ନିଜର ଲୁହ ଅନ୍ୟ ଆଗରେ କେବେବି ଝରାନ୍ତୁ ନାହିଁ… ଜୀବନରେ ଖୁସି ଚାହୁଁଥିଲେ, ଏହି Motivational Speech ଜାଣନ୍ତୁ…

ମଣିଷ ଜୀବନ ହେଉଛି ଅନେକ ସୁଖ ଓ ଦୁଃଖର ସମାହାର । ତେବେ ଜୀବନରେ ଆଗକୁ ବଢିବା ପାଇଁ କେତେକ ଭଲ ମୋଟିଭଏସନାଲ କଥା ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ସାରା ଜୀବନ ନିଶ୍ଚିତରେ ବା ଖୁସିରେ ରହିବାର ମାର୍ଗ ଫିଟାଇ ଦେଇଥାଏ ।

1- କଣ୍ଟାର ଦୋଷ କ’ଣ ବା ଥାଇପାରେ । କାରଣ କଷ୍ଟ ଦେବା ତ ତାହାର ସ୍ଵଭାବରେ ଭରି ହୋଇ ରହିଥାଏ ।

2- ମଣିଷ ଘର, ସ୍ଥାନ, ସମ୍ପର୍କ, ସାଙ୍ଗ ବଦଳେଇ ଦେଇଥାଏ । କିନ୍ତୁ ତଥାପି ସେ ଚିନ୍ତିତ ଓ ଦୁଃଖରେ ରହିଥାଏ । କାରଣ ସେ ନିଜକୁ ବଦଳେଇ ପାରେନି ।

3- କଷ୍ଟ ତାକୁ କୁହନ୍ତି । ଯାହାକୁ ଲୁଚେଇ ଦିଆଯାଏ । ଯାହା ଦେଖାଯାଏ ତାହାକୁ ନାଟକ କୁହାଯାଇଥାଏ ।

4- ସ୍ଵାର୍ଥପର ମଣିଷ ସବୁଠାରୁ ଭଲ ହୋଇଥାଏ । ଯିଏ ନିଜ ସ୍ଵାର୍ଥ ଛଡା ଆଉ କାହାକୁ ଦେଖନ୍ତି ନାହିଁ । କିନ୍ତୁ ଅନ୍ୟ ପଟେ ଆମେ ସମସ୍ତଙ୍କ ଦୁଃଖର ଭାଗୀଦାର ହୋଇ ନିଜକୁ ବି ଦେଖନ୍ତିନି ।

5- ସେଭଳି ଲୋକ କେବେବି କାହାର ହୋଇପାରନ୍ତି ନାହିଁ । ଯିଏ ପୋଷାକ ଭଳି ସମ୍ପର୍କ ବଦଳାଇ ଚାଲିଥାନ୍ତି ।

6- ସମ୍ପର୍କ ଖରାପ ହେବାର ସବୁଠାରୁ ବଡ କାରଣ ହେଉଛି । ଲୋକ ଭାଙ୍ଗିବାକୁ ପସନ୍ଦ କରନ୍ତି କିନ୍ତୁ ନଇଁବାକୁ ନୁହେଁ ।

7- ବଡ ଆଶ୍ଚର୍ଯ୍ୟର କଥା । ପଇସା ମଣିଷକୁ ଉପରକୁ ନେଇପାରେ । କିନ୍ତୁ ମଣିଷ ପଇସାକୁ ଉପରକୁ ନେଇଯାଇ ପାରିବ ନାହିଁ ।

8- କ୍ରୋଧ ଏବଂ ଝଡ ସମାନ ହୋଇଥାନ୍ତି । ଶାନ୍ତ ହେବା ପରେ ଯାଇ ଜଣା ପଡିଥାଏ । ଯେ କ୍ଷତି କେତେ ହୋଇଛି ।

9- କିଛି ଅଲଗା କରିବାର ଅଭ୍ଯାସ ଅଛି ମୋର । କାରଣ କଠିନ ପରିସ୍ଥିତିରେ ବି ମୁହଁରେ ହସ ରଖିବାର ଅଭ୍ଯାସ ଅଛି ।

10- ଆଖିର ଲୁହ ସେଇ ଲୋକ ଆଗରେ ବାହାର କରନ୍ତୁ । ଯେଉଁ ଲୋକ ଆପଣଙ୍କ ଲୁହର ମହତ୍ଵ ବୁଝି ପାରିବ । ଏଥିସହ ସମ୍ପର୍କ ମଧ୍ୟ ସେହି ଲୋକଙ୍କ ସହ ରଖନ୍ତୁ । ଯିଏ ସମ୍ପର୍କର ନିବିଡତାକୁ ବୁଝିପାରୁଥିବ ।

ବନ୍ଧୁଗଣ ଆଶା କରୁଛୁ । ଯେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟିଏ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ନିଶ୍ଚିତ ଭାବେ ଶେୟାର କରନ୍ତୁ ।