ମଣିଷ ଏହି ପୃଥିବର ଏକ ଏଭଳି ପ୍ରାଣୀ ଜିଏକି ନିଜର ପ୍ରତେକ ଖୁସି ସୁଖ ଓ ସଂଭୋଗ ପାଇ ପ୍ରକୃତିକୁ ବ୍ୟବହାର କରିଥାଏ । ମଣିଷ ନିଜେ ମଧ୍ୟ ପ୍ରକୃତିରୁ ଜନ୍ମିଛି । ମଣିଷକୁ ଗଢିବା ସମୟରେ ବିଧାତା ଅନେକ ଯତ୍ନରେ ଗଢିଛି । ଏହାର ପ୍ରତେକ ଅଙ୍ଗରେ କିଛି ମହତ୍ଵ ରଖିଛି । ଯଦି ନିଜକୁ କେବେ ଆଇନା ରେ ଦେଖିବେ ଜାଣି ପାରିବେ କେମିତି ଭାବେ ଆମର ଶରୀରକୁ ବନା ହୋଇଛି । ଶରୀରର କେତେକ ଅଙ୍ଗରୁ ଆମେ ଅନେକ କିଛି ଜାଣି ଥାଉ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।
ଅଧା ଚାନ୍ଦ ଯାହା ଆମ ନଖରେ ଥାଏ । ଏଖାକୁ ଲାଟିନରେ ଲୋବୁଲା କୁହା ଯାଏ । ଏହା ଆମକୁ ସ୍ଵାସ୍ଥ ବିଷୟରେ କହି ଥାଏ । ଯଦି ଆପଣଙ୍କ ନଖରେ ଏକରୁ ଅଧିକ ଚାନ୍ଦ ଅଛି ତେବେ ଆପଣଙ୍କ ସ୍ଵାସ୍ଥ ଭଲ ରହିବ । ଯଦି ଏହି ଚାନ୍ଦ କମି ଯାଏ ତେବେ ଆପଣଙ୍କ ଶରୀରରେ ମଧ୍ୟ ଅବନତି ଆସି ପାରେ ।
ଯାହାର ନଖରେ ଧଳା ରଙ୍ଗ ଅଧିକ ବଢି ଥାଏ ସେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଭଲ ରହି ଥାଏ । ସେମାନେ ନିଜର ଖ୍ଯାତି ଓ ସମ୍ମାନ ବଢାଇ ଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯାହାର ଯେତେ ଧଳା ଭାଗ ଥିବ ସେତେ ଭଲ ଆପଣଙ୍କ ଜୀବନ ହେବ । ଯେଉଁ ସ୍ତ୍ରୀ ର ଲାଲୀ ଓ ଛେତା ହୋଇ ଥାଏ ସେ ଲକ୍ଷ୍ମୀ ବନ୍ତ ଅଟେ ।
ଯେଉଁ ପୁରୁଷର ନଖ ଛୋଟ ଅଟେ ତାକୁ ଆଖି ଓ ଗଳାର ବେମାରି ରହି ଥାଏ । ଛୋଟ ଓ ହଳଦିଆ ନାଖର ବ୍ୟକ୍ତି ମାନେ ସ୍ଵାଭାବରେ ଅଧିକ ଚାଲାକ ଓ ସ୍ଵାର୍ଥ ପର ଅଟନ୍ତି । ଗୋଲ ନଖ ବାଲା ଲୋକ ମାନେ ଅଧିକ ବୁଧିଆ ଓ ଜଲ୍ଦି ନିଜର ନିସ୍ପତି ନେଇ ପାରନ୍ତି । ତେବେ ଲମ୍ବା ଓ ପତଳା ନଖ ବାଲା ଲୋକମାନେ ନିଜର ସ୍ଵଭାବକୁ ଲୁଚାନ୍ତି ଏମାନେ ଜଲ୍ଦି ନିଜର ନିସ୍ପତି ନେଇ ପାରନ୍ତିନି।
ଏମାନଙ୍କ ଏଇ ସ୍ଵଭାବ ପାଇଁ ସେମାନେ ଅନେକ ସମୟରେ ଅସୁବିଧାରେ ପଡନ୍ତି । ଏହି ଭଳି ଲୋକ ନିଶା ମଧ୍ୟ କରନ୍ତି ଯାହା ପାଇଁ ତାଙ୍କ ପରିବାର ଲୋକ ମାନେ ଅସୁବିଧା ଭୋଗ କରନ୍ତି । ଛୋଟ ଅଙ୍ଗୁଳି ଓ ଗଣ୍ଠି ଥିବା ଲୋକ ମାନଙ୍କ ନଖ ଅନେକ ସମୟରେ ଛୋଟ ଥାଏ । ଏମାନେ ଅନ୍ୟଙ୍କୁ ନିଜର ଇସାରରେ ନଚେଇ ଥାନ୍ତି । ଏମାନେ ସ୍ଵଭାବରେ ଭଲ ଥିଲେ ବି ଏମାନଙ୍କୁ ସହଜରେ ବିଶ୍ଵାସ କରିହେବ ନାହିଁ ।
କଠୋର ନଖ ବାଲା ଲୋକ ମାନେ ବହୁତ ଜିଦିଆ ଥାନ୍ତି ଏମାନେ ଥରେ ଯାହା ଭାବି ନେବେ ତାହା କରିବେ ସେ ଭୁଲ ହେଉକି ଠିକ ତାଙ୍କୁ ଫରକ ପଡେନି । ଏମାନେ ଅନେକ ସମୟରେ ଝଗଡା ମଧ୍ୟ କରିଥାନ୍ତି । ନଖରେ ଥିବା ଧଳା ରଙ୍ଗ ପ୍ରେମ ବିଷୟରେ କୁହେ ମଧ୍ୟ । ଏହା କେବଳ ଖୁସି ନୁହେଁ ଅପଯଶ ମଧ୍ୟ ଆଣିଦିଏ । ଅଧିକ ଧଳା ନଖ ଲିଭର ଓ ହୃଦୟର ରୋଗ ବିଷୟରେ କୁହେ । ହଳଦିଆ ନଖ ଅପପୁଷ୍ଟି ବିଷୟରେ କୁହେ । ନୀଳ ନଖ ଶରୀରରେ ଅକସିଜେନ କମ ଥିବାର ଲକ୍ଷଣ ଅଟେ । ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ସୂଚନା କିଭଳି ଲାଗିଲା କହିବେ ଓ ପେଜକୁ ଲାଇକ କରିବେ ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ