“ପରିସ୍ଥିତି ମୋତେ ବାଧ୍ୟ କଲା ନହେଲେ ମୁଁ ହାଣିବା ଲୋକ ନୁହେଁ, ମୁଁ ତାକୁ ପୁରା ମୂଳରୁ…” ଏହି ବ୍ୟକ୍ତି ଯାହା କହୁଛନ୍ତି ଶୁଣିଲେ ଆପଣ ବି ଗୋଟାପଣା ଥରିବାକୁ ଲାଗିବେ, ଦେଖନ୍ତୁ ଭିଡିଓ

ସ୍ତ୍ରୀର ମୁଣ୍ଡ କାଆଟିଇବା ପରେ ସେହି କଟା ମୁଣ୍ଡକୁ ଧରି ୧୨ କିମି ଚାଲିଲା ସ୍ଵାମୀ । ଆଉ ଏନେଇ ଯାହାସବୁ କହିଲା ଶୁଣିଲେ ଆପଣଙ୍କ ମୁଣ୍ଡ ଘାବରେଇ ଦେବ । ସେ କହିଛନ୍ତି, “ପରକୀୟା ପ୍ରୀତି ଯୋଗୁଁ ତା ମୁଣ୍ଡ ହାଣିଲି ନହେଲେ ମୁଁ ହାଣିବା ଲୋକ ନୁହେଁ । ମୋତେ ଆଜି ପରିସ୍ଥିତି ବାଧ୍ୟ କରିଛି ଏମିତି କରିବା ପାଇଁ । ଆଜ୍ଞା ମୋର ବାହାଘରକୁ ୨୫ ବର୍ଷ ଆଉ ଦୁଇଟି ପୁଅ ବି ଅଛନ୍ତି । ଗୋଟିଏ ପୁଅ ଆର୍ମିରେ ଅଛି ଏବଂ ଗୋଟିଏ ପୁଅ କମ୍ପାନୀରେ ଚାକିରି କରୁଛି । ହେଲେ ମୋ ସ୍ତ୍ରୀ ଆଉ ଜଣଙ୍କ ସହ ଅନୈତିକ ସମ୍ପର୍କରେ ଲିପ୍ତ ରହିଛି ।

ମୁଁ ମୂଲ ଲାଗିବାକୁ ଗଲାବେଳେ ମୋ ସ୍ତ୍ରୀ ପରପୁରୁଷ ସହ ସବୁ କରୁଛି । ମୁଁ ଦୁଇଥର ତାକୁ ଦେଖିଲି ହେଲେ ତିନିଥର ବେଳକୁ ଆଉ ସମ୍ଭାଳି ପାରିଲିନି । ଭୋର ତିନିଟା ସମୟରେ ତାକୁ ଏକଦମ ସଫା କରିଦେଲି । କଟୁରି ଚୋ-ଟରେ ପୁରା ମୁଣ୍ଡକୁ ଅଲଗା କରିଦେଲି । ଆଉ କଣ କରିଥାନ୍ତା ଆଜ୍ଞା, ସ୍ତ୍ରୀର ପରକୀୟା ପ୍ରୀତି ଔ ମୋ ପୁଅ-ବୋହୂଙ୍କର ଅ-ତ୍ୟା-ଚାର ମୋତେ ଏମିତି କରିବା ପାଇଁ ବାଧ୍ୟ କଲା । ମୁଁ ମୂଲ ଲାଗି ଗୋଟିଏ ପୁଅକୁ ଆର୍ମିରେ ଆଉ ଗୋଟିଏ ପୁଅକୁ କମ୍ପାନୀରେ ଚାକିରି କରେଇଲି ।

ହେଲେ ମୋତେ କଣ ମିଳିଲା ଆଜ୍ଞା ? ମୁଁ ମୂଲ ଲାଗି ରୋଜଗାର କରିବି ହେଲେ ମୋତେ ଗଣ୍ଡେ ଭଲରେ ଖାଇବାକୁ ଦିଆଯିବ ନାହିଁ । ସବୁବେଳେ ଗାଳିଗୁଲଜ ଅ-ତ୍ୟା-ଚାର କେତେ ଆଉ ସହିଥାନ୍ତି । ସବୁରି ମୂଳରେ ମୋ ସ୍ତ୍ରୀ ହିଁ ଥିଲା । ସେଥିପାଇଁ ତାକୁ ପୁରା ମୂଳରୁ ସଫା କରିଦେଲି ।” ନିଜ ସ୍ତ୍ରୀର ମୁଣ୍ଡ ଚ୍ଛେଦନ କରିଥିବା ଜଣେ ସ୍ଵାମୀ ସଫେଇ ଦେଇଛି ।

ଏହି ଜ-ଘ-ନ୍ୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁରେ । ସକାଳୁ ସକାଳୁ ଚନ୍ଦଶେଖରପୁର ଗାଁର ଲୋକମାନେ ଏମିତି କିଛି ଦେଖିଥିଲେ ଯାହା ସମସ୍ତଙ୍କୁ ଭୟଭୀତ କରାଇ ଦେଇଥିଲା । ପିଚୁ ରାସ୍ତା ଉପରେ ପଡି ଚାଲିଥିଲା ଲାଲ ରକ୍ତର ଛିଟା । ରାସ୍ତାରେ ଯିବା ଲୋକ ଏହା ଦେଖି ଅଟକି ଯାଉଥିଲେ ।

ସକାଳୁ ସକାଳୁ ଜଣେ ପିଶାଚ ସ୍ଵାମୀ ଗୋଟିଏ ହାତରେ ନିଜ ସ୍ତ୍ରୀର କ-ଟା-ମୁଣ୍ଡ ଓ ଅନ୍ୟ ହାତରେ ଏକ କ-ଟୁରି ଧରି ରାସ୍ତାରେ ଚାଲିଥିବା ଦେଖିବାକୁ ମିଳିଥିଲା । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି କାନପୁରୀ ମାଝୀ । ସେ ୧୨ କିମି ଚାଲିବା ପରେ ପୋଲିସ କଟା ମୁଣ୍ଡକୁ ଜବତ କରି ତାଙ୍କୁ ଗିରଫ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।