ନାମର ପ୍ରଥମ ଅକ୍ଷର S ଥିଲେ ଅବଶ୍ୟ ଏହାକୁ ଥରେ ନିଶ୍ଚୟ ପଢନ୍ତୁ, ଭାଗ୍ୟ ବଦଳିଯିବ – Jyotish Shastra

ଆପଣ ମାନେ ଜାଣିଛନ୍ତି କି ମନୁଷ୍ୟ ଜନ୍ମ ହେଲା ପରେ ତାର ନାମ ରକ୍ଷା ଯାଇଥାଏ ଆମେ ପିଲା ମାନଙ୍କୁ ବହୁତ ନାମରେ ଡାକିଥାଉ । ପ୍ରତ୍ୟକ ନାମର କିଛି ପ୍ରଭାବ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ‘ S ‘ ଥିବା ବ୍ୟକ୍ତି ମାନେ କିପରି ଅଟନ୍ତି । ଆଜି ଆମେ ଯାହା ଆପଣଙ୍କୁ କହିବାକୁ ଯାଉଛୁ ତାହା ଆପଣ ହୁଏତ କେବେ ଜାଣିନଥିବେ । ‘ S ‘ ଅକ୍ଷର ନାମ ଥିବା ବ୍ୟକ୍ତି ପ୍ରାତଃ ସିଂହ ରାଶିର ହୋଇଥାନ୍ତି । ଆପଣ ଜାଣି ରଖନ୍ତୁ କି ଯଦି ସିଂହ ଗୋଟିଏ ପାଦ ପଛକୁ ଯାଏ ତେବେ ତାର ଶିକାର କେବେ ହେଲେ ବ୍ୟର୍ଥ ହେବ ନାହିଁ ।

ସେହି ପରି ଯଦି ଆପଣଙ୍କୁ କେହି ପଛରୁ ଟାଣିବାକୁ ଚେଷ୍ଟା କରେ ଆପଣ ତାକୁ ଖାତିର ନକରି ସେଠାରୁ ଦୁଇ ପାଦ ଆଉ ଆଗକୁ ବଢିଯାନ୍ତି । କିନ୍ତୁ ଦୁର୍ବଳ ଲୋକ ହଟି ଯାନ୍ତି କିନ୍ତୁ ସେମାନେ ଏକ ନୂଆ ରାସ୍ତା କରିଥାନ୍ତି । ଏହି ରାଶିର ବା ସ ଅକ୍ଷର ଥିବା ଲୋକେ ବହୁତ ସାହାସୀ ହୋଇଥାନ୍ତି ।

ଏହି ଅକ୍ଷର ଥିବା ବ୍ୟକ୍ତି କାହା ସହିତ ଶତ୍ରୁତା ରଖନ୍ତି ନାହିଁ । ଯଦି ତାଙ୍କ ସହ କେହି ଶତ୍ରୁତା ଆଚରଣ କରେ ତେବେ ସେ ତାକୁ କେବେ ହେଲେ ଛାଡନ୍ତି ନାହିଁ । ସେମାନେ ନିଜ ପରିଚୟ ନିଜେ ସୃଷ୍ଟି କରିଥାନ୍ତି ସେମାନେ କାହାକୁ ଅପେକ୍ଷା କରନ୍ତି ନାହିଁ ବା କାହାର ସାହାର୍ଯ୍ୟ ଲୋଡନ୍ତି ନାହିଁ । ପ୍ରତ୍ୟକ ଲୋକେ କାମ ତ କରିଥାନ୍ତି କିନ୍ତୁ ଯଦି ଆପଣ ତାଙ୍କୁ ଯେଉଁ କାମ ଦେଉଛନ୍ତି ତେବେ ସେହି କାମକୁ ସେ ସମୟ ପୂର୍ବରୁ ହିଁ ସାରିଥାନ୍ତି । ଯେପରି ତାଙ୍କୁ କେହି କହିବା ଆଗରୁ ସେ ସତର୍କ ହୋଇଥାନ୍ତି ।

ସେମାନେ ନିଜ ଅଲଗା ପରିଚୟ ବନାଇବାରେ ସବୁଠୁ ବେଶି ରୁଚିଥାଏ । ଏହି ବ୍ୟକ୍ତି ଦେଖାଇ ହେବା ପାଇଁ ଜମା ଚାହାନ୍ତି ନାହିଁ । ଏମାନେ ସବୁବେଳେ ବିଶ୍ଵସନୀୟ ହୋଇ ରହିଥାନ୍ତି । ସେମାନଙ୍କ ସହ ଯେଉଁ ମାନେ ମିଶିଥାନ୍ତି ସେମାନେ ତାଙ୍କ ଜୀବନ ଶୈଳୀ ମଧ୍ୟ ବହୁତ ଭଲ କରିଥାନ୍ତି ସେମାନେ ବହୁତ ସାହାର୍ଯ୍ୟ ମଧ୍ୟ କରନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ସେମାନଙ୍କୁ ଶ୍ରେଷ୍ଠ ଓ ସଂମାନିତ ଲୋକ ହେବାର ବହୁତ ପସନ୍ଦ ଅଟେ ।

ଏହି ନାମର ଲୋକ ମାନେ ସବୁବେଳେ ହସ ମୂହରେ ରହିବା ସହିତ ବହୁତ ଶୀଘ୍ର ନିଜ ପାଖକୁ ସମସ୍ଥଙ୍କୁ କରିଥାନ୍ତି ଓ ବହୁତ ରଚନାତ୍ମକ ବ୍ୟକ୍ତି ଅଟନ୍ତି । ଆପଣ କାହା ଦୁଖ ଦେଖି ରହିପାରନ୍ତି ନାହିଁ ସାହାର୍ଯ୍ୟ କରିବାରେ ସବୁ ସମୟରେ ଆପଣ ଆଗରେ ଥାନ୍ତି । ଆପଣଙ୍କୁ କାହା ଅଧୀନରେ ରହି କାମ କରିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ନିଜ ଜୀବନର କିଛି ମହତ୍ୟ ପୂର୍ଣ୍ଣ ଜିନିଷକୁ ବହୁତ ବୁଦ୍ଧିମାନ ସହିତ ଗ୍ରହଣ ଓ କାମ କରନ୍ତି ।

ଯେକୌଣସି ଲୋକ ହେଉନା କାହିଁକି ତାଙ୍କ ସହ କଥା ଦେବା ସମୟରେ ସେ ତାଙ୍କୁ ଏପରି ବ୍ୟବହାର କରନ୍ତି ଯେପରି ସେ ତାଙ୍କ ବନ୍ଧୁ ଅଟନ୍ତି ସେଥିପାଇଁ ତାଙ୍କୁ ବହୁତ ଲୋକ ପସନ୍ଦ କରନ୍ତି ସେମାନେ ଯାହା କୁହନ୍ତି ତାଙ୍କ କଥା ସମସ୍ତ କଥା ରଖନ୍ତି । ସେମାନେ କାହା ବିଷୟରେ ଶୁଣିବାକୁ ଭଲ ପାନ୍ତି ନାହିଁ ବା ତାଙ୍କ ଆଗରେ ଯଦି କେହି କାହା ବିଷୟରେ ଖରାପ କୁହନ୍ତି ତେବେ ସେ ସେହି ଜାଗାରେ ରୁହନ୍ତି ନାହିଁ । ଏମାନଙ୍କର ହୃଦୟ ବହୁତ ସଫା ହୋଇଥାଏ । ସେମାନଙ୍କ ମିତ୍ର ଯଦି କେହି ବିପଦରେ ଥାଏ ତେବେ ସେ ତୁରନ୍ତ ତାକୁ ସାହାର୍ଯ୍ୟର ହାତ ବଢାଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।