କ୍ୟାଲେଣ୍ଡରର ଆବିଷ୍କାର କିଏ କରିଥିଲେ ? ଏମିତି ଆହୁରି ୨୬ଟି GK ପ୍ରଶ୍ନ ଓ ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । କହିବାକୁ ଗଲେ ଏହି ପ୍ରଶ୍ନ ଗୁଡିକ UPSCର ପରୀକ୍ଷାର ଇଣ୍ଟରଭିୟୁରେ ପଚରାଯାଇଥାଏ । ଆପଣଙ୍କୁ ମଧ୍ୟ ଜଣା ଥିବ କି UPSC ପରୀକ୍ଷା ଦେଶର ସବୁଠୁ କଷ୍ଟ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ ଓ ଏହାର ଇଣ୍ଟରଭିୟୁରେ ଭଲ ଭଲ ଲୋକମାନେ ବି ଫେଲ ହୋଇ ଯାଆନ୍ତି । ଏମିତି ବହୁତ କମ କ୍ୟାନ୍ଡିଡେଟ ହୋଇଥାନ୍ତି ଯେଉଁମାନେ UPSCର ପ୍ରୀ ଓ ମେନ୍ସ, ଦୁଇଟି ପରୀକ୍ଷାକୁ ପାସ କରି ଶେଷରେ ଇଣ୍ଟରଭିୟୁରେ ଫେଲ ହୋଇ ଯାଆନ୍ତି ।

ଏହା ଏଥିପାଇଁ କାରଣ କେତେ ଥର ଏମାନଙ୍କୁ ଇଣ୍ଟରଭିୟୁରେ କିଛି ଏମିତି ପ୍ରଶ୍ନ କରାଯାଏ ଯାହା ତାଙ୍କ ପାଠ୍ୟ ପୁସ୍ତକରେ ବି ନ ଥାଏ । କେତେ ଥର ଇଣ୍ଟଭିୟୁର କ୍ୟାଣ୍ଡିଡେଟ୍ସମାନଙ୍କ ଉପସ୍ଥିତ ବୁଦ୍ଧି ଓ IQକୁ ଚେକ କରିବା ପାଇଁ ଏହିଭଳି ଟ୍ରିକି ପ୍ରଶ୍ନ କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ ।

1 – ଏମିତି କେଉଁ ଜିନିଷ ଅଛି, ଯଦି ସେ ଚାଲୁ ଚାଲୁ ଥକିଯାଏ ତେବେ ତାର ବେକକୁ କାଟି ଦେଲେ ସେ ପୁଣି ଚାଲେ ?

ଉତ୍ତର – ପେନସିଲ

୨ – ସେ କେଉଁ ଅଙ୍ଗ ଯିଏକି ଆପଣ ଶୋଇଗଲେ ସେ ବି ଶୋଇ ଯାଏ ଆପଣ ଉଠିଲେ ସେ ବି ଉଠିଯାଏ ?

ଉତ୍ତର – ଆଖି ପତା

୩ – ଏମିତି କେଉଁ ଡ୍ରାଇଭର ଅଛି ଯାହାକୁ ଡ୍ରାଇଭିଂ ଲାଇନସେନ୍ସ ଦରକାର ନାହିଁ ?

ଉତ୍ତର – Screw driver

୪ – ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ଡେଣା ନାହିଁ ତଥାପି ସେ ଉଡିପାରେ ?

ଉତ୍ତର – ଗୁଡି

୫ – ମୁମ୍ବାଇରେ ଥିବା ତାଜ ହୋଟେଲର ମାଲିକ କିଏ ?

ଉତ୍ତର – ଜମଶେଦଜୀ ଟାଟା

୬ – ଗୋଟିଏ ହାତୀର ଓଜନ କେତେ ହୋଇଥାଏ ?

ଉତ୍ତର – ୫୦୦୦ କିଲୋ

୭ – କେଉଁ ଗ୍ରହରେ ସବୁଠୁ ଅଧିକ ତାରା ଅଛି ?

ଉତ୍ତର – ସୌରମଣ୍ଡଳ

୮ – ହେଲିକେପ୍ଟର ଆବିଷ୍କାର କିଏ କରିଥିଲେ ?

ଉତ୍ତର – Igor Score Sky Paul Cornu

୯ – କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ମୋମୋ ଖାଆନ୍ତି ?

ଉତ୍ତର – ନେପାଳ

୧୦ – ଜାମ୍ମୁ କାଶ୍ମୀରର ରାଜଧାନୀ କିଏ ?

ଉତ୍ତର – ଶ୍ରୀନଗର

୧୧ – କ୍ୟାଲେଣ୍ଡରର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ବିକ୍ରମାଦିତ୍ୟ

୧୨ – କେଉଁ ପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର – ପାଳଙ୍ଗ ଶାଗ ଓ ଅମୃତଭଣ୍ଡା

୧୩ – କେଉଁ ଦେଶରେ ଶବୁଠୁ ଅଧିକ ପିଆଜ ମିଳିଥାଏ ?

ଉତ୍ତର – ଭାରତରେ

୧୪ – ମହାତ୍ମା ଗାନ୍ଧୀ ସର୍ବ ପ୍ରଥମେ କେବେ ଚଷମା ପିନ୍ଧିବା ଆରମ୍ଭ କରିଥିଲେ ?

ଉତ୍ତର – ୧୮୯୦ ମସିହାରେ

୧୫ – ମନୁଷ୍ୟ ଦିନକୁ କେତେଥର ହସିଥାଏ ?

ଉତ୍ତର – ୧୦ ରୁ ୧୨ ଥର

୧୬ – ଭାରତରେ ସର୍ବମୋଟ କେତୋଟି ଟ୍ରେନ ଅଛି ?

ଉତ୍ତର – ୧୨୬୧୭ଟି ଟ୍ରେନ

୧୭ – କେଉଁ ଦେଡରେ ଗୋଟିଏ ହେଲେ ବି army ସେନା ନାହାନ୍ତି ?

ଉତ୍ତର – ଇଜରାଇଲ ଦେଶରେ

୧୮ – କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ଚଷମା ପିନ୍ଧନ୍ତି ?

ଉତ୍ତର – ପାକିସ୍ତାନ

୧୯ – ଗୋଟିଏ ପେନ୍ସିଲରେ ଆମେ କେତେ ଶବ୍ଦ ଲେଖିପାରିବା ?

ଉତ୍ତର – ହାରାହାରି ୫୦ ହଜାର ଶବ୍ଦ

୨୦ – କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ଚୁଇଁଗମ ଖାଆନ୍ତି ?

ଉତ୍ତର- ଆମେରିକା

୨୧ – ସିଲିଣ୍ଡର ରଙ୍ଗ ନାଲି କାହିଁକି ହୋଇଥାଏ ?

ଉତ୍ତର – ଅଲଗା ଜାଣିବା ପାଇଁ

୨୨ – କେଉଁ ଦେଶକୁ ମିନି ପଞ୍ଜାବ କୁହାଯାଏ ?

ଉତ୍ତର – କାନାଡ଼ାକୁ

୨୩ – କିଡନୀକୁ ଓଡିଆରେ ଜଣ କୁହନ୍ତି ?

ଉତ୍ତର – ବୃକକ

୨୪ – ଭାରତରରେ କେଉଁ ରାଜ୍ୟରେ ସବୁଠୁ ଅଧିକ ଜଙ୍ଗଲ ଅଛି ?

ଉତ୍ତର – ମଧ୍ୟପ୍ରଦେଶରେ

୨୫ – ଗୋଟେ ଟେବୁଲ ଉପରେ ଗୋଟିଏ ପ୍ଲେଟରେ ୪ ଟା ଆପେଳ ଅଛି । କିନ୍ତୁ ଖାଇବାଵାଲା ୫ ଜଣ ଅଛନ୍ତି ଏହାକୁ ନ କାଟି କିପରି ସେମାନେ ଖାଇବେ ?

ଉତ୍ତର – ଗୋଟିଏ ସେଓ ଟେବଲ ଉପରେ ଅଛି ଓ ଆଉ ୪ ଟି ସେଓ ପ୍ଲେଟ ଉପରେ ଅଛି । ଏମିତିରେ ସେମାନେ ନ କାଟି ଖାଇ ପାରିବେ

୨୬ – ଜୋଧା ବାଈ କାହାର ପତ୍ନୀ ଥିଲେ ?

ଉତ୍ତର – ଅକବର

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।