ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜ ରାଶି ବିଷୟରେ 

ଜୋତିଶ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ବହୁତ ଗୁରୁତ୍ୱ ପୂର୍ଣ ହୋଇଥାଏ । ପୁରୁଣା କାଳରୁ ବିଶ୍ୱାସ ଅଛି ଯେ ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶି ରେ ଥାଏ ସେହି ରାଶି ଅନୁସାରେ ନାମର ପ୍ରଥମ ଅକ୍ଷର ନିର୍ଧାରିତ କରାଯାଇ ଥାଏ । ଅର୍ଥାତ ନାମର ପ୍ରଥମ ଅକ୍ଷର ଅନୁସାରେ ରାଶି ଗଣନା କରାଯାଏ । ଏବେ ଆସନ୍ତୁ ଜାଣିବା ନାଁ ର ପ୍ରଥମ ଅକ୍ଷର ଅନୁସାରେ ରାଶିର ନାମ ବିଷୟରେ ।

ମେଷ

ଯଦି ଆପଣଙ୍କ ନାମ ଚୁ, ଚେ, ଚୋ, ଲା, ଲୀ, ଲୁ, ଲେ, ଲୋ, ଅ ଅକ୍ଷର ରୁ ଆରମ୍ଭ ହେଉଛି ତ ଜାଣି ନିଅନ୍ତୁ କି ଆପଣଙ୍କ ରାଶି ମେଷ ରାଶି ଅଟେ ।

ବୃଷ

ଯଦି ଆପଣଙ୍କ ନାମ ଇ, ଉ, ଏ, ଓ, ବ, ବି, ବୁ, ବେ, ବୋ ଅକ୍ଷରର ଆରମ୍ଭ ହେଉଛି ତେବେ ଆପଙ୍କ ରାଶି ବୃଷ ରାଶି ଅଟେ ।

ମିଥୁନ

ଯଦି ଆପଣଙ୍କ ନାମ କା, କି, କୁ, ଘ, ଛ, କେ, କୋ, ହା ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ରାଶି ମିଥୁନ ରାଶି ଅଟେ ।

କର୍କଟ

ଯଦି ଆପଣଙ୍କ ନାମ ହି, ହୁ, ହେ, ହୋ, ଡା, ଡ଼ି, ଡୁ, ଡେ, ଡୋ ଅକ୍ଷରରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ରାଶି କର୍କଟ ରାଶି ଅଟେ ।

ସିଂହ

ଯଦି ଆପଣଙ୍କ ନାମ ମା, ମି, ମୁ, ମେ, ମୋ, ଟା, ଟୀ, ଟୁ, ଟେ ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ରାଶି ସିଂହ ରାଶି ଅଟେ ।

କନ୍ୟା

ଯଦି ଆପଣଙ୍କ ନାମ ଟୋ, ପା, ପି, ପୁ, ପେ, ପୋ, ଡ, ଢ, ଠ, ଷ ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ରାଶି କନ୍ୟା ରାଶି ଅଟେ ।

ତୁଳା

ଯଦି ଆପଣଙ୍କ ନାମ ରା, ରୀ, ରୁ, ରେ, ରୋ, ତା, ତି, ତୁ, ତେ ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ରାଶି ତୁଳା ରାଶି ଅଟେ ।

ବିଚ୍ଛା

ଯଦି ଆପଣଙ୍କ ନାମ ତୋ, ନା, ନି, ନୁ ନେ, ନୋ, ୟା, ୟି, ୟୁ ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ରାଶି ବିଚ୍ଛା ରାଶି ଅଟେ ।

ଧନୁ

ଯଦି ଆପଣଙ୍କ ନାମ ୟେ, ୟୋ,, ଭା, ଭି, ଭୁ, ଧା, ଫା, ରେ ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ରାଶି ଧନୁ ରାଶି ଅଟେ ।

ମକର

ଯଦି ଆପଣଙ୍କ ନାମ ଭୋ, ଜା, ଜି, ଖୀ, ଖୁ, ଖେ, ଖୋ, ଗା, ଗି, ଅଖଟର ରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ରାଶି ମକର ରାଶି ଅଟେ ।

କୁମ୍ଭ

ଯଦି ଆପଣଙ୍କ ନାମ ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ଅକ୍ଷର ରୁ ଆରମ୍ଭ ତେବେ ଆପଣଙ୍କ ରାଶି କୁମ୍ଭ ରାଶି ଅଟେ ।

ମୀନ

ଯଦି ଆପଣଙ୍କ ନାମ ଦି, ଦୁ, ଥ, ଝ, ଡେ, ଦୋ, ଚା, ଚି ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣଙ୍କ ରାଶି ମୀନ ରାଶି ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।