ଆଜିର ରାଶିଫଳ, 17 ସେପ୍ଟେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଭାଗ୍ୟ ଆପଣଙ୍କର ସାଥ ଦେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । କିଛି ପୁରୁଣା ବନ୍ଧୁଙ୍କ ସହିତ ସମ୍ପର୍କ ହୋଇ ପାରେ । ମିଠା ଏବଂ ତେଲ ଜାତୀୟ ଖାଦ୍ୟ କମ ଖାଇବା ଦ୍ଵାରା ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ବଞ୍ଚାଇ ପାରନ୍ତି । ପଢା ଏବଂ ଲେଖିବା କ୍ଷେତ୍ରରେ ଆପଣଙ୍କ ଅଭିରୁଚି ବଢିବ । ଆପଣଙ୍କ କାମ ଠିକ ସମୟରେ ପୁରା ହୋଇଯିବ ଏବଂ ଆପଣ ପୁରା କରିଥିବା କାମରେ ଲାଭ ମଧ୍ୟ ହେବ । ଧନ ସବନ୍ଧିତ ବ୍ୟବସ୍ଥିତି ଆୟୋଜନ କରି ପାରିବେ । ସକାରାତ୍ମକ ଭାବକୁ ଆପଣାଇ ବହୁତ ସମସ୍ୟାର ଶେଷ କରି ପାରିବେ ।

ବୃଷ

ଆଜି ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଅନେକ ସୁଯୋଗ ମିଳିବ । ଯେଉଁଥିରେ ଆପଣଙ୍କୁ ସଫଳତା ମଧ୍ୟ ମିଳିବ । ଅହି ସୁଯୋଗକୁ ନିଜ ହାତରୁ ଚାଲିଯିବା ପାଇଁ ଦିଅନ୍ତୁ ନାହିଁ । ଭାଗ୍ୟ ଆପଣଙ୍କର ସାଥ ଦେବ ଏବଂ ଜଟିଳ ସମସ୍ୟାର ସମାଧାନ ମଧ୍ୟ ଆପଣଙ୍କୁ ମିଳିପାରେ । ଆର୍ଥିକ ପରିଯୋଜନା ଆଜି ଗତି କରିବ । ସ୍ଵାଦିଷ୍ଟ ଭୋଜନ କରି ପାରନ୍ତି । ହଠାତ କୌଣସି କାମ ଆସିବା କାରଣରୁ ବଜେଟ ବଢିବାର ସମ୍ଭାବନା ଅଛି । ଛାତ୍ର ମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ ।

ମିଥୁନ

ଆଜି ଆପଣଙ୍କର ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ, ତାହା ବିଷୟରେ ଚିନ୍ତା କରନ୍ତୁ ନାହିଁ । ବାପା କିମ୍ବା ସରକାରଙ୍କ ଠାରୁ ଲାଭ ହେବ । ବାହାର ଖାଦ୍ୟ ଖାଆନ୍ତୁ ନାହିଁ । ସକାଲେ ଆପଣଙ୍କୁ କିଛି ଭଲ ଖବର ମିଳିପାରେ । ଆଜି ଆପଣଙ୍କୁ ଅଧିକ କାମରେ ସଫଳତା ମିଳିପାରେ ଏବଂ ଆପଣଙ୍କ କାମ ମଧ୍ୟ ଠିକ ଭାବରେ ହୋଇଯିବ । କୌଣସି ଘନିଷ୍ଠ ବ୍ୟକ୍ତିଙ୍କ ଆବଶ୍ୟକତାକୁ ଦେଖି ଆପଣ ଅଧିକ ଭାବପ୍ରବଣ ହେବା ଆବଶ୍ୟକ ଅଟେ ।

କର୍କଟ

ଆଜି ଆପଣଙ୍କୁ ସମ୍ପତ୍ତି ସବନ୍ଧିତ ମାମଲାରେ ସାଙ୍ଗ ମାନଙ୍କ ଠାରୁ ଭଲ ପରାମର୍ଶ ମିଳିବ । ପ୍ରେମ ସମ୍ପର୍କରେ ମଧୁରତା ରହିବ । ଯଦି ଆପଣ ଆଗରୁ କୌଣସି ଯାତ୍ରା ପାଇଁ ଯୋଜନା କରିଥାନ୍ତି ତାହେଲେ ସେଥିରେ ପରିବର୍ତ୍ତନ ପରିସ୍ଥିତି ଆସିପାରେ । ଅଧୟନରେ ବାଧା ଆସିପାରେ । କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀଙ୍କ ଦ୍ଵାରା ଚିନ୍ତିତ ରହିବେ । ଆପଣଙ୍କର କଥା କହିବାର ଅଭିଜ୍ଞତା ବ୍ୟବସାୟୀକ ସମ୍ପର୍କକୁ ବଢାଇବ । ଅନାବଶ୍ୟକ ମତାମତ ଦିଅନ୍ତୁ ନାହିଁ । ଅନ୍ୟର କଥାକୁ ଶୁଣିବା ଆପଣଙ୍କ ହିତରେ ରହିବ । ଶତ୍ରୁ ମାନଙ୍କ ଉପରେ ବିଜୟ ହାସଲ କରି ପାରନ୍ତି ।

ସିଂହ

ଆଜି ଆପଣ ଏକା ଅନୁଭବ କରି ପାରନ୍ତି, ଏଥିରୁ ଦୂରେଇ ରହିବା ପାଇଁ ବାହାରକୁ ବୁଲିବା ପାଇଁ ଯାଆନ୍ତୁ ଏବଂ ସାଙ୍ଗ ମାନଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ । ଯଦି ବନ୍ଧୁଙ୍କ ସହିତ କୌଣସି ଯାତ୍ରାକୁ ଯିବାର ଅଛି ତାହେଲେ ଆପଣ ଯାଇ ପାରିବେ । ଯାତ୍ରା ବହୁତ ଭଲ ରହିବ । ପ୍ରେମ ସବନ୍ଧରେ ପାରଦର୍ଶିତାର ଆବଶ୍ୟକତା ରହିବ । ନିଜ ଲୋକଙ୍କ ଠାରୁ ହିଁ କଷ୍ଟ ମିଳିପାରେ । ଜମିବାଡି କାଗଜ ପତ୍ରକୁ ନେଇ ବ୍ୟସ୍ତ ରହିବେ । ଆଖପାଖର କୌଣସି ଲୋକକୁ ଭୁଲ ଧାରଣା ହୋଇ ପାରେ ।

କନ୍ୟା

ବିଦ୍ୟାର୍ଥୀ, କଳାକାର ଏବଂ ଖେଳାଳି ମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଯଦି ଆପଣଙ୍କୁ ଆପଣଙ୍କ ପରିବାର ସହିତ ବାହାରକୁ ଯିବା ପାଇଁ ଯଦି ସୁଯୋଗ ମିଳୁଛି ତାହେଲେ ଏହାର ଲାଭ ନିହାତି ଉଠାନ୍ତୁ କାରଣ ଏମିତି ସୁଯୋଗ ସବୁବେଳେ ଆସିନଥାଏ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ବହୁତ ଶୀଘ୍ର କିଛି ନୂଆ ମୋଡ ଆପଣଙ୍କୁ ଦେଖିବାକୁ ମିଳିପାରେ । ବୃତ୍ତିଗତ ସ୍ତରରେ ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିବେ । ବାପାଙ୍କ ସହିତ ଆଦର୍ଶଗତ ମତଭେଦ ହୋଇ ପାରେ । ଆପଣଙ୍କ ସନ୍ତାନକ ଠାରୁ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିପାରେ ।

ତୁଳା

ଆଜି ଆପଣ ନିଜର ମାନସିକ ଶାନ୍ତି ଭଙ୍ଗ ହେବା ପାଇଁ ଦିଅନ୍ତୁ ନାହିଁ । ନିଜ ସାଙ୍ଗ ଏବଂ ସାଥିଙ୍କ ସହିତ କିଛି ସମୟ ଅତିବାହିତ କରିବେ । ବିରୋଧୀ ପରାସ୍ତ ହେବେ । କାରବାର ସବନ୍ଧିତ ବିବାଦର ସମାଧାନ ହେବ । କଠୋର କଥା କୁହନ୍ତୁ ନାହିଁ । ବିଦ୍ୟାର୍ଥୀ ମାନଙ୍କର ମନ ପଢାରେ ଲାଗିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ ଜୀବନ ସାମଞ୍ଜସ୍ୟପୂର୍ଣ ରହିବ । କାର୍ଯ୍ୟ ସବନ୍ଧିତ ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ରହିବ । ସନ୍ତାନ ମାନଙ୍କର ଦାୟିତ୍ଵ ପୂରଣ କରିବେ । ଉପହାର ଏବଂ ସଂମ୍ମାନ ମିଳିପାରେ ।

ବିଛା

ଆଜି ଆପଣଙ୍କୁ ନିଜର ଅଧୁରା କାମକୁ ଠିକ ସମୟରେ ପୁରା କରିବାର ବହୁତ ସୁଯୋଗ ମିଳିବ । ଆୟର ନୂଆ ସ୍ରୋତ ଆପଣଙ୍କୁ ମିଳିପାରେ । ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହେବ । ଆପଣ ଉତ୍ସାହୀ ଅଟନ୍ତି ଏବଂ ଆପଣଙ୍କର ଅସାଧାରଣ ଶକ୍ତି କରନ୍ତୁ ଲୋକ ମାନେ ଆପଣଙ୍କ ଆଡକୁ ଆକର୍ଷିତ ହେବେ । ଅବିବାହିତ ଲୋକଙ୍କୁ ସେମାନଙ୍କର ଇଛା ଅନୁସାରେ ଜୀବନସାଥୀ ମିଳିପାରେ । ଆଜି ସକାରାତ୍ମକ ଭାବନା ସହିତ ଆପଣଙ୍କୁ ଆଗକୁ ଆଗକୁ ବଢିବାକୁ ହେବ ।

ଧନୁ

ଆଜି ଆପଣଙ୍କୁ ସମାଜ ଏବଂ କାର୍ଯ୍ୟ କ୍ଷେତ୍ରରେ ବଡ ଲୋକଙ୍କ ଠାରୁ ସଂମ୍ମାନ ମିଳିପାରେ । ଘର ଲୋକଙ୍କର ସମ୍ପୂର୍ଣ ସହଯୋଗ ମିଳିବ । ଯେଉଁ ଖରାପ ଅଭ୍ୟାସ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି ତାହାକୁ ଛାଡି ଦିଅନ୍ତୁ ଏଥିରେ ଆପଣଙ୍କର ଭଲ ହେବ । ଆଜି ଆପଣ ମାନଙ୍କ ମଧ୍ୟରୁ କିଛି ଲୋକ ନିଜ ନିଜ କ୍ଷେତ୍ରରେ ସକାରାତ୍ମକ ବିକାଶ ଦେଖିବେ । ମନବଳ ମଧ୍ୟ ଦୃଢ ହେବ । ଏଥିପାଇଁ କାର୍ଯ୍ୟର ସଫଳତାରେ କୌଣସି ବାଧା ଆସିବ ନାହିଁ । ସିନିୟର ମାନଙ୍କ ଠାରୁ ମଧ୍ୟ ଆଜି ଆପଣଙ୍କୁ ସହଯୋଗ ମିଳିବାର ଯୋଗ ଅଛି ।

ମକର

ଆଜି ଭାଇଙ୍କ ସହଯୋଗ ଦ୍ଵାରା ଆପଣଙ୍କ କାରବାରର ବିସ୍ତାର ହେବ । ନିଜ ପାର୍ଟନରଙ୍କ ସହିତ ଆପଣଙ୍କ ଦିନ ବହୁତ ଭଲରେ କଟିବ । ଆପଣଙ୍କ କଥାରେ ବହୁତ ଲୋକ ଆକର୍ଷିତ ହେବେ । ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ବହୁତ ଶୀଘ୍ର ମିଳିବ । ହୃଦୟର କଥା କହିବା ପାଇଁ କିମ୍ବା ନିଜ ସାଥୀଙ୍କୁ ପ୍ରପୋଜ କରିବା ପାଇଁ ଆଜିର ଦିନ ଭଲ ରହିବ । ଆଜି କାହା ଉପରେ ଆଖି ବନ୍ଦ କରି ବିଶ୍ଵାସ କରନ୍ତୁ ନାହିଁ ।

କୁମ୍ଭ

ଏହି ରାଶିର ଲୋକଙ୍କୁ ଆଜି ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସାବଧାନ ରହିବା ଆବଶ୍ୟକ ଅଟେ । ଯାତ୍ରା ଲାଭକାରୀ ହେବ । ଆପଣଙ୍କ ପ୍ରିୟ ସହିତ ହୋଇଥିବା ଝଗଡା ଆପଣଙ୍କ ମନ ଖରାପ କରି ଦେବ । ସ୍ଵାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ହେବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ତରଫରୁ ପ୍ରୋତ୍ସାହନ ମିଳିବାରୁ ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହେବ । ରାଗ ଏବଂ ତରବର ଠାରୁ ଆଜି ଆପଣ ଦୂରେଇ ରୁହନ୍ତୁ ।

ମୀନ

ଆଜି ଆପଣଙ୍କ ପରିବାରରେ ସୁଖ ଏବଂ ଶାନ୍ତି ରହିବ । ବାପାଙ୍କ ସହଯୋଗ ମିଳିବ । ନିଜ ସାଙ୍ଗ ମାନନକ ଠାରୁ ଅନେକ ସାହାଯ୍ୟ ମିଳିପାରେ । ଦାମ୍ପତ୍ୟ ଜୀବନରେ ଆପଣଙ୍କୁ ଦୃଢତା ମିଳିବ । ଆପଣଙ୍କ ସବୁ ଇଛା ଆଜି ପୂରଣ ହୋଇ ପାରେ । କାମ କରିବା ଆପଣଙ୍କର ଉତ୍ତେଜନାର ପ୍ରମୁଖ ସ୍ରୋତ ହେବା କାରଣରୁ ଆପଣ ନିଜ ମନ ଏବଂ ଶରୀରରକୁ ଆରାମ ଦେବେ । ସାର୍ବଜନୀନ କ୍ଷେତ୍ରରେ ବ୍ୟକ୍ତି ମାନଙ୍କୁ କିଛି ଆରାମ ମିଳିବ । ନବବିବାହିତ ଯୋଡ଼ିଙ୍କ ମଧ୍ୟରେ ସମ୍ପର୍କ ଦୃଢ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।