ପବିତ୍ର ମହିଳାଙ୍କର ହେଇଥାଏ ଏହି ୩ଟି ଖାସ ପରିଚୟ

ସାଙ୍ଗମାନେ ଆମେ ସମସ୍ତେ ଜାଣିଛୁ କି ଆଜିର ସମୟରେ ସମସ୍ତଙ୍କୁ ଚିହ୍ନିବା ସହଜ କଥା ନୁହେଁ । ଏହା ସତ ଅଟେ କି ଲୋକମାନେ ସାମ୍ନା ରୁ କିଛି ଆଲଗା ଦେଖାଯାନ୍ତି ଓ ଭିତରୁ କିଛି ଅଲଗା । ପ୍ରତ୍ଯେକ ବ୍ୟକ୍ତି ଭିତରେ କିଛି ଗୁଣ ଓ କିଛି ଅବଗୁଣ ଥାଏ ଓ ତାଙ୍କ ବିଚାର ବି ଅଲଗା ଅଲଗା ହୋଇଥାଏ, ଯେଉଁ କାରଣରୁ ଆମର ଭାବିବା ଶକ୍ତି ବି ଅଲଗା ଅଲଗା ହୋଇଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ ନାରୀକୁ ମା’ ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଇଛି । ଯେଉଁଠି ନାରୀକୁ ପୂଜା ଯାଇଥାଏ ସେଠାକୁ ଦେବତା ରହିଥାନ୍ତି ।

କିଛି ମହିଳା ଯେଉଁଠି ଦୁଇ କୁଳକୁ ହିତା ହୋଇଥାନ୍ତି ଓ ସଂସ୍କାରରେ ପରିପୂର୍ଣ୍ଣ ରହିଥାନ୍ତି ସେଇଠି ଆଉ କିଛି ସ୍ତ୍ରୀ ଅଛନ୍ତି ଯାହାଙ୍କ ଦ୍ଵାରା କରା ଯାଇଥିବା କାମ କୁଳର ବିନାଶର କାରଣ ହୋଇଥାଏ । ଏମିତିରେ ଆମେ କେମିତି ଜାଣିବା କି କେଉଁ ମହିଳା ପବିତ୍ର ଅଟନ୍ତି କିଏ ନୁହେଁ । ତେଣୁ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ମହିଳା ମାନେ ପବିତ୍ର ହୋଇଥାନ୍ତି ।

୧. କୁହାଯାଇଥାଏ କି ଯେଉଁ ଝିଅମାନଙ୍କର ଭ୍ରୂଲତା ପତଳା ହୋଇଥାଏ ସେ ସବୁବେଳେ ନିଜ ସ୍ଵାମୀ ପାଇଁ ବିଶ୍ଵାସୀ ହୋଇଥାଏ । କେବଳ ଏତିକି ନୁହେଁ ଏମାନେ ସବୁବେଳେ ନିଜ ସ୍ବାମୀଙ୍କ ପାଇଁ ସମର୍ପିତ ରହିଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ ସଚ୍ଚା ପ୍ରେମ କରିଥାନ୍ତି । ଏମାନେ ସମସ୍ତଙ୍କ ବିଷୟରେ ଭଲ ଭାବିଥାନ୍ତି ।

୨. ଯେଉଁ ସ୍ତ୍ରୀଙ୍କର ମଥାରେ ତିଳ ଚିହ୍ନ ଥାଏ ସେମାନେ ତିବ୍ର ବୁଦ୍ଧି ଓ ବିଶ୍ଵାସୀ ହୋଇଥାନ୍ତି । ଏମିତି ସ୍ତ୍ରୀ ଙ୍କ ମଧ୍ୟରେ ମାତା ସୀତା ବିଦ୍ୟମାନ ହୋଇଥାନ୍ତି । ଏମାନେ ନିଜର ଘର ପରିବାରର ସଂସ୍କାର କୁ କେବେ ବି ଭୁଲନ୍ତି ନାହିଁ । ନିଜ ସ୍ବାମୀଙ୍କୁ ଏମାନେ ସଚ୍ଚା ପ୍ରେମ କରିଥାନ୍ତି ଓ ନିଜ ସ୍ବାମୀଙ୍କ ସବୁ କାମରେ ତାଙ୍କ ସହିତ ଥାନ୍ତି ।

୩. ଯେଉଁ ସ୍ତ୍ରୀଙ୍କର ଥୋଡିରେ ହାଲ୍କା ବାଳ ଥାଏ ସେମାନେ ଧର୍ମ ଓ ଦାନ ପୂଣ୍ୟରେ ବିଶ୍ଵାସ ରଖିଥାନ୍ତି । ଏମାନଙ୍କ ହୃଦୟରେ ସ୍ବାମୀଙ୍କ ପାଇଁ ସବୁବେଳେ ପ୍ରେମ ଭରି ରହିଥାଏ ଓ ନିଜ ସ୍ବାମୀଙ୍କୁ ସବୁବେଳେ ଏମାନେ ଖୁସିରେ ରଖିଥାନ୍ତି । ଏମାନଙ୍କ ପାଇଁ ଏମାନଙ୍କ ପୁରା ପରିବାର ସବୁବେଳେ ଖୁସିରେ ରହିଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।