ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ମିଳିପାରେ ଫାଶୀ ଦଣ୍ଡାଦେଶ ! ସୀମାଙ୍କ ନାମରେ ଆସିଲା କିଛି ଏଭଳି ସଙ୍ଗୀନ ଅଭିଯୋଗ !

ସୀମା ହାଇଦରକୁ ମିଳିବ କି ଫାଶୀ ଦଣ୍ଡ ! କାରଣ ସୀମାଙ୍କ ନାମରେ ଆସୁଛି ଗୋଟିଏ ପରେ ଗୋଟିଏ ସଙ୍ଗୀନ ମାମଲା ! ତେବେ ଗତ କିଛି ମାସ ତଳେ ବହୁ ଚର୍ଚିତ ଖବର ପାଲଟିଥିଲା ପାକିସ୍ତାନୀ ମହିଳା ସୀମା ହାଇଦର । ଯାହାଙ୍କୁ ନେଇ ସବୁଆଡେ ଚର୍ଚା ଜୋର ଧରିଥିଲା । ହେଲେ ପାକିସ୍ତାନରୁ ଆସିଥିବା ସୀମାଙ୍କ ନାମରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ଯାହାକୁ ଦ୍ରୁଷ୍ଟିରେ ରଖି ଆଇନଗତ ସୀମାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚର୍ଚା ହେବାରେ ଲାଗିଛି ।

ତେବେ ଭାରତର ପୁଅ ସଚିନଙ୍କ ପ୍ରେମରେ ପାଗଳ ହୋଇ 4 ପିଲାକୁ ଧରି ପାକିସ୍ତାନ ଛାଡି ଆସି ଭାରତ ଚାଲି ଆସିଲେ ସୀମା । ଭାରତ ଆସିବା ପରେ ଆଉ କେବେବି ପାକିସ୍ତାନକୁ ଫେରିବେ ନାହିନ ବୋଲି ମଧ୍ୟ ସମସ୍ତଙ୍କୁ ଜଣାଇ ଦେଲେ । ଏପରିକି ନିଜର ପ୍ରେମ ପାଇଁ ନିଜର ତଥା ନିଜ ପିଲା ମାନଙ୍କର ଧର୍ମକୁ ମଧ୍ୟ ବଦାଲାଇ ଦେଲେ ସୀମା । ହେଲେ ଏତେ ଦିନ ଭାରତରେ ରହିବା ପରେ ମଧ୍ୟ ସୀମାଙ୍କୁ ନେଇ ମାମଲା ଥମିବାରେ ଲାଗୁନି ।

କାରଣ ସାଉଦିରେ ଥିବା ସୀମାଙ୍କ ସ୍ଵାମୀ ସୀମାଙ୍କୁ କୌଣସି ନ କୌଣସି ପ୍ରକାର ଆକ୍ରୋଶ କରିବାରେ ଲାଗି ପଡିଛନ୍ତି । ଗଣ ମାଧ୍ୟମର ଜରିଆରେ ହେଉ ଅବା ନିଜସ୍ଵ ଭିଡିଓ ମାଧ୍ୟମରେ ହେଉ । ସୀମା ଓ ତାଙ୍କର ୪ ପିଲାଙ୍କୁ ପାକିସ୍ଥାନ ଫେରିଆସିବା ପାଇଁ ମଧ୍ୟ କହୁଛନ୍ତି । ଯଦି ସୀମା ସେଭଳି କିଛି ନକରନ୍ତି । ତେବେ ସୀମା ହାଇଦରଙ୍କ ନାମରେ ସେ ଆଇନ ଆଶ୍ରୟ ନେବେ ବୋଲି ମଧ୍ୟ କହିଛନ୍ତି ।

ଯେଉଁ କାରଣରୁ ସୀମାଙ୍କ ପାକିସ୍ତାନୀ ସ୍ଵାମୀ ଆଇନ ଦ୍ଵାରା ଓକିଲଙ୍କର ସାହାଜ୍ଯରେ କେଶ ଲଢିବେ । ଏଥିସହ ସୀମାଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନେବା ପାଇଁ ମଧ୍ୟ ଓକିଲଙ୍କୁ କହିବେ । ତେବେ ସତରେ କ’ ଣ ସୀମାଙ୍କ ପାଇଁ ଫାଶୀ ଦଣ୍ଡାଦେଶର ନିର୍ଦ୍ଧେଶ ମିଳିବ ?

ଯାହାକୁ ନେଇ ପାକିସ୍ତାନୀ ମହିଳା ସୀମା ହାଇଦର ଜିଏକି ସଚିନଙ୍କ ପ୍ରେମରେ ଭାରତ ଚାଲି ଆସିଥିଲେ । ତାଙ୍କ ନାମରେ ଚର୍ଚା ଜୋର ଧରିବାରେ ଲାଗି ପଡିଛି । ତେବେ ଖବରର ଅପଡେଟ ଲାଗି ଏହିଭଳି ଭାବେ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ