ବିବାହ ହେଉଛି ଏମିତି ଏକ ବନ୍ଧନ ଯାହା ପ୍ରତେକ ମଣିଷଙ୍କ ଜୀବନରେ ଆସିଥାଏ । ପ୍ରତେକ ପୁଅ ଝିଅ ବିବାହକୁ ନେଇ ଅନେକ ସ୍ଵପ୍ନ ଦେଖିଥାନ୍ତି । ଯିଏ ସଚ୍ଚା ପ୍ରେମ କରିଥାନ୍ତି ସେମାନେ ନିଜ ସାଥିଙ୍କୁ ପାଇବା ପାଇଁ କିଛି ବି କରିଥାନ୍ତି । ଅନେକ ଲୋକଙ୍କୁ ସଚ୍ଚା ପ୍ରେମ ମିଳିଥାଏ କିନ୍ତୁ ଆଉ କିଛି ଲୋକଙ୍କୁ ମିଳିପାରେ ନାହି ।
ଆରେଞ୍ଜ ମ୍ୟାରେଜରେ ଜୀବନ ସାଥିର ସନ୍ଧାନ ପରିବାର ଲୋକେ କରିଥାନ୍ତି । କିନ୍ତୁ ଏମିତି କିଛି ଯୋଡି ଅଛି ଯାହାକୁ ଭଗବାନ ଉପରୁ ତିଆରି କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୩ଟି ନାମର ଯୋଡ଼ିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପରସ୍ପର ପାଇଁ ହୋଇଥାନ୍ତି ।

୧- D ଓ B ନାମର ଯୋଡି : ଯେଉଁ ବ୍ଯକ୍ତିର ନାମ ଏହି ଦୁଇ ଅକ୍ଷରରୁ ଆରମ୍ଭ ହୋଇଥାଏ କୁହାଯାଏ କି ଏମାନଙ୍କୁ ପ୍ରେମରେ ଅପାର ସଫଳତା ମିଳିଥାଏ । ଏମାନେ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରତି ଦିନ ଜଳ ଚଢାଇଥାନ୍ତି ତେବେ ମହାଦେବଙ୍କ କୃପା ଲାଭ ହୋଇଥାଏ । ଏହି କାରଣରୁ ଏହି ଦୁଇ ନାମର ଯୋଡିଙ୍କୁ ଏମାନଙ୍କର ସଚ୍ଚା ପ୍ରେମ ମଧ୍ୟ ମିଳିଥାଏ । ଏହି ଦୁଇ ନାମର ଯୋଡି ନିଜ ଦାଂପତ୍ଯ ଜୀବନରେ ବେଶ ହସ ଖୁସିରେ ବିତାଇବା ସହ ପରସ୍ପର ସାଥ ପ୍ରତେକ ସ୍ଥିତି ରେ ଦେଇଥାନ୍ତି । ଏମାନେ ପରସ୍ପରର ଖୁସି ପାଇଁ କିଛି ବି କରିବାକୁ ସର୍ବଦା ପ୍ରସ୍ତୁତ ରହିଥାନ୍ତି ।
୨- K ଓ L ନାମ ଯୋଡି : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଦୁଇ ଅକ୍ଷର ରୁ ଆରମ୍ଭ ହୋଇଥାଏ କୁହାଯାଏ କି ଏମାନଙ୍କ ଉପରେ ଭଗବାନ ରାଧାକୃଷ୍ଣ ଙ୍କ କୃପା ଲାଭ ହୋଇଥାଏ । ଏମାନଙ୍କର ଯୋଡି ଇଶ୍ଵର ସ୍ଵର୍ଗ ରୁ ହିଁ ତିଆରି କରିଥାନ୍ତି । ଏମିତି ବି କୁହାଯାଏ କି ଏହି ଦୁଇ ନାମର ବ୍ୟକ୍ତି ଅଧିକାଂଶ ପ୍ରେମ ବିବାହ ହିଁ କରିଥାନ୍ତି । ଏମାନେ ପରସ୍ପର କୁ କେବ ବି ଧୋକା ଦିଅନ୍ତି ନାହି । ଏମାନଙ୍କ ଜୀବନରେ ଯେତେ ଦୁଖ କଷ୍ଟ ଆସିଲେ ମଧ୍ୟ ଏମାନେ ପରସ୍ପର ର ସାଥ କେବେ ବି ଛାଡନ୍ତି ନାହି ।

୩- P ଓ S ନାମର ଯୋଡି : ଯେଉଁ ବ୍ୟକ୍ତି ଙ୍କ ନାମ ଏହି ଦୁଇ ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନଙ୍କ ବିଷୟରେ ଏମିତି କୁହାଯାଏ କି ଯେବେ ଏମାନେ ପରସ୍ପର ର ପ୍ରେମରେ ପଡିଥାନ୍ତି ତେବେ ଏମାନଙ୍କୁ ନିଶ୍ଚିନ୍ତ ଭାବେ ସଫଳତା ମିଳିଥାଏ । ଏହା ସହ ଏମାନେ ନିଜ ସାଥିଙ୍କର ବହୁତ ଭଲ ଭାବେ କେୟାର ନେଇଥାନ୍ତି । ଏମାନେ ଦୁହେଁ ଆଖି ବନ୍ଦ କରି ପରସ୍ପର ଉପରେ ଭରସା କରିଥାନ୍ତି । ସବୁଠାରୁ ଖାସ କଥା ହେଉଛି ଏମାନେ ଜୀବନରେ କେବେ ବି ପରସ୍ପର ସାଥ ଛାଡନ୍ତି ନାହି । ଏମାନଙ୍କୁ ଦେଖିଲେ ମନେ ହୁଏ ଏହି ଦୁଇ ଯୋଡି ସ୍ଵର୍ଗ ରୁ ତିଆରି ହୋଇ ଆସିଛି ।

ତେବେ ଏହା ଥିଲା ସେହି ୩ଟି ନାମର ଯୋଡି ମାନଙ୍କ ବିଷୟରେ ଯେଉଁ ମାନେ ପରସ୍ପର ପାଇଁ ହିଁ ବନିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।