ଝିଅମାନଙ୍କୁ ଅଧିକ ପସନ୍ଦ ଆସନ୍ତି ଏହି 5ଟି ନାମ ଥିବା ପୁଅ- Jyotisha Shastra

ପ୍ରତେକ ମଣିଷ ଜୀବନରେ କେହି ନା କେହି ଜୀବନ ସାଥି ହୋଇ ଆସିଥାଏ । କେହି ନିଜ ଜୀବନ ସାଥି ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥାଏ ତ ଆଉ କେହି ନିଜ ଜୀବନ ସାଥୀକୁ ନିଜ ଜୀବନ ଠାରୁ ବି ଅଧକ ଭଲ ପାଇଥାଏ । ଗୋଟେ ଝିଅ ଜୀବନରେ ଗୋଟେ ପୁଅର ଆଗମନ ହେବା ବହୁତ ବଡ କଥା ହୋଇଥାଏ । ଗୋଟେ ଝିଅ ନିଜ ଜୀବନ ସାଥି ଭାବେ ଏମିତି ଏକ ମଣିଷର ଅପେକ୍ଷାରେ ଥାଏ ଯିଏ ତାକୁ ଦୁନିଆର ସବୁ ଖୁସି ଦେଇ ପାରିବ ।

ତାର ଯତ୍ନ ନେବା ସହ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ସମାନ ଦେଉଥିବ । ଗୋଟେ ଏମିତି ଏକ ପୁଅ ଖୋଜୁଥାଏ ଯିଏ ଦୁନିଆର ସମସ୍ତଙ୍କ ଠାରୁ ଅଲଗା ହୋଇଥିବ । ଆଜି ଆମେ ଆପଣ ମାନଙ୍କୁ ଏମତି କିଛି ପୁଅଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଝିଅମାନେ ବହୁତ ପସନ୍ଦ କରିଥାନ୍ତି ।

୧- A” ନାମର ପୁଅମାନେ : ଏହି ନାମର ପୁଅମାନେ ଭାବନା ପ୍ରତି ବହୁତ ଉଦାର ହୋଇଥାନ୍ତି । ନିଜ ସାଥିଙ୍କ ପ୍ରତି ବହୁତ ଭଲ ପାଇବା ରଖିଥାନ୍ତି । ଏହି ପୁଅମାନେ ନିଜ ସାଥିଙ୍କ ପ୍ରତି ବିଶ୍ଵାସୀ, କେୟାରିଙ୍ଗ ହୋଇଥାନ୍ତି । ନିଜ ସାଥୀଙ୍କର ଭାବନାକୁ ବହୁତ ଭଲ ଭାବେ ଜାଣନ୍ତି ଓ ସେମାନଙ୍କ ଇଛାକୁ ପୁରା କରିବାକୁ ଚେଷ୍ଟା କରନ୍ତି । ସେଥି ପାଇଁ ଝିଅମାନେ ଏହି ସ୍ଵଭାବ ଥିବା ପୁଅଙ୍କୁ ବହୁତ ପସନ୍ଦ କରିଥାନ୍ତି ।

୨- “H” ନାମର ପୁଅମାନେ : ଏହି ନାମର ପୁଅମାନେ ବହୁ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ସାଥୀଙ୍କୁ ବହୁତ ସମାନ ଦେଇଥାନ୍ତି । ନିଜ ସାଥିଙ୍କର ସବୁ ଇଚ୍ଛାକୁ ପୁରା କରିବାକୁ ଏହି ପୁଅମାନେ ନିଜର ଜାଣ ଲଗେଇଦିଅନ୍ତି । ସେଥି ପାଇଁ ଝିଅମାନେ ଏହି ସ୍ଵଭାବ ଥିବା ପୁଅଙ୍କୁ ବହୁତ ପସନ୍ଦ କରିଥାନ୍ତି ।

୩-“K” ନାମର ପୁଅମାନେ : ଏହି ନାମର ପୁଅମାନେ ସମସ୍ତ କାମକୁ ଶାନ୍ତିପୂର୍ଣ୍ଣ ଭାବେ ହ୍ୟାଣ୍ଡେଲ କରିଥାନ୍ତି । ନିଜ ସାଥିଙ୍କର ଯତ୍ନ ନେବା ସହ ସେମାନଙ୍କର ସାଥ ମଧ୍ୟ ଦେଇଥାନ୍ତି । ଏହି ନାମର ପୁଅମାନେ ଝିଅମାନଙ୍କୁ ସମାନ ଦେବା ଜାଣିଥାନ୍ତି । ସେଥି ପାଇଁ ଝିଅମାନେ ଏହି ସ୍ଵଭାବ ଥିବା ପୁଅଙ୍କୁ ବହୁତ ପସନ୍ଦ କରିଥାନ୍ତି ।

୪- “N”ନାମର ପୁଅମାନେ : ଏହି ନାମର ପୁଅମାନେ ହୃଦୟରୁ ବହୁତ ସଚୋଟତା ହୋଇଥାନ୍ତି । ନିଜ ସାଥିଙ୍କ ଧ୍ୟାନ ରଖିବା ସହ ସେମାନଙ୍କର ଇଚ୍ଛାକୁ ପୁରା କରିବା ପାଇଁ ସେ ନିଜର ବେଷ୍ଟ ଦେଇଥାନ୍ତି । ଏହି ସ୍ଵଭାବର ପୁଅମାନେ ନିଜ ସାଥୀକୁ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି । ସେଥି ପାଇଁ ଝିଅମାନେ ଏହି ସ୍ଵଭାବ ଥିବା ପୁଅଙ୍କୁ ବହୁତ ପସନ୍ଦ କରିଥାନ୍ତି ।

୫- “S” ନାମର ପୁଅମାନେ : ଏହି ନାମର ପୁଅମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ପ୍ରତେକ କାମକୁ ସେମାନେ ଭାବି ଚିନ୍ତି କରିଥାନ୍ତି । ଏମାନଙ୍କ ହୃଦୟ ସଫା ହୋଇଥିବାରୁ ଏମାନେ କାହାର ମନ ଦୁଖ କରନ୍ତି ନାହି । ବିଶେଷ କରି ଏମାନେ ନିଜ ସାଥିଙ୍କର ଧ୍ୟାନ ରଖିବା ସହ ତାଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏହି ନାମର ପୁଅମାନେ ଥରେ ଗୋଟେ ଝିଅର ହାତ ଧରିଲେ ଜୀବନ ସାରା ସମ୍ପର୍କ ନିଭାଇଥାନ୍ତି । ସେଥି ପାଇଁ ଝିଅମାନେ ଏହି ସ୍ଵଭାବ ଥିବା ପୁଅଙ୍କୁ ବହୁତ ପସନ୍ଦ କରିଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।