ସାମ୍ମନାକୁ ଆସିଲା ବଡ ସତ, ପାଣି ଭିତରେ ବୁଡି ମରିନାହାନ୍ତି 5 କୋଟିପତି, ତାଙ୍କ ସହ ଘଟିଯାଇଛି ଏମିତି କିଛି

ମିଳିଲା ସତ ଯେ ବୁଡି ନାହିଁ ଟାଇଟନ । ଏହା ସହ ଏମିତି କିଛି ହୋଇଛି । ହଁ ଦର୍ଶକ ବନ୍ଧୁ ସୂଚନା ଅନୁଯାୟୀ 12,500 ଫୁଟ ତଳେ ଟାଇଟନ ବୁଡାଜାହାଜ କୁ ନେଇ ଆସିଛି ବଡ ସତ । ଏଥିପାଇଁ ହୋଇଛି 5 କୋଟିପତି ଙ୍କ ମୃତ୍ୟୁ । ଟାଇଟନ ଜାହାଜ ପାଣି ଭିତରେ ବୁଡି ନ ଥିଲା । ଆଉ ମୃତ୍ୟୁ ର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଭାବିବେ ଏମିତି କେମିତି ହୋଇପାରେ ? ତେବେ ଅସମ୍ଭବ ଲାଗୁଥିବା କଥା ଟି ଆଜି ସତ ପ୍ରମାଣିତ ହୋଇଛି ।

ଆଉ ଏହି ସତ ଟି ହେଉଛି ଟାଇଟନ ଜାହାଜ ପାଣି ରେ ବୁଡି ନାହିଁ କିମ୍ବା ବୁଡାଜାହାଜ ଭିତରେ ଅକ୍ସିଜେନ ର ମାତ୍ରା କମ ହୋଇ ପର୍ଯ୍ୟଟକ ଙ୍କ ମୃତ୍ୟୁ ହୋଇ ନାହିଁ । ଖବର ମୁତାବକ ଗମ୍ଭୀର ଜଳ ଭିତରେ ଭୀଷଣ ବିସ୍ଫୋରଣ ହୋଇଛି ଟାଇଟନ ବୁଡାଜାହାଜ ର । ଆଉ ଯେଉଁଥି ପାଇଁ 5 ଜଣ ଯାତ୍ରୀ ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଦୁର୍ଘଟଣା ଘଟିବା ପରେ ଉଦ୍ଧାର କାର୍ଯ୍ୟ ରେ ଲାଗିଥିବା ରୋବୋ ଅପରେଟିଙ୍ଗ ଭେଇକିଲ କୁ ଟାଇଟନ ବୁଡାଜାହାଜର ଭଗ୍ନାବଶେଷ ଟାଇଟେନିକ ଜାହାଜ ଠାରୁ 1600 ଫୁଟ ଦୂରତା ରେ ମିଳିଥିଲା ।

ଯେଉଁଥି ରେ ବୁଡାଜାହଜର କ୍ରୋନ ଓ ପ୍ରେସର କମାଉ ଥିବା 2ଟି ସେକ୍ସନ ମିଳିଛି । ଯାହା ପାଇଁ ଗଭୀର ସମୁଦ୍ର ଭିତରେ ଟାଇଟନ ଜାହାଜ ର ବିସ୍ଫୋରଣ ହୋଇଛି ବୋଲି ଅନୁମାନ କରା ଯାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ବିସ୍ଫୋରଣ କେମିତି ହୋଇପାରେ । ଯଦି ବୁଡାଜାହାଜ ରେ ଚାପ କମାଇବା ପାଇଁ ଲାଗିଥିବା କୌଣସି ଗୋଟେ ଅଂସ ଖରାପ ହୋଇଯାଏ ତେବେ ବୁଡାଜାହଜ ଭିତରେ ପଣି ପଶିବା ଆରମ୍ଭ ହୁଏ ।

ଫଳରେ ବୁଡାଜାହଜ ଭିତରେ ପ୍ରବଳ ମାତ୍ରା ରେ ଚାପ ସୃଷ୍ଟି ହୋଇଥାଏ । ଜାହ ପାଇଁ ବୁଡାଜାହଜ ପ୍ରେସର ସମ୍ଭାଳି ନ ପାରି ଜୋର ରେ ବିସ୍ଫୋରଣ ହୁଏ । ଆଉ ଟାଇଟନ କ୍ଷେତ୍ରରେ ମଧ୍ୟ ଏମିତି କିଛି ଅନୁମାନ କରା ଯାଉଛି । ସୂଚନା ଅନୁଯାୟୀ 5 ଜଣଙ୍କର ମୃତ ଦେହ ମିଳିବା ଅସମ୍ଭବ । କାରଣ ଏହା ସମୁଦ୍ର ର ଏତେ ଗଭୀରତା ରେ ରହିଛି ଯେ ଯେଉଁଥି କି ମଣିଷ ଯିବା ଦୂରର କଥା କୌଣସି ସର୍ଚ୍ଚ ଅପରେସନ ଚଳାଇବା ବେଶ ଚ୍ୟାଲେଞ୍ଜ ପୂର୍ଣ୍ଣ ହେବ ।

ଯଦି ଦେଖିବା ଯାତ୍ରା ଆରମ୍ଭ କରିବାର 1 ଘଣ୍ଟା 45 ମିନିଟ ପରେ ଟାଇଟନ ବୁଡାଜାହାଜ ନିଖୋଜ ହୋଇ ଯାଇଥିଲା । ଆଉ ତା ପରେ ଘଟି ଯାଇଛି କିଛି ଏମିତି ଅଘଟଣ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।