ଗୋଟିଏ ପଟେ ଅଭିନେତା ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ-ରେ ତାଙ୍କ ପରିବାର ଓ ପ୍ରଶଂସକ ଦୁଃଖରେ ବୁଡି ରହିଥିବା ବେଳେ ଅନ୍ୟପଟେ ତାଙ୍କ ମୃ-ତ୍ୟୁ-କୁ ନେଇ ଅତ୍ୟନ୍ତ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଓଲିଉଡର ଅନ୍ଯତମ ଅଭିନେତା ବବି ମିଶ୍ର । ପିଣ୍ଟୁ ନନ୍ଦଙ୍କ ଦେହାନ୍ତ କେମିତି ହେଲା ଓ ତାଙ୍କ ଦେହ ଖରାପ ଥିବାବେଳେ ତାଙ୍କ ସହ କଣ ସବୁ ଘଟିଥିଲା ? କେଉଁ ମାନେ କେତେ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ଓ କଣ କରିଥିଲେ ପିଣ୍ଟୁ ନନ୍ଦ ହୁଏତ ବଞ୍ଚି ଯାଇଥାନ୍ତେ ?
ସମସ୍ତ ଚିକିତ୍ସା ବ୍ୟବସ୍ଥା ସତ୍ତ୍ୱେ ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ ପାଇଁ ଦାୟୀ କିଏ ? ତାଙ୍କୁ କାହିଁକି ଚିକିତ୍ସା ପାଇଁ ଏତେ ଧା’ଧାପଡ କରିବାକୁ ପଡିଲା ? ଏସବୁ କଥା ଗୋଟି ଗୋଟି କରି କହିବେ ବବି ମିଶ୍ର । ପିଣ୍ଟୁଙ୍କୁ ଯଦି ହାଇଦ୍ରାବାଦ ନେବାର ଥିଲା ତେବେ ଆରମ୍ଭରୁ କାହିଁକି ନିଆଗଲା ନାହିଁ ? ଭୁବନେଶ୍ବରରୁ ଦିଲ୍ଲୀ ଆଉ ଦିଲ୍ଲୀରୁ ହାଇଦ୍ରାବାଦ ପିଣ୍ଟୁଙ୍କୁ ଏମିତ ବାର ଦୁଆର ଶୁଣ୍ଡିପିଣ୍ଢା ହେବାକୁ କାହିଁକି ପଡିଲା ? ଜଣେ କଳାକାରଙ୍କ ଜୀବନକୁ ନେଇ କଣ ନାଟକ ଚାଲିଥିଲା ଏସବୁ ପଛରେ ଥିବା ସତ ଏବେ ପଦାକୁ ଆଣିବେ ବବି ମିଶ୍ର ।
ପିଣ୍ଟୁ ନନ୍ଦଙ୍କ ଦେହ ଖରାପ ବେଳେ ତାଙ୍କ ପାଖେ ପାଖେ ରହି ସବୁ ବୁଝୁଥିବା ବବି ମିଶ୍ର ଏବେ ଯନ୍ତ୍ରଣାରେ କୁହୁଳୁଛନ୍ତି । ଆଉ ସେ ମୁହଁ ଖୋଲିଲେ ଦୁନିଆ ସତ କଣ ଜାଣିବ । ଚିକିତ୍ସା ଆରମ୍ଭରୁ ପିଣ୍ଟୁ ନନ୍ଦଙ୍କ ସହ କଣ ସବୁ ଘଟିଛି ସେସବୁକୁ ଅତି ନିକଟରୁ ଦେଖିଛନ୍ତି ପିଣ୍ଟୁ ନନ୍ଦ ।
କିଏ କେତେ ଦେଇଛି, କିଏ କଣ କହିଛି ଆଉ ପିଣ୍ଟୁ କେତେ କଷ୍ଟ ପାଇଛନ୍ତି ସେସବୁର ସାକ୍ଷୀ ହୋଇଛନ୍ତି ବବି ମିଶ୍ର । ସମୟ ଆସିଲେ ବବି ମିଶ୍ର ଏସବୁର ଗୋଟି ଗୋଟି ହିସାବ ଦେବେ । ସେ ମୁହଁ ଖୋଲିଲେ ଦୁନିଆ ସତ କଣ ଜାଣିବ । ଆଉ ସେହିଦିନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । କାହିଁକି ନା ପିଣ୍ଟୁଙ୍କର ଅନ୍ତିମ ସଂସ୍କାର ଚାଲିଥିବା ବେଳେ ବବି ମିଶ୍ର ମୁହଁ ଖୋଲିଥିଲେ ଏବନହ କହୁ କହୁ କହି ଦେଇଥିଲେ କି କିଛିଦିନ ପରେ ଆପଣମାନେ ସବୁ ସତ ଜାଣିଯିବେ ।
ବବିଙ୍କ ମୁହଁରୁ ଏମିତି କିଛି ଶୁଣିବା ପରେ ଏବେ ଏହାକୁ ନେଇ ସାରା ଓଡିଶାରେ ଆଲୋଡନ ସୃଷ୍ଟି ହୋଇଛି । ସତରେ ପିଣ୍ଟୁଙ୍କ ସହ କଣ ସବୁ ଘଟିଛି ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରି ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।