ଫଟୋରେ ଲୁଚି ଅଛି ଗୋଟିଏ ରହସ୍ୟ ଯାହାକୁ ଖୋଜି ପାରିଲେ ନାହିଁ କେହି, ବୋଧେ ଆପଣ ଦେଖାଇ ପାରନ୍ତି ନିଜର ବୁଦ୍ଧିର କମାଲ

ଦୁନିଆରେ ଜ୍ଞାନୀ ମାନଙ୍କର ଅଭାବ ନାହିଁ । ଏଠି ସମସ୍ତେ ନିଜକୁ ଜ୍ଞାନୀ ଏବଂ ବୁଦ୍ଧିମାନ ବୋଲି ଭାବିଥାନ୍ତି । କିନ୍ତୁ ସମସ୍ତଙ୍କ ପାଖରେ ନିଜର ଚେତନା ଥାଏ । କିନ୍ତୁ ଏହା ସତ ଅଟେ କି ସବୁ ବ୍ୟକ୍ତି ସବୁ କାମ କରି ପାରିବେ ନାହିଁ । ସମସ୍ତଙ୍କର ବ୍ରେନ ଏକାଭଳି ହୋଇ ନଥାଏ । ସମସ୍ତେ ସବୁ କାମ କରି ପାରିବେ ନାହିଁ । ଯଦି କରିବେ ତେବେ ସମସ୍ତଙ୍କର କାମ କରିବାର ଉପାୟ ଅଲଗା ଅଲଗା ହୋଇଥାଏ ।

କେତେକ ଲୋକଙ୍କୁ ମଜା ଆସିଥାଏ ଏହିଭଳି କଠିନ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ :

ଭଗବାନ ସମସ୍ତଙ୍କୁ ଏକାଭଳି ଚିନ୍ତା ଶକ୍ତି ବା ବୁଦ୍ଧି ଦେଇଛନ୍ତି । କିନ୍ତୁ କେହି ଏହାକୁ ବହୁତ ବ୍ୟବହାର କରନ୍ତି ଏବଂ କେହି ଏହାକୁ ବିଲକୁଲ ବ୍ୟବହାର କରନ୍ତି ନାହିଁ । ଯେଉଁ ବ୍ୟକ୍ତି ନିଜର ମୁଣ୍ଡକୁ ବା ଚିନ୍ତା କରିବାର ଶକ୍ତିକୁ ବେଶି ବ୍ୟବହାର କରନ୍ତି ସେମାନେ କଠିନ ପ୍ରଶ୍ନର ଉତ୍ତର ଅତି ସହଜରେ ଦେଇଦିଅନ୍ତି । କେତେକ ଲୋକମାନେ ପଜଲର ଉତ୍ତର ଦେବାରେ ଖୁସି ହୁଅନ୍ତି । ଆଜିକାଲି ଏମିତି ହିଁ ଏକ ପ୍ରଶ୍ନ ସୋସିୟାଲ ମିଡିୟାରେ ବହୁତ ଜଲ୍ଦି ଭାଇରାଲ ହେଉଛି । ଆପଣଙ୍କୁ କହିଦେଉଛୁ ଯେ ଏହି ପ୍ରଶ୍ନକୁ ବର୍ତ୍ତମାନ କିଛି ଲୋକମାନେ ହିଁ ଉତ୍ତର ଦେଇ ପାରିଛନ୍ତି ।

ଫୋଟରେ ଲୁଚି ଅଛି ଗୋଟିଏ କୁକୁର, ଖୋଜି ପାରିବ ଯଦି ଖୋଜନ୍ତୁ :

କହିବାକୁ ଗଲେ ଏହା ଗୋଟିଏ ଫଟୋ ଅଟେ । ଏବଂ ଏହି ଫୋଟରେ ଗୋଟିଏ କୁକୁର ଲୁଚି ଅଛି, ଯାହାକୁ କେହି ବି ଖୋଜି ପାରୁ ନାହାନ୍ତି । କେତେକ ଲୋକଙ୍କର କେବଳ ଏହି ଫଟୋକୁ ଦେଖି ମୁଣ୍ଡ ବୁଲି ଯାଇଛି । ବୋଧେ ଆପଣ ବି ନିଜର ମୁଣ୍ଡର ବୁଦ୍ଧି ଲଗାଇ ଏହି ଫଟୋରେ ଥିବା କୁକୁରକୁ ଖୋଜି ପାରିବେ । ଆପଣ ଚେଷ୍ଟା କରିବେ ତ ଆପଣଙ୍କୁ କୁକୁର ଦେଖା ଯିବ । ଜଲ୍ଦି ଚେଷ୍ଟା କରନ୍ତୁ ।

ବରଫ ଜାଗାରେ ଏହି ଫଟୋ, କୁକୁର ଲୁଚିଛି ଏହି ଜାଗାରେ :

ଚାଲନ୍ତୁ ଆପଣ ଯଦି ଏହି ଫଟୋରେ ଲୁଚି ଥିବା କୁକୁରକୁ ଖୋଜି ପାରିଲେ ନାହିଁ ତେବେ କିଛି ଅସୁବିଧା ନାହିଁ ଆମେ କହି ଦେଉଛୁ । ଆପଣ ଫଟୋରେ ଦେଖି ପାରିବେ ଏହା ଏକ ବରଫ ଅଞ୍ଚଳ ଅଟେ । ବରଫ ଅଞ୍ଚଳରେ କୁକୁରମାନେ ଜଙ୍ଗଲରେ ରୁହନ୍ତି । ଆପଣ ଫଟୋରେ ଗୋଟିଏ ଗଛ ଦେଖି ପାରିବେ । ଗଛ ପାଖରେ ଥିବା ପଥର ପଛରେ ଗୋଟିଏ କୁକୁର ବସିଛି । ଯଦି ଆପଣ ଧ୍ୟାନର ସହିତ ଦେଖିବେ ତେବେ କୁକୁରର କାନ ଦେଖା ଯାଉଛି । କଣ ଆପଣଙ୍କ ମୁଣ୍ଡ ବି କାମ କଲା ନାହିଁ ନା?

ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ କେମିତି ଲାଗିଲା କମେଣ୍ଟ କରିବେ ଓ କହିବେ ଆପଣ ଫୋଟୋରେ ଲୁଚି ଥିବା କୁକୁରକୁ ଖୋଜି ପାରିଲେ କି ନାହିଁ? ଏହିଭଳି ଅନେକ ମନୋରଞ୍ଜନ ଧର୍ମୀ ଆର୍ଟିକ୍ଲ ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରିବେ।