ପଦ୍ମପୁରାଣ ଅନୁସାରେ କରିବା କଥା ନୁହେଁ ଏହି 5ଟି କାମ, ନଚେତ ଆପଣ ଫସି ଯିବେ ବହୁତ ବଡ ଅସୁବିଧାରେ

ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ରଚିତ ଅଠରଟି ପୁରାଣ ମଧ୍ୟରୁ ଗୋଟେ ହେଉଛି ପଦ୍ମପୁରାଣ । ଜୀବନ କୁ ସୁଖମୟ ବନେଇ ରଖିବା ପାଇଁ ପଦ୍ମପୁରାଣ ରେ ୫ ଟି ଏମିତି କାମ କୁହାଯାଇଛି ଯାହାକୁ ବ୍ୟକ୍ତି କୁ କରିବା ଠାରୁ ବଞ୍ଚିବା ଦରକାର । ଏହି ୫ ଟି କାମ ରୁ ମନୁଷ୍ୟ ଯେତେ ଦୂରରେ ରହିବେ ସେତେ ଭଲ ।

ପଦ୍ମପୁରାଣ ଅନୁସାରେ ଏହି ୫ ଟି କାମ କରିବା ଅନୁଚିତ  :

·    ପଦ୍ମପୁରାଣ ଅନୁସାରେ ବିନା କାରଣରେ କାହା ଉପରେ ରାଗିବେ ନାହିଁ । ବିନା କାରଣରୁ ରାଗିବା ଯୋଗୁ ଆପଣଙ୍କର ଶତ୍ରୁ ର ସଂଖ୍ୟା ବଢିଥାଏ । ଶତ୍ରୁ ର ସଂଖ୍ୟା ବଢିବା ଦ୍ଵାରା ଆପଣଙ୍କୁ ଦୁଖ ଏବଂ ଚିନ୍ତାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ବିନା କାରଣରେ କାହା ଉପରେ ରାଗନ୍ତୁ ନାହିଁ ।

·    କେତେ ଥର ଲୋକମାନେ ଅନ୍ୟର ବିବାଦକୁ ସମଧାନ କରିବା ମଧ୍ୟରେ ସେହି ବିବାଦରେ ପଡି ଯାଆନ୍ତି । ସେଥିପାଇଁ ଅନ୍ୟର ବିବାଦରେ ବେସୀ ପସନ୍ତୁ ନାହିଁ । ନିଜର ମତାମତ ଯେତିକି ଦରକାର ସେତିକି ଦିଅନ୍ତୁ । ବିବାଦରେ ବେସୀ ପଶିବା ଦ୍ଵାରା ଆପଣ ନିଜେ ସେଥିରେ ପଡି ଯାଆନ୍ତି । ଇଛା ନଥିଲେ ବି ଆପଣ ସେଥିରେ ଟାଣି ହୋଇଯାଆନ୍ତି । ଏହା କରିବା ଦ୍ଵାରା ନିଜ ପାଇଁ ଅସୁବିଧା ଟାଣି ନିଅନ୍ତି ଏବଂ ନିଜର ଲୋକମାନଙ୍କ ଠାରୁ ଦୂରେଇ ଯାଆନ୍ତି ।

·    କିଛି ଲୋକଙ୍କ ପିଠି ପଛପଟେ ଖରାପ କାମ କରିବାର ଅଭ୍ୟାସ ଅଛି । ପିଠି ପଛପଟେ ଖରାପ କହୁ ଥିବା ଲୋକମାନଙ୍କର ଅନ୍ୟକୁ ତଳକୁ ଦେଖେଇବା ପାଇଁ ଚାହାନ୍ତି । ଏବଂ ତାଙ୍କର ଏହି ଖରାପ ଅଭ୍ୟାସ ବରବାଦିର କାରଣ ଅଟେ । ସେଥିପାଇଁ ଅନ୍ୟ ର ଖରାପ କରିବା ଠାରୁ ବଞ୍ଚନ୍ତୁ କାରଣ ଏହା ବିନା କାରଣରେ ବିବାଦର ଜନ୍ମ ଦେଇଥାଏ ।

·    ଆମର ନିଜ ଲୋକଙ୍କର ଖରାପ କାମ ଆମ ପାଇଁ ଚିନ୍ତାର ବିଷୟ ହୋଇଥାଏ । ତାଙ୍କର ଖରାପ କାମ ର ପ୍ରଭାବ ଆମ ଉପରେ ପଡିଥାଏ । ସେଥିପାଇଁ ଏହି ଭଳି ବ୍ୟକ୍ତିର ସଙ୍ଗତ ରୁ ଆସିବାପାଇଁ ବଞ୍ଚନ୍ତୁ ।

·    କହିବା ଆଗରୁ ଭାବିବା ଦରକାର । ଏମିତି କିଛି କଥା କହିବା ଦରକାର ନାହିଁ ଯାହାଦ୍ୱାରା ଅନ୍ୟ ଲୋକମାନଙ୍କୁ ଖରାପ ଲାଗିବ । ଭଲ କଥା କୁହନ୍ତୁ ଏବଂ ଭଲ ବ୍ୟବହାର କରିବା ଦ୍ଵାରା ଆମେ କାହାର ବି ହୃଦୟ ଜିତି ପାରିବା ।