ଦେହ ବ୍ୟବସାୟ ଅପରାଧ ନୁହେଁ ? ପରିବାର ସଦସ୍ୟ ହେଲେ ବି ଭୋଗିବେ 7 ବର୍ଷ କାରାଦଣ୍ଡ ଯଦି ଦେମାନେ….ଦେଖନ୍ତୁ ଏ ନେଇ କଣ କହିଲେ Supreme Court ?

ବନ୍ଧୁଗଣ ବେଏଶ୍ୟାଆ ଶବ୍ଦ ଯେତେବେଳେ ସାମନାକୁ ଆସେ କିଛି ଲୋକେ ଅପମାନ ମନେ କରିଥାନ୍ତି ତ ଆଉ କିଛି ଲଜ୍ୟା ଅନୁଭବ କରିଥାନ୍ତି । କିନ୍ତୁ ଦେଶର ସର୍ବବୋଚ ସର୍ବୋଚ୍ଚ ନ୍ୟାୟଳୟ ଯେତେବେଳେ ବେଏଶ୍ୟାଆ ବୃତ୍ତିକୁ ଏକ ପେସା ବା ବୃତ୍ତି କୁହେ ତେବେ ଏହା ଉପରେ ପ୍ରଶ୍ନ ନିହାତି ଉଠିବ । ଦେହ ବ୍ୟବସାୟ ଅପଅରାଆଧ ନୁହେଁ । ଏହାକୁ ନେଇ କିଛି ଦେଶରେ ଭିନ୍ନ ଭିନ୍ନ ଆଇନ ରହିଛି । ଆଉ କିଛି ଦେଶରେ ଏହା ଆଇନସମତ ଅଟେ ।

ଅଷ୍ଟ୍ରେଲିୟାରେ ଏହା ବେଆଇନ ନୁହେଁ । ଭାରତରେ ମଧ୍ୟ ଦେହ ବ୍ୟବସାୟ ବେଆଇନ ନୁହେଁ କାରଣ ବେଆଇନ ନେଇ କୌଣସି ନ୍ୟାୟ ନାହି । ଦେହ ବ୍ୟବସାୟ ଅପଅରାଆଧ ନୁହେଁ ବୋଲି ବମ୍ବେ ହାଇକୋର୍ଟ ୨୦୨୨୦ରେ ନିଜର ଜଜମେଣ୍ଟରେ କହିଥିଲେ । ଦେହ ବ୍ୟବସାୟର ଗତିବିଧି ବେଆଇନ ଅଟେ । ସେକ୍ସନ ୩ରୁ ୮ ଯାଏଁ ଦଣ୍ଡ ବିଧାନ ରହିଛି ଦେହ ବ୍ୟବସାୟରେ । ସେକ୍ସନ-୩ ହେଉଛି ନିଜ ଘରକୁ ବେଏଶ୍ୟାଆଳୟ କରିବା ଅପଅରାଆଧ ।

ପ୍ରଥମ ଥର ୩ବର୍ଷ ସଶ୍ରମ କାରାଦଣ୍ଡ ଓ ଦିତୀୟ ଧରା ପଡିଲେ ୫ବର୍ଷର କାରାଦଣ୍ଡ ମିଳିବ । ସେକ୍ସନ-୪ ରେ ନଜର ପକାଇଲେ ଅନ୍ୟକୁ ଦେହ ବ୍ୟାପାରରେ ଲଗାଇ ରୋଜଗାର କରିବା ବେଇଆନ । ଏମିତିକି ପରିବାରର ସଦସ୍ଯ ହେଲେ ମଧ୍ୟ ଦଣ୍ଡ ପାଇବେ ।

୨ବର୍ଷର କାରାଦଣ୍ଡ ସହ ୨ହଜାର ଟଙ୍କାର ଜୋରିମାନା ରହିଛି ଅନ୍ୟକୁ ବେପାରରେ ଲାଗଇଲେ । ସେକ୍ସନ-୫ରେ ଦୋଷୀର ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ଦେହ ବ୍ୟବସାୟ ପାଇଁ ଯୁବତୀ ଚାଲାଣ ଅପଅରାଆଧ । ଏହି କ୍ଷେତ୍ରରେ ୭ବର୍ଷ କାରାଦଣ୍ଡ ଓ ୩ହଜାର ଟଙ୍କାର ଜୋରିମାନା ରହିଛି । ବେଏଶ୍ୟାଆଳୟରେ ରହିବାକୁ ବାଧ୍ୟ  କରିବା ଅପଅରାଆଧ ଏ ନେଇ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ସର୍ବସାଧାରଣ ସ୍ଥାନାରେ ବେଏଶ୍ୟାଆବୃତ୍ତି ଅପଅରାଆଧ ଅଟେ । ମନ୍ଦିର, ଶିକ୍ଷାନୁଷ୍ଠାନ, ଡାକ୍ତଖାନାରେ ଏହି ବୃତ୍ତି କରାଯାଇ ପାରିବ ନାହି ।

ଏଭଳି ହେଲେ ୩ରୁ ୬ମାସ କାରାଦଣ୍ଡ ସହ ୧୦୦୦ ଟଙ୍କା ଜୋରିମାନା ରହିଛି । ବେଏଶ୍ୟାଆଳୟ ସମୁଖରେ ସାଧାରଣ ଲୋକେ ଯାଉଥିବା ବେଳେ ବେଏଶ୍ୟାଆଳୟର କୌଣସି ଲୋକ ତାଙ୍କୁ ହଇରାଣ କରିଲେ ୬ମାସ ଯାଏଁ କାରାଦଣ୍ଡ ଓ ୩ହଜାର ଟଙ୍କା ଜୋରିମାନା ରହିଛି । ବିଶ୍ଵର ସବୁଠାରୁ ପୁରୁଣା ବୃତ୍ତି ଏହୁଛି ଦେହ ବ୍ୟବସାୟ । ଦୀର୍ଘ ୫ହଜାର ବର୍ଷ ପୂର୍ବରୁ ଏହା ବ୍ୟବସାୟ କଥା ରହିଛି । କୁହାଯାଏ ଗ୍ରୀସ ଇତିହାସରୁ ଏହି ଶବ୍ଦ ଆସିଛି । ରୋମ ସଂସ୍କୃତିରେ ବେଏଶ୍ୟାଆବୃତ୍ତି ଆଇନସମତ ଥିଲା ଯାହାକୁ ଲଜ୍ୟାଜନକ ବୃତ୍ତି କୁହାଯାଉ ନ ଥିଲା ।

ଭାରତରେ ମୋଗଲମାନଙ୍କ ସମୟରେ ତବାଏଫ ରଖିଥିଲେ ଯେଉମାନେ ନାଚ, ଗୀତ କରି ଦେହ ବ୍ୟବସାୟ କରୁଥିଲେ । ଇତିଆହାସରେ ମୋଗଲାମାନେ ଦେବଦାସୀଙ୍କୁ ବେଏଶ୍ୟାଆଳୟକୁ ଟାଣି ଆଣୁଥିବାର କୁହାଯାଇଛି । ବ୍ରିଟିଶ ସରାକର ସେମାନଙ୍କ ଉପରେ ଅତ୍ୟାଚାର କରିବା ସହ କ୍ରୀତଦାସ ଭାବେ ରଖୁଥିଲେ ।

ଆଜି ସୁପ୍ରିମକୋର୍ଟର ସମ୍ବିଧାନର ଧାରା ୧୪୨ ଆଧାରରେ ୩ ଜଣାଇ ଖଣ୍ଡପିଠ ବେଏଶ୍ୟାଆବୃତ୍ତିକୁ ନେଇ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ଅନୁଯାୟୀ ଯୌନକର୍ମୀଙ୍କୁ ନିର୍ଯ୍ୟାତନା ଦିଆଯିବ ନାହି ଓ ତାଙ୍କ ପିଲାଙ୍କୁ ତାଙ୍କ ଠାରୁ ଅଲଗା କରାଯିବା ନାହି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।