ନାରୀଙ୍କର ଏହି ୫ଟି ଅଙ୍ଗ ବଡ଼ ହେବା କୋଟିପତି ହେବାର ଲକ୍ଷଣ ହୋଇଥାଏ, ଜାଣନ୍ତୁ ତାହା କଣ ?

ଆମ ସମାଜରେ ନାରୀକୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି । ନାରୀ ବିନା ସୃଷ୍ଟି ର ରଚନା ଅସମ୍ଭବ । ନାରୀକୁ ଦେବତା ରୂପରେ ଆମ ଦେଶରେ ପୂଜା କରାଯାଏ । ନାରୀ ନିଜ ପରିବାରର ସମସ୍ତ ନୀତି ନିୟମକୁ ନେଇ ଚାଲିଥାଏ । ନାରୀ ପାଇଁ ଗୋଟେ ଘର ଘରେ ପରିଣତ ହୁଏ । ଆମ ସମସ୍ତଙ୍କ ଜୀବନରେ ନାରିଙ୍କର ଅବଦାନ ଶ୍ରେୟସ୍କର ।

ଆଜି ଆମେ ଆପଣଙ୍କୁ ଏପରି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପୁରୁଷଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ଧର୍ମ ଶାସ୍ତ୍ରରେ ମହିଳାଙ୍କୁ ଲୋକମାନେ ଲକ୍ଷ୍ମୀ ସ୍ୱରୂପ ବୋଲି ମାନିଥାନ୍ତି । ଶାସ୍ତ୍ର ପୁରାଣରେ ମହିଳାମାନେ ସେମାନଙ୍କର କେଉଁ ଅଙ୍ଗ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏହା ମଧ୍ୟ ଉଲ୍ଲେଖ ରହିଛି । ତେବେ ଚାଲନ୍ତୁ ଜାଣିବା ମହିଳାମାନଙ୍କର କେଉଁ ଅଙ୍ଗ ବଡ ଥିଲେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୧. ବେକ

ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କର ବେକ ଲମ୍ବା ହୋଇଥାଏ ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ରହିବା ଦ୍ଵାରା ଘରେ ଖୁସିର ବାତାବରଣ ରହିଥାଏ ।

୨. ଗଭୀର ନାଭି

ଗଭୀର ନାଭି ଥିବା ମହିଳାମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଆଗମନରେ ଧନପ୍ରାପ୍ତି ହୋଇଥାଏ । ଏମାନେ ଜୀବନସାରା ଆନନ୍ଦ ଦେଇଥାନ୍ତି ଓ ପରିବାରରେ କେବେ ବି ଧନର ଅଭାବ ରହି ନଥାଏ ।

୩. ଲମ୍ବା କାନ

ଯେଉଁ ମହିଳାମାନଙ୍କର କାନ ଲମ୍ବା ହୋଇଥାଏ, ସେମାନେ ମଧ୍ୟ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ଦୀର୍ଘାୟୁ ମଧ୍ୟ ହୋଇଥାନ୍ତି ।

୪. ଲମ୍ବା ଗୋଡ

ଶାସ୍ତ୍ରରେ ଉଲ୍ଲେଖ ଅଛି କି ଯେଉଁ ମହିଳାମାନଙ୍କର ଗୋଡ ଲମ୍ବା ହୋଇଥାଏ ସେମାନେ ଲକ୍ଷ୍ମୀଙ୍କ ପରି ଶୁଭ ହୋଇଥାନ୍ତି ଓ ତାଙ୍କର ପରିବାର ସର୍ବଦା ହସ ଖୁସିରେ ପୁରି ରହିଥାଏ ।

୫. ବଡ ମୁଣ୍ଡ

ଯେଉଁ ମହିଳାମାନଙ୍କର ମୁଣ୍ଡ ବଡ ଥାଏ ସେମାନେ ମଧ୍ୟ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ନିଜ ପରିବାରର ଯତ୍ନ ବହୁତ ଭଲ ଭାବରେ ନେଇଥାନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।