ଚୀନ ବିପକ୍ଷରେ PM Modi ଙ୍କୁ ଚୀନ ମିଡିଆ କଲା ଗୁହାରୀ, କହିଲା…

କହିବାକୁ ଗଲେ ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଭାରତ ସରକାର ଚୀନ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୋଟିଏ ପରେ ପରେ ଗୋଟିଏ ବଡ ବଡ ନିଷ୍ପତି ନେଉଛି । ଏମିତିରେ ଚୀନକୁ ବହୁତ କ୍ଷତି ହେଉଛି । କାହିଁକି ନା କୁକର୍ମ ଯେତେ ଅଧିକ କରିବ ସେତେ ଅଧିକ ଖରାପ ପରିଣାମ ବି ଭୋଗିବାକୁ ପଡିବ। ଭାରତ ଯେଉଁଭଳି ଭାବରେ ଶକ୍ତ ନିଷ୍ପତି ନେଉଛି ସେଥିରୁ ଜଣାପଡୁଛି ଚାଇନାର କମ୍ପାନୀ ଗୁଡିକ ନିଜର କମ୍ୟୁନିଷ୍ଟ ସରକାରଙ୍କ ଭୁଲର ପରିଣାମ ଭୋଗୁଛନ୍ତି ।

ସୀମାରେ ଚାଲୁଥିବା ସୀମା ବିବାଦକୁ ନେଇ ମୋଦି ସରକାର ବ୍ୟବସାୟ କ୍ଷେତ୍ରରେ ଚାଇନାକୁ ଧ୍ଵଂସ କରିବାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଭାରତର ଏହି ନିଷ୍ପତି ଦ୍ଵାରା ହୋଇଥିବା କ୍ଷତିକୁ ଦେଖି କି ଚାଇନାର ମିଡିଆ ଭାରତକୁ ଅନୁରୋଧ କରୁଛନ୍ତି କି ସେ ଭାରତ ସରକାର ସହ ମିଶି ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ଚାହୁଁଛନ୍ତି ।

କିନ୍ତୁ ଆରମ୍ଭରୁ ହିଁ ଚାଇନାର କଥା ଓ କାର୍ଯ୍ୟରେ ସବୁବେଳେ ବହୁତ ଅନ୍ତର ରହିଛି । ଉଦାହରଣ ସ୍ୱରୂପ ଗୋଟିଏ ପଟେ ସେ ଭାରତ ସହ ଭଲ ସମ୍ବନ୍ଧ ରଖିବାର କଥା କହୁଛି କିନ୍ତୁ ଅନ୍ୟ ପଟେ ସେ ପାକିସ୍ତାନକୁ ଆଧୁନିକ ଅସ୍ତ୍ର ଶସ୍ତ୍ର ଦେଇ ତାକୁ ସାହାଯ୍ୟ କରୁଛି । କିନ୍ତୁ ବର୍ତ୍ତମାନ ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ନିଜେ କ୍ୟାଟ (CAIT) ସଂଗଠନ ଦାୟିତ୍ଵ ନେଇଛି । କ୍ୟାଟ ଭାରତର ଏଭଳି ଏକ ଟ୍ରେଡ଼ ସଂସ୍ଥା ଅଟେ ଯିଏକି ଏକୁଟିଆ ହିଁ ଚାଇନାକୁ ଆଣ୍ଠୁ ମାଡି ବସିବାକୁ ବାଧ୍ୟ କରି ଦେଇଛି ।

କହିବାକୁ ଗଲେ ପ୍ରଥମେ କ୍ୟାଟ ୫୦୦ରୁ ଅଧିକ ଜିନିଷର ଲିସ୍ଟ ଜାରି କରିଥିଲା ଯାହା ଚାଇନାରୁ ଆମଦାନୀ କାରାଯାଉଥିଲା ଓ କ୍ୟାଟ ଏହି ସମସ୍ତ ଜିନିଷ ଗୁଡିକର ଆମଦାନୀକୁ ବନ୍ଦ କରିଦେଇଛି । କାରଣ ଏହାର ବିକଳ୍ପ ଭାରତରେ ଅଛି । ଏହା ପରେ ଆହୁରି କଡା ନିଷ୍ପତି ନେଇ କ୍ୟାଟ ଆହୁରି ୩ ହଜାର ଅଧିକ ଜିନିଷ ଗୁଡିକର ଲିସ୍ଟ ଜାରି କରିଛି । କ୍ୟାଟର କହିବା ଅଟେ କି ଭାରତୀୟ କମ୍ପାନୀ ପାଖରେ ଏହି ସମସ୍ତ ଜିନିଷର ବି ବିକଳ୍ପ ଅଛି ଓ ସେ ଏଗୁଡ଼ିକର ନିର୍ମାଣ ଭାରତରେ ଜଲ୍ଦି ହିଁ ଆରମ୍ଭ କରିବେ ।

ଏହା ପରେ ଏହି ଜିନିଷ ଗୁଡିକୁ ବି ଚାଇନାରୁ ଆମଦାନୀ ହେବ ନାହିଁ । ଏହା ପୂର୍ବରୁ କ୍ୟାଟ ଚାଇନାରୁ ଆସୁଥିବା ରାକ୍ଷୀ ଗୁଡିକର ଆମଦାନୀକୁ ବି ବନ୍ଦ କରି ଦେଇ ଥିଲା । ଯାହା ଦ୍ଵାରା ଚାଇନାର କମ୍ପାନୀ ଗୁଡିକୁ ୪ ହଜାର କୋଟିର କ୍ଷତି ହୋଇଥିଲା । କହିବାକୁ ଗଲେ Boycott ଚୀନା ଆନ୍ଦୋଳନର ଶ୍ରେୟ କେବଳ କ୍ୟାଟକୁ ହିଁ ଯାଉଛି । ଅନ୍ୟ ପଟେ ମୋଦି ସରକାରବି କ୍ୟାଟର ଏହି ନିଷ୍ପତିକୁ ପୁରା ସମର୍ଥନ ଦେଉଛନ୍ତି । କାରଣ ଏହା ଦ୍ଵାରା ମୋଦି ସରକାରଙ୍କ ମେକ ଇନ ଇଣ୍ଡିଆ କାର୍ଯ୍ୟ କ୍ରମକୁ ସାହାଯ୍ୟ ମିଳୁଛି ।

ଏହା ଛଡା ଭାରତ ସରକାର ଚାଇନା କମ୍ପାନୀକୁ ମିଳିଥିବା ଟ୍ରେନ ନିର୍ମାଣ ଟ୍ରେଣ୍ଡରକୁ ବି କ୍ୟାନ୍ସଲ କରିଦେଇଛନ୍ତି । ଏହା ପର ଠାରୁ ଏହା ଚାଇନା ମିଡିଆରେ ଚର୍ଚାର ବିଷୟ ହୋଇ ଯାଇଛି । ଚାଇନା ସରକାରଙ୍କ ମୁଖପାତ୍ର ଚାଇନା ଡେଲି ଓ ଗ୍ଲୋବାଲ ଟାଇମସର ଆର୍ଟିକିଲ ଛପା ଯାଇଛି କି ଭାରତ ସରକାର ଚାଇନାର କମ୍ପାନୀ ଓ ଏପ୍ସକୁ ବ୍ୟାନ କରି ନିଜର ହିଁ କ୍ଷତି କରୁଛି । କାରଣ ଚାଇନାର କମ୍ପାନୀମାନେ ନୂଆ ନୂଆ ଟେକନିକ ଦେଇ ଭାରତର ହିଁ ସାହାଯ୍ୟ କରିବାକୁ ଚାହୁଁଛି ।

ଏଥିରେ ଏହା ବି ଲେଖା ହୋଇଛି କି ଭାରତୀୟ ରେଳରେ ନିର୍ମାଣ କାର୍ଯ୍ୟ କରି ଚାଇନା କମ୍ପାନୀମାନେ ଭାରତର ସାହାଯ୍ୟ କରିବାକୁ ଚାହୁଁଛନ୍ତି । ଚାଇନା ମିଡ଼ିଆର ଏହିଭଳି ମନ୍ତବ୍ୟକୁ ଦେଖି ଏହା ଜଣାପଡୁଛି କି ବୟକଟ ଚାଇନା ଉତ୍ପାଦ ଦ୍ୱାରା ଚାଇନାକୁ ବହୁତ ବଡ଼ କ୍ଷତିର ସାମ୍ନା କରିବାକୁ ପଡୁଛି । ଏଥିପାଇଁ ଆମେ ଆପାଣମାନଙ୍କୁ ଅନୁରୋଧ କରୁଛୁ କି ଯେପରି ଭାରତୀୟ ସୈନ୍ୟ ଭାରତ ସୀମାରେ ଚାଇନା ସହିତ ଲଢ଼ୁଛନ୍ତି ସେହିଭଳି ଆପଣମାନେ ମଧ୍ୟ ଚାଇନା ଜିନିଷର ବ୍ୟବହାର କରନ୍ତୁ ନାହିଁ ଓ ଆତ୍ମନିର୍ଭରଶୀଳ ଅଭିଯାନରେ ସାମିଲ ହୁଅନ୍ତୁ ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।