ଜାମ ଟୟଲେଟ କୁ ଠିକ କରିବା ପାଇଁ ଡକା ଯାଇଥିଲା ପ୍ଲମ୍ବର କୁ, ଯେତେବେଳେ ପାଇପ ଖୋଲିଲେ ତ ଦେଖିକି ଉଡିଗଲା ସମସ୍ତଙ୍କ ହୋଶ

ଏହି ଦୁନିଆ ବହୁତ ବିଶାଳ ଅଟେ । ଏହି ଦୁନିଆରେ କେବେ କେବେ କିଛି ଏମିତି ଜିନିଷ ବି ହୋଇଥାଏ, ଯାହାକୁ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ଵାସ ହୋଇ ନଥାଏ । ଆଜି ପୂର୍ବ ସମୟ ଅପେକ୍ଷା ବର୍ତ୍ତମାନ ବହୁତ ଅପରାଧ ବଢି ଯାଇଛି । ଆଜିକାଲି ଅପରାଧୀମାନେ ଚଲାକ ହୋଇଗଲେଣି । ବର୍ତ୍ତମାନ ଏମିତି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣଙ୍କର ହୋସ ଉଡିଯିବ ।

ଘଟଣା ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଜାଣି ନିଅତୁ ଏହି ଘଟଣା ସାମନ୍ନାକୁ କେମିତି ଆସିଲା । ଆଜି କାଲି ସମସ୍ତେ ଟୟଲେଟ ବ୍ୟବହାର କରୁଛନ୍ତି । ଆପଣ ଦେଖିଥିବେ କି ଟୟଲେଟ ର ପାଇପ ବେଳେ ବେଲେ ଜାମ ହୋଇଯାଏ । ଏହି ଅବସ୍ଥାରେ ଆପଣ ପ୍ଲମ୍ବର ଡାକିଥାନ୍ତି । କାରଣ ପ୍ଲମ୍ବର ହିଁ ପାଇପ କୁ ସଫା କରି ପାରିବ । ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ, ତାହା ଏକ ପ୍ଲମ୍ବର କାରଣରୁ ସାମନ୍ନାକୁ ଆସିଛି ।

ଆପଣ ଜାଣିବା ନିମନ୍ତେ କହିଦେଉଛୁ କି, କେରଳ ର ପଲକ୍କଡ ରେ ଏକ ଡାକ୍ତର ଘରର ଟୟଲେଟରୁ ୨ ଦିନ ଶିଶୁର ଶବ ମିଳିଛି । ଏହି ମାମଲା ସେହି ସମୟରେ ବାହାରକୁ ଆସିଲା ଯେତେବେଳେ ଜଣେ ଡାକ୍ତର ର ଟୟଲେଟ ଜାମ ହୋଇ ଯାଇଥିଲା ଏବଂ ସେ ଏକ ପ୍ଲମ୍ବରକୁ ଡ଼ାକିଥିଲା । ଏହା ପରେ ପ୍ଲମ୍ବର ଯେତେବେଳେ ସଫା କରିବା ପାଇଁ ପାଇପ ଖୋଲିଲା ତେବେ ତାହାକୁ ଏକ ଶିଶୁର ଶବ ମିଳିଲା ।

ଶବ ମିଳିବା ପରେ ପ୍ଲମ୍ବର ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ କହିଲା ଏବଂ ଡାକ୍ତର ପୁଲିସକୁ ସୂଚନା ଦେଲେ । ମିଡିୟା ରିପୋର୍ଟ୍ସ ଅନୁସାରେ ପଲକ୍କଡରେ ଡାକ୍ତର ଅବଦୁଲ ରହମାନ ଏବଂ ତାଙ୍କ ସ୍ତ୍ରୀ ପୋରିଥାମନ୍ନା ନିଜର ଘରେ ଏକ କ୍ଲିନିକ ଚଲାଉ ଛନ୍ତି । କ୍ଲିନିକ ସଫା ସୁତୁରା କରିବା ସମୟରେ ଚାକରାଣୀ ଦେଖିଲା କି ଟୟଲେଟ ବହୁତ ଜାମ ଅଛି । ଏହା ଦେଖି ସେ ଡାକ୍ତରଙ୍କୁ କହିଲେ ।

ଯେତେବେଳ ପ୍ଲମ୍ବର ଟୟଲେଟ ସଫା କରୁଥିଲେ ସେତେବେଳେ ସେ ଜାଣିପାରିଲେ କି ଗୋଟିଏ ନବଜାତ ଶିଶୁର ମୁଣ୍ଡ ପାଇପରେ ଫଶୀ ଯାଇଛି । ଏହା ପରେ ପୁଲିସ କହିଲେ କି ଡାକ୍ତରଙ୍କ କ୍ଲିନିକ କୁ ଆସୁଥିବା କୋଣସି ମହିଳା ନିଜର ଶିଶୁ କୁ ଫ୍ଲସ କରି ଥାଇ ପାରେ । କିନ୍ତୁ ବର୍ତ୍ତମାନ ଏହି ମାମଲାର ଜ୍ନାଚ ଚାଲିଛି ।