ ସାଥି ରହିବା ଅତ୍ୟନ୍ତ ଆବଶ୍ୟକ କିନ୍ତୁ ଗୋଟିଏ ସମୟ ଏମିତି ଆସେ ଯେବେ ଜୀବନରେ କିଛି ଲୋକ ଆସନ୍ତି କିନ୍ତୁ ଅଧାବାଟରେ ଆପଣଙ୍କୁ ଛାଡି ଚାଲିଯାନ୍ତି । ଆଜି ଆମେ ଆପଣଙ୍କୁ ସେମିତି କିଛି ନାମର ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନେ ପାଗଳ ଭଳି ଭଲ ପାଇଥାନ୍ତି, କିନ୍ତୁ ପ୍ରେମରେ ପ୍ରାୟତଃ ଧୋକା ଖାଇଥାନ୍ତି ।
R ନାମ ଥିବା ଝିଅମାନେ: ଯେଉଁ ଝିଅମାନଙ୍କ ନାମ ଇଂରାଜୀ ଅକ୍ଷର R ରୁ ଆରମ୍ଭ ହୋଇଥାଏ ସେମାନଙ୍କ ବିଷୟରେ କୁହାଯାଏ କି ଏହି ଝିଅମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏହି ନାମର ଝିଅମାନଙ୍କୁ ନିଜ ସ୍ଵାମୀଙ୍କ ସେବା କରିବା ଖୁବ ଭଲ ଲାଗିଥାଏ ।
ଏହା ସହିତ ଏହି ନାମର ଝିଅମାନେ ସାରା ଜୀବନ ନିଜ ପାର୍ଟନରଙ୍କୁ ଖୁସି ରଖିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି । ନିଜ ସାଥୀଙ୍କୁ ନିଜ ଠାରୁ ବି ଅଧିକ ପ୍ରେମ କରୁଥିବା ଏହି ନାମର ଝିଅମାନେ ନିଜ ସମ୍ପର୍କକୁ ସବୁବେଳେ ବିଶ୍ବସ୍ତତାର ସହ ନିଭାଇବାକୁ ପ୍ରୟାସ କରିଥାନ୍ତି ।
S ନାମ ଥିବା ଝିଅମାନେ: ଯେଉଁ ଝିଅମାନଙ୍କ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନସାଥିଙ୍କୁ ବହୁତ ଅଧିକ ପ୍ରେମ କରିଥାନ୍ତି । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ସଂପୂର୍ଣ୍ଣ ହୃଦୟ ସହ ନିଜ ସାଥିଙ୍କର ସେବା କରିଥାନ୍ତି ଓ ସାରା ଜୀବନ ତାଙ୍କ ସାଥ୍ ନିଭାଇଥାନ୍ତି ।
ସାରା ଜୀବନ ନିଃସ୍ଵାର୍ଥପର ଭାବେ ନିଜ ସ୍ବାମୀଙ୍କର ସେବା କରିବା ଏହି ଝିଅମାନଙ୍କର ବିଶ୍ବସ୍ତତା ଦର୍ଶାଇଥାଏ । ଏମାନେ ବିଶ୍ଵସ୍ତ ଓ ଭରସା ଯୋଗ୍ୟ ହୋଇଥାନ୍ତି । ଏମାନେ ନିଜ ବନ୍ଧୁମାନଙ୍କ ହାତ ମଧ୍ୟ କେବେ ଛାଡନ୍ତି ନାହିଁ କି କାହାକୁ କେବେ ଧୋକା ଦିଅନ୍ତି ନାହିଁ ।
P ନାମ ଥିବା ଝିଅମାନେ: ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ପ୍ରେମ ବିବାହରେ ବିଶ୍ବାସ କରନ୍ତି ଓ ବହୁତ ସୁନ୍ଦରୀ ହୋଇଥାନ୍ତି । ଏମାନେ ଟିକେ ଚଞ୍ଚଲ ପ୍ରକୃତିର ହୋଇଥାନ୍ତି । ନିଜ ଭଲ ସ୍ଵଭାବ ଯୋଗୁଁ ସମସ୍ତଙ୍କ ହୃଦୟରେ ସ୍ଥାନ ବନେଇ ପାରନ୍ତି । ଏମାନେ ଯାହାକୁ ବି ପ୍ରେମ କରନ୍ତି ସଂପୂର୍ଣ୍ଣ ହୃଦୟ ସହ ତାଙ୍କୁ ନିଜର କରନ୍ତି ।
ପ୍ରେମ ମାମଲାରେ ଏହି ଝିଅମାନେ ସବୁଠୁ ଅଧିକ ବିଶ୍ଵସ୍ତ ହୋଇଥାନ୍ତି । କିନ୍ତୁ ଯଦି ପାର୍ଟନର ଏମାନଙ୍କୁ ଛାଡି ଦିଅନ୍ତି ତେବେ ଏମାନେ ନିଜକୁ ସହଜରେ ସମ୍ଭାଳି ପାରନ୍ତି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।