ପାଣିରେ ବୁଡି ଯାଉଥିଲା ଝିଅଟି, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ।  ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଘ-ଟି-ବା-ରେ ଲାଗିଛି । କିଛି ଘ-ଟ-ଣା ନିଜର ଭୁଲ ବଶତ ହେଉଛି ତ ଆଉ କିଛି ଘ-ଟ-ଣା ଅଜାଣତରେ ହେଉଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘ-ଟ-ଣା ସ-ମ୍ବ-ନ୍ଧ-ରେ ନେଇ ଆସିଛୁ ଯେଉଁଥିରେ ଗୋଟେ ଝିଅ ପାଣିରେ ବୁଡିଯିବା ସମୟରେ ତାକୁ ବଞ୍ଚାଇବା ପାଇଁ କଣ ସବୁ ଘ-ଟି-ଥି-ଲା । ତେବେ ଆସନ୍ତୁ ଜାଣିବା ପୁରା ଘ-ଟ-ଣା କଣ ରହିଛି । ଏହି ଭିଡିଓରେ ଦେଖା ଯାଉଛି ଯେ ଗୋଟେ ଝିଅ ତାର ଅଜାଣତରେ ପାଣିରେ ବୁଡି ଯାଉଛି । ଝିଅଟି ନିଜକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ପାଣିରୁ ବାହାରି ପାରୁ ନାହି ।

ଏହା ପରେ ଯାହା ଘ-ଟି-ଲା ତାହା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଝିଅଟିକୁ ପାଣିରୁ ବଞ୍ଚାଇବା ପାଇଁ ଜଣକ ପରେ ଜଣେ ପାଣିକୁ ଡେଇଁ  ପଡିଥିଲେ ।ଏହାର ଅର୍ଥ ହେଉଛି ସେହି ବୁଡି ଯାଉଥିବା ଝିଅକୁ ପାଣିରେ ବଞ୍ଚାଇବା ପାଇଁ ଜଣେ ନୁହେଁ ବରଂ ଦୁଇ ତିନି ଜଣ ଯୁବକ ପାଣିକୁ ଦେଇ ପଡିଥିଲେ । ସେହି ଯୁବକ ମାନେ ଝିଅଟିକୁ ପାଣିରୁ ବଞ୍ଚାଇବାରେ ସଫଳ ହୋଇଥିଲେ । ସୁରକ୍ଷିତ ଭାବେ ଝିଅଟି ପାଣିରୁ ବାହାରକୁ ଆସିବାରେ ସେହି ଯୁବକ ମାନେ ସାହାଜ୍ଯ କରିଥିଲେ । ଯାହା ଫଳରେ ସେହି ଝିଅର ଜୀବନ ରକ୍ଷା ହୋଇ ପାରିଲା ।

ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ଦୁନିଆରେ ଏମିତି ବି ମଣିଷ ଅଛନ୍ତି ଯିଏ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ରକ୍ଷା କରିବା ପାଇଁ ସାହାଜ୍ଯର ହାତ ବଢାଇଥାନ୍ତି । ଅନ୍ୟ ଦ୍ରୁଷ୍ଟିରୁ ଦେଖିବାକୁ ଗଲେ ଯଦି ପାଣିରେ ଝିଅଟି ନ ବୁଡି କୌଣସି ଗୋଟେ ପୁଅ ପଡି ଯାଇଥାନ୍ତା ତେବେ ତାକୁ ବଞ୍ଚାଇବା ପାଇଁ କେହି ବି ପାଣିରେ ଡେଇଁ ନ ଥାନ୍ତେ ।

ଗୋଟେ ଝିଅର ଜୀବନ ରକ୍ଷା କରିବା ପାଇଁ ଏହି ଭିଡିଓରେ ଗୋଟେ ନୁହେଁ ବରଂ ଦୁଇରୁ ତିନି ଜଣ ଯୁବକ ଯାଇଥିଲେ ମଧ୍ୟ ସେହି ଘ-ଟ-ଣା ଟି ଯଦି ଗୋଟେ ପୁଅ ସହ ହୋଇଥାନ୍ତା ତେବେ ଗୋଟେ ମଣିଷ କେବେ ବି ଏପରି ପଦକ୍ଷେପ ନେଇ ନ ଥାନ୍ତା । ଏପରି ପଦକ୍ଷେପ ନେବା ପାଇଁ ଗୋଟେ ମଣିଷ ଅନେକ ଥର ଚିନ୍ତା କରିଥାନ୍ତା ।

ବନ୍ଧୁଗଣ ଏହି ଘ-ଟ-ଣା କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।