ପ୍ରତି ଦିନ କେତେ ଟଙ୍କା ଚର୍ଚ୍ଚ କରନ୍ତି ଏହି ସୁପର Star ମାନେ!

ମୁମ୍ବାଇକୁ ସ୍ୱପ୍ନର ନଗରୀ କୁହାଯାଏ । ଏଠାରେ ଛୋଟରୁ ବଡ଼ ସୁପରଷ୍ଟାରଙ୍କ ଠାରୁ ନେଇ କେତେ ବଡ ବଡ ଧନୀ ଲୋକ ଏଠାରେ ରହିଥାନ୍ତି । ଏମାନଙ୍କର କମାଇ ସହିତ ଏମାମାନଙ୍କର ଖର୍ଚ୍ଚ ବି କିଛି କମ ହୋଇନଥାଏ । ଆଜି ଆମେ ବଲିଉଡ ଫିଲ୍ମର କିଛି ସୁପର ଷ୍ଟାର ଓ ମୁକେଶ ଆମ୍ବାନୀଙ୍କ ଖର୍ଚ୍ଚ ବିଷୟରେ ଜାଣିବା । ଏଥିରେ ଆମେ ସେମାନଙ୍କର ପ୍ରତିଦିନ ଖାଇବା ଠାରୁ ଆରମ୍ଭ କରି ତାଙ୍କ ଲାଇନ ବିଲର ହିସାବ ଓ ତାଙ୍କ ଚାକରଙ୍କ ଖର୍ଚ୍ଚକୁ ମିଶାଇ କେତେ ଟଙ୍କା ସେମାନେ ଖର୍ଚ୍ଚ କରୁଛନ୍ତି ତାହା ଆମେ ଜାଣିବା ।

ଅକ୍ଷୟ କୁମାର:

ଅକ୍ଷୟ କୁମାରଙ୍କର ଦିନକୁ ଖର୍ଚ୍ଚ ପ୍ରାୟ ଦୁଇ ଲକ୍ଷ ଟଙ୍କା ହୋଇଥାଏ । ଏଥିରେ ତାଙ୍କର ଖାଇବା ପିଇବା , ତାଙ୍କ ଜିମ, ତାଙ୍କ ଚାକରଙ୍କ ଦରମା ଓ ତାଙ୍କର ସୌକିନ ଜୀବନକୁ ମିଶାଇ ମାସକୁ ପ୍ରାୟ ୬୦ ଲକ୍ଷ ଟଙ୍କା ହୋଇଥାଏ ।

ଆମୀର ଖାଁନ:

ଅମୀର ଖାଁନଙ୍କ ଦିନକୁ ଖର୍ଚ୍ଚ ପ୍ରାୟ ଏକରୁ ଦେଢ଼ ଲକ୍ଷ ଟଙ୍କା ହୋଇଥାଏ । କାରଣ ସେ ଏତେ ଦାମୀ ଜିନିଷ ବ୍ୟବହାର କରନ୍ତି ନାହିଁ । ସେ ବହୁତ ସାଧାରଣ ଜୀବନ ଜୀଇଁବାକୁ ଭଲ ପାଇଥାନ୍ତି ।

ସାହାରୁଖ ଖାଁନ:

ସାହାରୁଖ ଖାଁନଙ୍କ ଦୈନିକ ଖର୍ଚ୍ଚ ୫ ରୁ ୬ ଲକ୍ଷ ଟଙ୍କା ହୋଇଥାଏ । ସେ ବହୁତ ସୌକିନ ଜୀବନ ଯାପନ କରିଥାନ୍ତି । ତାଙ୍କର କେବଳ ଖାଇବା ଓ ସୌକରେ ମାସକୁ ୧୦ ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ସଲମାନ ଖାଁନ:

ସଲମାନ ଖାଁନ ଦିନକୁ ପ୍ରାୟ ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ତାଙ୍କ ଘରର ବିଜୁଳି ବିଲ ମାସକୁ ପ୍ରାୟ ୧୨ ରୁ ୧୫ ଲକ୍ଷ ଟଙ୍କା ହୋଇଥାଏ । ତାଙ୍କ ବଡି ଗାର୍ଡଙ୍କ ଦରମା ମାସକୁ ୨ ଲକ୍ଷ ଟଙ୍କା ହୋଇଥାଏ । ସେହିଭଳି ସଲମାନ ଖାଁନଙ୍କ ରହିବା ଖାଇବା ଓ ବଞ୍ଚିବା ପାଇଁ ମାସକୁ ପ୍ରାୟ କୋଟିଏ ଟଙ୍କା ହୋଇଥାଏ ।

ମୁକେଶ ଅମ୍ବାନୀ:

ମୁକେଶ ଆମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । କୁହାଯାଏ କି ସେ ସୌକିନ କରିବାରେ ସମସ୍ତଙ୍କ ବାପା ଅଟନ୍ତି । ସେ ବହୁତ ଦାମୀ ଖାଦ୍ୟ ,ଦାମୀ ଗାଡି ,ଦାମୀ ଘର ଏଭଳି ତାଙ୍କର ସବୁ ସେ ଦାମୀ ଜିନିଷ ବ୍ୟବହାର କରିଥାନ୍ତି । କିଛି ଦିନ ତଳେ ଆସିଥିବା ରିପୋର୍ଟ ଅନୁସାରେ ମୁକେଶ ଆମ୍ବାନୀଙ୍କ ଦୈନିକ ଖର୍ଚ୍ଚ ପ୍ରାୟ ୭୦ ରୁ ୮୦ ଲକ୍ଷ ଟଙ୍କା ହୋଇଥାଏ । ତାଙ୍କର ମାସକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ତାଙ୍କର ମୁମ୍ବାଇରେ ଥିବା ଘରର ନାମ ଆଣ୍ଟିଲିଆ ଅଟେ । ସେ ଏହାକୁ ତିଆରି କରିବା ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।