Numerology: ଆପଣଙ୍କ ନାମର ପ୍ରଥମ ଅକ୍ଷର S, H, L, M, C, V ଅଛି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କ ସ୍ଵଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣିହୁଏ । ପ୍ରତ୍ଯେକ ବ୍ୟକ୍ତି ଚାହାନ୍ତି ଜୀବନରେ ଧନୀ ହେବାକୁ ଓ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ କିଛି ବ୍ୟକ୍ତି କମ ପରିଶ୍ରମରେ ମଧ୍ୟ ପ୍ରଚୁର ଫଳ ଲାଭ କଇଥାନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ୬ ଟି ନାମର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଜନ୍ମରୁ ରାଜଯୋଗ ନେଇ ଦୁନିଆକୁ ଆସିଥାନ୍ତି ।

 

ପ୍ରଥମେ ହେଉଛି ଇଂରାଜୀ ଅକ୍ଷର ‘C’ । ଜ୍ଯୋତିଷ ଅନୁସାରେ ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ଜୀବନରେ ରାଜଯୋଗ ରହିଥାଏ ବୋଲି ବିଚାର କରାଯାଏ । ଏମାନେ ନିଜ କାର୍ଯ୍ୟ ପ୍ରତି ବହୁତ ନିଷ୍ଠା ଏବଂ ସଚ୍ଚୋଟ ରୁହନ୍ତି ଓ ଆମ ପରିଶ୍ରମରେ ମଧ୍ୟ ଅଧିକ ଫଳ ଭୋଗ କରନ୍ତି । ଯେତେ ଛୋଟ କାମ ହେଲେ ମଧ୍ୟ ଏମାନେ ନିଷ୍ଠାର ସହ ସମ୍ପନ୍ନ କରନ୍ତି । କଠିନ ଲାଗୁଥିଲେ ମଧ୍ୟ ଏମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି ।

ଦ୍ବିତୀୟରେ ହେଉଛି ‘H’ । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ଭିଡ ଭିତରେ ମଧ୍ୟ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି । ସମାଜରେ ଏମାନଙ୍କ ଛବି ଖୁବ ସ୍ଵତନ୍ତ୍ର ହୋଇଥାଏ । ଏମାନଙ୍କ ଜୀବନରେ ଜନ୍ମରୁ ରାଜଯୋଗ ଲେଖା ହୋଇଥାଏ । ସେଥିପାଇଁ ଏମାନେ ଅଧିକ ମାନସମ୍ମାନ ପ୍ରାପ୍ତ କରିଥାନ୍ତି । କିଛି ସମୟ ଲାଗିଲେ ମଧ୍ୟ ପରିଶ୍ରମ ଓ ଭାଗ୍ୟ ବଳରେ ଏମାନେ ଜୀବନରେ ସବୁକିଛି ହାସଲ କରିଥାନ୍ତି ।

ତୃତୀୟରେ ହେଉଛି ‘L’ । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ସ୍ଵଭାବରେ ବହୁତ ସରଳ ହୋଇଥାନ୍ତି । ଏମାନେ ପଢିବା ଲେଖିବାକୁ ଖୁବ ଗୁରୁତ୍ଵ ଦିଅନ୍ତି । ଭାଗ୍ଯର ଧନୀ ହୋଇଥିବାରୁ ଜୀବନରେ ସମସ୍ତ ସଫଳତା ହାସଲ କରନ୍ତି । ଏମାନେ ବହୁତ ଭାବୁକ ଏବଂ ସଚ୍ଚୋଟ ହୋଇଥାନ୍ତି ।

ଚତୁର୍ଥରେ ହେଉଛି ‘M’ । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ବହୁତ ତୀକ୍ଷଣ ବୁଦ୍ଧି ସମ୍ପନ୍ନ ଓ ସାହାସୀ ହୋଇଥାନ୍ତି । ଏମାନେ କେବେ ହେଲେ ନିଜକୁ କୌଣସି କାର୍ଯ୍ୟରେ ଆମ ବୋଲି ଭାବନ୍ତି ନାହିଁ । ନିଜ ଭାଗ୍ୟ ଓ ପରିଶ୍ରମ ବଳରେ ଏମାନେ ଜୀବନରେ ଖୁବ ସଫଳତା ଲାଭ କରନ୍ତି ।

ପଞ୍ଚମରେ ହେଉଛି ‘S’ । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ବୋଲି ବିବେଚନା କରାଯାଏ । ଏମାନେ ଖୁବ ପରିଶ୍ରମୀ ହେବା ସହ ପ୍ରଚୁର ଧନ ବୈଭବର ଅଧିକାରୀ ହୋଇଥାନ୍ତି । ଏମାନେ ସକାରାତ୍ମକ ଚିନ୍ତା ସମ୍ପନ୍ନ ବ୍ୟକ୍ତି ହୋଇଥିବାରୁ ନିଜ ଆଖପାଖକୁ ମଧ୍ୟ ସକରାତ୍ମକ ରଖିବା କ୍ଷମତା ରଖିଥାନ୍ତି । ଭଲ ସ୍ଵଭାବ କାରଣରୁ ଏମଙ୍କୁ ସର୍ବଦା ଲୋକେ ମନେ ରଖନ୍ତି ।

ଷଷ୍ଠରେ ହେଉଛି ‘V’ । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତି ରାଜଯୋଗ କାରଣରୁ ବହୁତ କମ ସମୟରେ ଏବଂ କମ ପରିଶ୍ରମରେ ଜୀବନରେ ସବୁକିଛି ହାସଲ କରିପାରନ୍ତି । ପ୍ରତ୍ଯେକ କାର୍ଯ୍ୟରେ ସନ୍ତୁଳନ ରଖିବା ଏମାନେ ଭଲ ଭାବେ ଜାଣନ୍ତି । ଏମାନଙ୍କ ଜୀବନରେ କେବେ ଏଲେ ଧନ ଓ ସମ୍ମାନର ଅଭାବ ହୋଇ ନଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।