ଏହି 5 ଟି ଜିନିଷ ଖାଇ ନିଅନ୍ତୁ, ବଢି ଯାଇଥିବା Cholestrol, ନର୍ଭ ବ୍ଲକେଜ ଠିକ ହୋଇଯିବ- Health Tips

କୋଲେଷ୍ଟର ଏକ ପ୍ରକାର ଫ୍ୟାଟ ଯେଉଁ ତିରେ ଆମର ଲିଭର ତିଆରି ହୋଇଛି । ଆପଣମାନେ ଜାଣି ଥିବେ କି ଲିଭର ସହ ଏହା ଆମ ପ୍ରୋଟିନ ସହ ମିସିକି ଇପ୍ରୋଟିନ ତିଆରି କରିଥାଏ । ଆମ ଶରୀର ରେ ଦୁଇ ପ୍ରକାର କୋଲେଷ୍ଟର ଥାଏ ପ୍ରଥମ ହେଉଛି LDL ଆଉ ଏକ ହେଉଛି HDL । ଏହା ମଧ୍ୟ ରୁ  HDL ସବୁ ଠାରୁ ଭଲ କୋଲେଷ୍ଟର ହୋଇଥାଏ । HDL ଭଲ ଫ୍ୟାଟ ଅଟେ ଯାହା ଆମ ଶରୀର ପାଇଁ ଏହା ବ୍ଲଡ଼ ରେ ଥିବା ଖରାପ ଫ୍ୟାଟ କୁ ବାହାରକୁ ବାହାର କରି ଦେଇଥାଏ ।

ଏହା ସହ ଏହା ଆମ ରକ୍ତ ସଫା କରିବାରେ ମଧ୍ୟ ସାହାଜ୍ଯ କରିଥାଏ । ଆପଣମାନେ ଏହା ଜାଣି ପାରିବେ କି ଏହା ଯଦି ଖରାପ କିମ୍ବା LDL ଫ୍ୟାଟ ହୁଏ ତେବେ ଏହା ଆମ ରକ୍ତ ପ୍ରବାହ  କୁ ଅଟକାଇ ଦେଇ ଥାଏ । ଏହାର କାରଣ ହେଉଛି ଏହା ବହୁତ ଗାଢା ଓ ଚିପ ଚିପା ହୋଇଥାଏ । ଏହାକୁ ଜାଣିବା ପାଇଁ ଲିପିଡ଼ ଟେଷ୍ଟ କରାଯାଇ ଥାଏ । ଯଦି ଏକ ସୁସ୍ଥ ଶରୀର କଥା କହିବା  ତ HDL 200 mgl ଡ଼ିଏଲ ରୁ କମ ହେବା କଥା ଆଉ HDL 60 mgl DL ରୁ କମ ରହିବା କଥା ।

ଆଜି ଆମେ ଏହି ଭଳି 5 ଟି ତାରିକା କହିବା ଯାହା ଦ୍ଵାରା ଆମ ଶରୀର ରେ ଆମ କୋଲେଷ୍ଟର ଅଧିକ ହୋଇ ଯାଇ ଥିଲେ। ଏକ ଉପାୟ ମାଧ୍ୟମରେ ଆମେ ଶରୀରରୁ ଏହାକୁ ଅଲଗା କରି ପାରିବା ପ୍ରଥମେ ଏହାର ସହଧାରଣ ଲକ୍ଷଣ କହିବା ଯାହା ଦ୍ଵାରା ଆମେ ଜାଣି ପାରିବ ଆକି ଆମ ଶରୀର ରେ କୋଲେଷ୍ଟର ଅଧିକ ହୋଇ ଯାଇଛି ।

ଆମ ଶରୀର ରେ  ଠିକ ସେ ରକ୍ତ ସଞ୍ଚାଳନ ହୋଇ ପାରି ନଥାଏ । ଆପଣଙ୍କୁ ଯଦି ଲାଗୁଛି କି ଆପଣଙ୍କ ଶରୀର ରେ ଆପଣଙ୍କ ପେଟ ବଢି ଯାଇଛି । ଆପଣଙ୍କ ହାର୍ଟ ଯଦି ଅଧିକ ବିଟ ହେଉଛି ତ ଆପଣ ନିଶ୍ଚିତ ଭାବେ ଏହାକୁ କମ କରିବା ପାଇ ଚେଷ୍ଟା କରନ୍ତୁ । ମେଥି ଦାନା ପ୍ରଥମ ଉପାୟ ଏହା ଆମ ଶରୀର ରେ ଥିବା ଖରାପ ଫ୍ୟାଟ କୁ କମ କରିଥାଏ । ଧନିଆ ର ଦାନା ଦ୍ଵିତୀୟ ଜିନିଷ ଆପଣ ଏହାକୁ କୁଠିକି ଏହାର ପାଉଡର କୁ ଆପଣ ଖାଇ ପାରିବେ ।

ଆପଣ ଏହାକୁ ଖାଇଲେ ଆପଣଙ୍କ ୟୁରିନ ଇନଫେକସନ ଭି କମ ହୋଇ ଯାଇଥାଏ । ଆପଣ ଏହାକୁ ଚା କରି ପିକି ପାରିବେ । ଏହା ପରେ ଅଳଶି ଆପଣ ଏହାକୁ ନ୍ନିଶ୍ଚିତ ଭାବେ ସେବନ କରନ୍ତୁ ଆପଣ ଏହାକୁ ମିଶ୍ରି ସହ ମଧ୍ୟ ଖାଇ ପାରିବେ । ଏହା ଅପରେ ନାମ ଆସେ ଗ୍ରୀନ ଟି ଏହା ଆପଣଙ୍କ LDL କୁ କମ କରିଥାଏ ଓ HDL କୁ ବଢାଇ ଥାଏ । ଏହା ଆମ ହାର୍ଟ କୁ ଭଲ ରଖୀ ଥାଏ । । ଆପଣ ରସୁଣ ମଧ୍ୟ ଖାଇ ପାରିବେ ଏଥିରେ ଏଲିସିନ ଥାଏ । ଅତିବିୟୋତିକ ପ୍ରପରଟି ମଧ୍ୟ ଅଛି । ଆପଣ ଯଦି ଏହାକୁ କଞ୍ଚା ଖାଇବେ ଏହା ଆପଣଙ୍କୁ ନିଶ୍ଚିତ ଭାବେ ଭଲ ହୋଇ ପାରିବ ।