“ଓ ମାଡାମ ମୁଁ କହିଥିଲି ତୁମ ଭଳି ମୋତେ ଲକ୍ଷେ ବର୍ଷା ମିଳିବେ, ଯାହା କହିଥିଲି ତାହା କରିକି ଦେଖେଇଲି” : ଅନୁଭବ ମହାନ୍ତି

ଓ ମାଡାମ ତମ ଭଳି ଲକ୍ଷେ ବର୍ଷା ମିଳିବେ ମୋତେ । କହିଥିଲି ହରେଇବି ଆଉ ହରେଇ ଦେଲି । ତୁମ ଠାରୁ ଅଲଗା ହେବାକୁ ମୋତେ କେହି ବି ରୋକୀ ପାରିବେ ନାହିଁ । ହଁ ଦର୍ଶକ ବନ୍ଧୁ ଜଣେ କି ଦୁଇ ଜଣ ନୁହେଁ ମୁଁ ତୁମ ଭଳି ଲକ୍ଷେ ବର୍ଷା ଆଣି ପାରିବି । ତୁମେ ଅଧିକ କିଛି କଥା କୁହନି । ଓ ମାଡାମ ତୁମେ ମୋତେ କେବେ ହେଲେ ହରାଇ ପାରିବନି । ତେବେ କହୁ କହୁ ଏମିତି କିଛି କଥା କହି ଦେଇଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

ଖାଲି କହି ନାହାନ୍ତି କରିକି ମଧ୍ୟ ଦେଖାଇ ଦେଲେ ଅନୁଭବ । ଯାହା କହିଥିଲେ ଶେୟା  କରିଲେ । ଅନୁଭବ କହିଥିଲେ ଆଉ ହାଇକୋର୍ଟ ରେ ହରାଇ ଦେଲେ ବର୍ଷା ଙ୍କୁ । ଦିନେ ଅନୁଭବ ବର୍ଷା ଙ୍କୁ କହିଥିଲେ ଓ ମାଡାମ ତୁମ ଭଳି ମୋତେ ଲକ୍ଷେ ବର୍ଷା ମିଳିବେ । ତୁମେ ଚାହିଁଲେ ମଧ୍ୟ ମୋତେ ହରାଇ ପାରିବନି । ଆଉ ଯାହା ଆଜି ସତ ହୋଇଛି । ପରିବାର ଅଦାଲତରେ ଅନୁମତି ନ ମିଳିବା ପରେ ଏବେ ଅନୁଭବ ଙ୍କୁ ହାଇ କୋର୍ଟ ରେ ମିଳିଛି ଅନୁମତି ଛାଡପତ୍ର ପାଇଁ ।

ତେବେ ସୂଚନା ଅନୁଯାୟୀ ହାଇ କୋର୍ଟ ଏବେ ଅନୁମତି ଦେଇଛନ୍ତି କି ଅନୁଭବ ଓ ବର୍ଷା ଙ୍କ ମଧ୍ୟରେ ଏବେ ବିବାହ ବିଛେଦ ହୋଇ ପାରିବ । ଉଭୟ ଏବେ ଉଭୟଙ୍କ ଠାରୁ ଅଲଗା ହୋଇ ପାରିବେ । ଅନୁଭବ ଙ୍କ ଆବେଦନ ରେ ଏମିତି କିଛି ଶୁଣାଣୀ କରିଛନ୍ତି ହାଇ କୋର୍ଟ । ଆଉ ଏହା ଶୁଣିବା ପରେ ବୋଧ ହୁଏ ଅନୁଭବ ମହାନ୍ତି ଏମିତି କିଛି ଭାବୁଥିବେ ଆଉ ବେଶ ଖୁସି ମଧ୍ୟ ହେଉଥିବେ ।

କାରଣ ଅନେକ ଦିନ ହେବ କୋର୍ଟ ରେ ସମୟ ପରେ ସମୟ ବିତି ଚାଲିଥିଲା କିନ୍ତୁ କିଛି ରାୟ ସ୍ଥିର ହୋଇପାରୁ ନ ଥିଲା ଉଭୟଙ୍କ ପାରିବାରିକ ମାମଲା ରେ । ସମ୍ପର୍କ ନ ଥାଇ ମଧ୍ୟ ଉଭୟ ଉଭୟଙ୍କ ସହ ବାନ୍ଧି ହୋଇ ରହିଥିଲେ । ହେଲେ ହାଇ କୋର୍ଟ ଏବେ ବିଛେଦ ପାଇଁ ଅନୁମତି ଦେଇଛନ୍ତି । ଯାହା ପାଇଁ ବର୍ଷା ଙ୍କୁ ଏବେ ମିଳିଛି ବଡ ଝଟକା । କାରଣ ବର୍ଷା ଅନୁଭବ ମହାନ୍ତି ଙ୍କୁ ଛାଡିବାକୁ ଚାହୁଁ ନ ଥିଲେ ।

ଅନ୍ୟ ପଟେ ପରିବାର ଅଦାଲତ ଯେଉଁ ନିର୍ଦ୍ଦେଶ କୁ ଖାରଚ କରିଥିଲେ ତାହାକୁ ହାଇ କୋର୍ଟ ମଧ୍ୟ ଖାରଚ କରିଛନ୍ତି । ତେବେ ହାଇ କୋର୍ଟ ଙ୍କ ଏଭଳି ନିସ୍ପତି ପରେ ଏବେ ଅନୁଭବ ଦ୍ଵିତୀୟ ବିବାହ କରିବାକୁ ମନସ୍ଥ କରିଲେଣି । କାରଣ ପୂର୍ବରୁ ଅନୁଭବ କହିଥିଲେ ଛାଡପତ୍ର ପରେ ସେ ପୁଣି ଥରେ ବିବାହ କରିବେ । ତେବେ ଏବେ ପୁରା ଓଡିଶା ଚାହିଁ ରହିଛି ଅନୁଭବ ଙ୍କ ଦ୍ଵିତୀୟ ବିବାହ କୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।