ଅମ୍ବାନୀଙ୍କ ପତ୍ନୀ ବ୍ୟବହାର କରନ୍ତି ଦୁନିଆର ସବୁଠୁ ମହଙ୍ଗା କାର, ଜାଣନ୍ତୁ କେତେ ଅଟେ ଡ୍ରାଇଭର ସ୍ୟାଲେରୀ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । କହିବାକୁ ଗଲେ ମୁକେଶ ଅମ୍ବାନୀଙ୍କ ପାଖରେ ଦୁନିଆର ସବୁଠୁ ମହଙ୍ଗା ମହଙ୍ଗା କାର ଅଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ମୁକେଶ ଅମ୍ବାନୀଙ୍କର ପତ୍ନୀ ନିତା ଅମ୍ବାନୀଙ୍କ ପାଖରେ କେଉଁ କାର ଅଛି ? ଆପଣଙ୍କୁ କହିଦେଉଛୁ କି ନିତା ଅମ୍ବାନୀ ଦୁନିଆର ସବୁଠୁ ମହଙ୍ଗା କାର ଚଲାନ୍ତି । ନିତା ଅମ୍ବାନୀ ବର୍ତ୍ତମାନ ହିଁ ଅଡୀ ଏ୯ କ୍ୟାମେଲିୟନ କ୍ରୟ କରିଛନ୍ତି ।

Image courtesy: Google

ସୂଚନା ଅନୁସାରେ ନିତା ଅମ୍ବାନୀ ବର୍ତ୍ତମାନ ହିଁ ଜର୍ମାନୀ ର ଲଗ୍ଜରୀ କାର ନିର୍ମାତା କମ୍ପାନୀ ଅଡୀ ର ସ୍ପେଶାଲ ଏଡିଶନ କାର ‘ଅଡୀ ଏ୯ କ୍ୟାମେଲିୟନ’ କିଣିଛନ୍ତି । ଏହି କାର ଦାମ ବିଷୟରେ କହିଲେ, ତେବେ ଏହି କାର ର ଦାମ ପାଖାପାଖି ୯୦ କୋଟି ଟଙ୍କା ଅଟେ ଓ ଭାରତକୁ ଆସିବା ପରେ ଏହାର ଦାମ ପାଖାପାଖି ୧୦୦ କୋଟି ଟଙ୍କା ହୋଇଯାଇଛି ।

Image courtesy: Google

ଏହା ସହିତ ଏହା ବି କୁହାଯାଉଛି କି ମୁକେଶ ଅମ୍ବାନୀଙ୍କର ଡ୍ରାଇଭରମାନଙ୍କୁ ୨୪ ଲକ୍ଷ ଟଙ୍କା ପ୍ରତି ବର୍ଷ ସ୍ୟାଲେରୀ ଦିଆଯାଏ । ଏତେ ଅଧିକ ସ୍ୟାଲେରୀ କୌଣସି ବି ବ୍ୟକ୍ତି ପାଇଁ ବହୁତ ଅଧିକ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି କାର ଛଡା ଅମ୍ବାନୀଙ୍କର ପରିବାର ପାଖରେ ଆହୁର ବି ଦାମୀ ଦାମୀ କାର ଅଛି । ଅମ୍ବାନୀଙ୍କର ପରିବାର ପାଖରେ ମର୍ସିଡୀଜ-ବେଂଜ ଏସ କ୍ଲାସ (Mercedes Benz S class) ଅଛି ।

ମର୍ସିଡୀଜ ର ଏହି ଲଗ୍ଜରୀ ଓ ସେଫ କାର ର ଦାମ ପାଖାପାଖି ୧୦ କୋଟି ଟଙ୍କା ଅଟେ । ଏହି ସବୁ ଛଡା ବେଂଟଲେ କନ୍ଟିନେଂଟଲ ଫ୍ଲାଇଂଗ ସ୍ପର (Bentley Flying Spur) ବି ଅଛି । ଏହି କାର ର ଏକ୍ସ ଶୋରୁମ ଦାମ ୩.୪୧ କୋଟି ଟଙ୍କା ଅଟେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।