ଓଡିଆ ହସକଥା: ବାପା ପଚାରିଲେ ପୁଅ ତୋର ରେଜଲ୍ଟ କଣ ହୋଇଛି, ପପୁ – ବାପା ୮୦% ଆସିଛି, ବାପା – କିନ୍ତୁ ମାର୍କସିଟରେ ତ ୪୦ % ଲେଖା ହୋଇଛି…

ଘରେ ବସି ବସି ଆପଣ ବୋର ହୋଇ ଯାଉଥିବେ କିମ୍ବା ବେଳେ ବେଳେ ଅଫିସରେ କାମ ନ ଥିଲେ ବି ବୋର ଲାଗୁଥିବ, ତେବେ ଲୋକମାନେ ଏହା ମଧ୍ୟରେ ଏମିତି କିଛି କାମ କରିବାକୁ ପସନ୍ଦ କରନ୍ତି କିମ୍ବା ପଢିବାକୁ ପସନ୍ଦ କରନ୍ତି ଯାହା ଦ୍ଵାରା ତାଙ୍କର ମୁଡ ଫ୍ରେସ ହୋଇଯାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଭାଇରାଲ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢି ଆପଣଙ୍କ ହସ ଅଟକିବ ନାହିଁ । ଏହି ଜୋକ୍ସ ଗୁଡିକ ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି ।

ଜୋକ – ୧

ବାପା – ପୁଅ ତୋର ରେଜଲ୍ଟ କଣ ହୋଇଛି

ପପୁ – ବାପା ୮୦% ଆସିଛି ।

ବାପା – କିନ୍ତୁ ମାର୍କସିଟରେ ତ ୪୦ % ଲେଖା ହୋଇଛି ।

ପପୁ – ବାକି ୪୦ % ଆଧାର କାର୍ଡ ଲିଙ୍କ ହେଲେ

ସିଧା ଆକାଉଣ୍ଟକୁ ଆସିବ

ବାପା ଶୁଣି ବେହୋସ ହୋଇଗଲେ………

ଜୋକ – ୨

ଯଦି ବିଉଟୀ ପାର୍ଲର ନ ହୋଇଥାନ୍ତା

ଝିଅମାନଙ୍କ ଆଇବ୍ରୋ ବି

ରାବଣର ନିଶ ଠାରୁ କମ ହୋଇ ନ ଥାନ୍ତା ।

ଜୋକ – ୩

DPରେ ୪୯ ଜଣ ଲୋକଙ୍କୁ ଟ୍ୟାଗ କରିବା ପରେ

କେବଳ ୧୩ଟି ଲାଇକ ଆସିଲା

ଏହାକୁ ଶାସ୍ତ୍ରରେ ଘୋର ବେଜିତ ବୋଲି କୁହାଯାଇଛି ।

ଜୋକ – ୪

Me : ଇଏ ନିଅ ରାଇତା

ଅତିଥି – ଇଏ କଳା ବୁନ୍ଦିର ରାଇତା ପ୍ରଥମ ଥର ଦେଖୁଛି

Me : ଛେଳିର ସର୍ତ୍ତ ଥିଲା କି ଯଦି ଦହି ତାର କ୍ଷୀରରେ ତିଆରି ହୋଇଛି

ତେବେ ବୁନ୍ଦି ବି ତାର ହୋଇଥିବା ଦରକାର ।

ଜୋକ – ୫

ସ୍ଵାମୀ ସ୍ତ୍ରୀକୁ କହିଲା –

ମୋର କିଛି ସମ୍ପର୍କୀୟ ଆସୁଛନ୍ତି

ତାଙ୍କ ପାଇଁ କିଛି ବନେଇ ଦିଅ

ସ୍ତ୍ରୀ ଫଟା ଫଟ ଯାଇ

ମୁହଁ ବନେଇକି ବସି ଗଲା ।

ଜୋକ – ୬

ସ୍ଵାମୀ ସ୍ତ୍ରୀ ହାତ ଧରା ଧରି ହୋଇ ବଜାରରେ ବୁଲୁଥିଲେ

ତାଙ୍କୁ ତାଙ୍କ ସାଙ୍ଗ ଦେଖି କହିଲା

ଏତେ ବର୍ଷ ପରେ ବି ଏତେ ପ୍ରେମ

ସ୍ଵାମୀ କହିଲା – ଆରେ ଭାଇ କି ପ୍ରେମ

ହାତ ଛାଡିବା ମାତ୍ରେ ହିଁ

ଦୋକାନ ଭିତରକୁ ପଶି ଯାଉଛି ।

ଜୋକ – ୭

ଦୁନିଆର ତିନୋଟି ସବୁଠୁ ବଡ ସରଳ ବ୍ୟକ୍ତି

୧. ଶୋଇଥିବା ପିଲା

୨. ଧାର ମାଗୁଥିବା ବ୍ୟକ୍ତି

୩. ମା ବାପାଙ୍କ ସାମ୍ନାରେ ବସିଥିବା ଆମ ସାଙ୍ଗ ।

ଜୋକ – ୮

କେବେ ବି କାହାକୁ ଛୋଟ ଭାବିବ ନାହିଁ……

କାରଣ ୧୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ

ଆଜି କେତେ କୁକୁଡାଙ୍କ ଜୀବନ ବଞ୍ଚାଉଛି ।

ଜୋକ – ୯

ଚେନ୍ନେଇରେ ଛାତ୍ରକୁ ଚାପୁଡା ମାରିବା ପରେ

ଶିକ୍ଷକଙ୍କୁ ୫୦ ହଜାର ଟଙ୍କାର ଜୋରିମାନା ଲାଗିଲା

ସ୍କୁଲରେ ଯେତେ ମାଡ ମୁଁ  ଖାଇଛି ମୋର ତ

୫ କୋଟି ବୁଡି ଗଲା ।

ଯଦି ଆପଣଙ୍କୁ ଏହୋ ଜୋକ୍ସ ଗୁଡିକ ପସନ୍ଦ ଆସିଥାଏ ତେବେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ଜୋକ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।