ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ

ଆପଣମାନେ ସମସ୍ତେ ଜାଣିଛନ୍ତୁ ଯେ ବାହାଘର ଏକ ପବିତ୍ର ବନ୍ଧନ ହୋଇଥାଏ । ଏହା ନା କି କେବଳ ଦୁଇଟି ମଣିଷକୁ ଏକ କରିଥାଏ ବରଂ ଏହା ଦୁଇଟି ପରିବାରକୁ ମଧ୍ୟ ଏକତ୍ରିତ କରିଥାଏ । ଆପଣମାନଙ୍କ ମନରେ କେବେ କେବେ ପ୍ରଶ୍ନ ଉଠିଥାଏ କି ଆପଣଙ୍କର ଲଭ ମ୍ୟାରେଜ ହେବ କି ଆରେଞ୍ଜ ମ୍ୟାରେଜ ,ଆଜିକାଲିର ଯୁଗରେ ତ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଥାଏ । ଆଜି ଆମେ ଆପଣଙ୍କୁ ଏକ ସହଜ ଉପାୟ କହିବୁ ଆପଣଙ୍କର ଲଭ ମ୍ୟାରେଜ ହେବ କି ଆରେଞ୍ଜ । ବିନା ଜ୍ୟୋତିଶଶାସ୍ତ୍ର ମଧ୍ୟରେ ଆପଣ ବ୍ୟବହାର କରି ଏହାକୁ ଜାଣିପାରିବେ ।

ପ୍ରଥମେ ଏହା ଜାଣିବାକୁ ହେଲେ ଆପଣଙ୍କୁ ସର୍ବପ୍ରଥମେ ମୂଳାଙ୍କ କୁ ଜାଣିବାକୁ ହେବ । ମନେରଖିବା ଉଚିତ କି ଏହି ମୁଲ୍ୟାଙ୍କ 1 ରୁ 9 ମଧ୍ୟରେ ରାହୁବା ଆବଶ୍ୟକ କାରଣ ଯଦି ଆପଣଙ୍କର ଜନ୍ମ ତାରିଖ 25 ହୋଇଥାଏ ତାହେଲେ ଆପଣ 2+5 =7 କୁ ଆକଳନ କରି ଏହା କିପରି ଜାଣିପାରିବେ । ଯଦି ଆପଣଙ୍କ ଜନ୍ମ ତାରିଖ 29 ହୋଇଥାଏ ତାହେଲେ 2+9=11 ନ ହୋଇ 2 ହେବ । ଯଦି ଆପଣ ଏହା ଜାଣିପାରୁନାହାନ୍ତି , ତାହେଲେ ଆସନ୍ତୁ ଏହି ମୂଳାଙ୍କ ବିଷୟରେ ଜାଣିବା ।

ଜାଣିବା ପୂର୍ବରୁ ଆମେ ସର୍ବ ପ୍ରଥମେ ଜାଣିବା କିଛି ମୂଳାଙ୍କ ବିଷୟରେ ଯାହା ଆପଣଙ୍କ ବାହାଘର କିପରି ହେବ ସୂଚନା ଦେଇଥାଏ ।

ମୂଳାଙ୍କ-1

ଏହି ମୂଳାଙ୍କ ସୁର୍ଯ୍ୟ ଦେବତା ଙ୍କର ନମ୍ବର୍ ଅଟେ । କୁହାଯାଇଥାଏ କି ଏହି ମୂଳାଙ୍କ ଥିବା ବ୍ୟକ୍ତି ଅପେକ୍ଷାକୃତ ଲାଜୁଆ ହୋଇଥାନ୍ତି । ଓ ଏମାନେ କେବେ ପ୍ରଥମେ ଝିଅ ପିଲାଙ୍କୁ ପ୍ରପୋଜ କରିନଥାନ୍ତି । ପ୍ରାୟତଃ ଦେଖାଯାଇଥାଏ କି ଏହିପ୍ରକାର ବ୍ୟକ୍ତିଙ୍କ ବିବାହ ଆରେଞ୍ଜ ମ୍ୟାରେଜ ହୋଇଥାଏ ।

ମୂଳାଙ୍କ-2

ଏହି ମୁଲ୍ୟଙ୍କ ଚନ୍ଦ୍ରଙ୍କର ମୂଳାଙ୍କ ଭାବରେ ମାନାଯାଇଥାଏ । ଏହି ମୂଳାଙ୍କ ଥିବା ବ୍ୟକ୍ତି ଯାହାକୁ ଭଲପାଇଥାନ୍ତି । ତାକୁ ବିବାହ କରିବାପାଇଁ ଏମାନେ ସମସ୍ତ ପଦକ୍ଷେପ ଆପଣେଇଥାନ୍ତି । ଓ ଏହିପ୍ରକାର ବ୍ୟକ୍ତି ବହୁତ ବୁଝିସୁଝି ଦାୟିତ୍ୱ ନେଇଥାନ୍ତି ।

ମୂଳାଙ୍କ-3

ଏହି ଅଙ୍କ ଗୁରୁଙ୍କ ପ୍ରତୀକ ଅଟେ ଓ ରହି ଅଙ୍କର ଲୋକମାନେ ଲଭ ମ୍ୟାରେଜ କରିଥାନ୍ତି ।

ମୂଳାଙ୍କ-4

ଏହି ଅଙ୍କ ରାହୁଙ୍କ ପ୍ରତୀକ ଅଟେ । ଓ ଏହିପ୍ରକାର ବ୍ୟକ୍ତି ସର୍ବଦା ପ୍ରେମ ସମ୍ପର୍କ ବନାଇରଖିଥାନ୍ତି ।

ମୂଳାଙ୍କ-5

ଏହି ଅଙ୍କ ବୁଧ ଙ୍କର ହୋଇଥିବାରୁ ଏହି ପ୍ରକାରର ବ୍ୟକ୍ତି ବହୁତ ପାରମ୍ପରିକ ହୋଇଥାନ୍ତି । ଓ ନିଜ ପରିବାରର ଉପଦେଶ କ୍ରମରେ ବିବାହ କରିଥାନ୍ତି ।

ମୁଲ୍ୟଙ୍କ-6

ଏହି ଅଙ୍କ ଶୁକ୍ରଙ୍କ ପ୍ରତୀକ ହୋଇଥିବାରୁ ,ଏହି ପ୍ରକାରର ବ୍ୟକ୍ତି ସର୍ବଦା ଲଭ ମ୍ୟାରେଜ କରିଥାନ୍ତି । ଓ ଏମାନେ ଏକ ରୁ ଅଧିକ ପ୍ରେମ ସମ୍ପର୍କ ରଖିବା କାରଣରୁ ଭଲ ଜୀବନ ସାଥିକୁ ହରାଇଥାନ୍ତି ।

ମୂଳାଙ୍କ -7

ଏହି ଅଙ୍କ କେତୁଙ୍କର ହୋଇଥାଏ ଓ ଏହିପ୍ରକାର ବ୍ୟକ୍ତି ଅଧିକ ସଙ୍କୁଚିତ ହୋଇଥାନ୍ତି । ଲଭ ମ୍ୟାରେଜ ର ଆଗ୍ରହ ଥିଲେ ମଧ୍ୟ କିଛି କରିପାରନ୍ତି ନାହିଁ ।

ମୁଲ୍ୟଙ୍କ-8

ଏହି ଅଙ୍କ ଶନିଙ୍କ ପ୍ରତୀକ ଅଟେ । ଏହିପ୍ରକାର ଲୋକମାନେ ବହୁତ କମ ବୟସରୁ ପ୍ରେମରେ ପଡ଼ିଥାନ୍ତି ଓ ଏମାନେ ସର୍ବଦା ଲଭ ମ୍ୟାରେଜ ହିଁ କରିଥାନ୍ତି ।

ମୂଳାଙ୍କ-9

ଏହି ଅଙ୍କ ମଙ୍ଗଳଙ୍କର ହୋଇଥିବାରୁ ଏହିପ୍ରକାର ବ୍ୟକ୍ତି ଲଭ ମ୍ୟାରେଜ କରିବାକୁ ବହୁତ ଡ଼ରିଥାନ୍ତି ଓ ଶେଷରେ ଆରେଞ୍ଜ ମ୍ୟାରେଜ କରିଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।