ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଭିଭୋ (Vivo) କେଉଁ ଦେଶର କମ୍ପାନୀ ଅଟେ ?
ଉ: ଚାଇନାର କମ୍ପାନୀ ଅଟେ ।
୨- କ୍ଷେତ୍ରଫଳ ଦୃଷ୍ଟିରୁ ଦୁନିଆର ସବୁଠୁ ବଡ ଦେଶ କଣ ଅଟେ ?
ଉ: ଋଷ ସବୁଠୁ ବଡ ।
୩- ଆମ ଶରୀରର କେଉଁ ଅଙ୍ଗ ସବୁବେଳେ ଓଦା ରହିଥାଏ ?
ଉ: ଜିଭ ସବୁବେଳେ ଓଦା ରୁହେ ।
୪- ଇଣ୍ଡିଆ ବ୍ୟାଣ୍ଡ ଇକ୍ୟୁଟି ଫଣ୍ଡ କେବେ ସ୍ଥାପନ ହୋଇଥିଲା ?
ଉ: ୧୯୯୬ ମସିହାରେ ।
୫- କେଉଁ ଗଛ ମାଂସ ଖାଇଥାଏ ?
ଉ: ଭେନ୍ସ ଫ୍ଲାଇ ଟ୍ରାପ ।
୬- କେଉଁ ଦେଶର ଲୋକ ଭାରତ ବୁଲି ପାରିବେ ନାହିଁ ?
ଉ: ଉତ୍ତର କୋରିଆର ଲୋକେ ।
୭- ପାକିସ୍ତାନର ସାବୁଠୁ ଧନୀ ବୟକତି କିଏ ?
ଉ: ସାହିଦ ଖାନ ସବୁଠୁ ଧନୀ ।
୮- ରାବଣର ପ୍ରକୃତ ନାମ କଣ ଥିଲା ?
ଉ: ଦଶ ଗ୍ରୀବ ।
୯- ଭାରତରେ ପ୍ରଥମେ କେବେ IAS ପରୀକ୍ଷା ହୋଇଥିଲା ?
ଉ: ୧୯୫୦ ମସିହାରେ ।
୧୦- କେଉଁ ଜିନିଷକୁ ପିଇଲେ ସକାଳୁ ସକାଳୁ ସତେଜ ଲାଗିଥାଏ ?
ଉ: ଚାହା ପିଇଲେ ।
୧୧- କେଉଁ ପଶୁ ସବୁଠୁ ଅଧିକ ଦୟାଳୁ ବୋଲି କୁହାଯାଏ ?
ଉ: ହାତୀ ସବୁଠୁ ଅଧିକ ଦୟାଳୁ ।
୧୨- ମନୁଷ୍ୟ ମସ୍ତିଷ୍କର ଓଜନ କେତେ ଅଟେ ?
ଉ: ୧୩୫୦ ଗ୍ରାମ ।
୧୩- ଏମିତି କେଉଁ ଜିନିଷ ଅଛି ଯାହାକୁ ସମସ୍ତେ ଅନ୍ଧାରରେ ହିଁ କରିଥାନ୍ତି ?
ଉ: ଆଲୋକ ଜଳେଇବା ।
୧୪- ଓଡିଶାର କେଉଁ ଜିଲ୍ଲାରେ ଚନ୍ଦ୍ରଭାଗରେ ମାଘ ସପ୍ତମୀ ପାଳନ କରାଯାଏ ?
ଉ: ପୁରୀ ରେ ପାଳନ କରାଯାଏ ।
୧୫- ମହାତ୍ମା ଗାନ୍ଧୀଙ୍କ ହତ୍ୟା କେବେ ହୋଇଥିଲା ?
ଉ: ୧୯୨୮ ମସିହାରେ ।
୧୬- ଭାରତର କେଉଁ ରାଜ୍ୟ ରାଜ୍ୟରେ ପ୍ରଥମେ କରୋନା ଚିହ୍ନଟ ହୋଇଥିଲା ?
ଉ: କେରଳରେ ।
୧୭- ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ପୁରୀରର କୋଣାର୍କରେ ଅବସ୍ଥିତ ।
୧୮- କେଉଁ ଜୀବ ଠିଆ ହୋଇ ଶୋଇପାରେ ?
ଉ: ଘୋଡା ଠିଆ ହୋଇ ଶୁଏ ।
୧୯- କେଉଁ ପ୍ରାଣୀ ଆଖି ମେଲା କରି ଶୁଏ ?
ଉ: ମାଛ ଆଖି ମେଳା କରି ଶୁଏ ।
୨୦- ନଦୀ ଅଛି ପାଣି ନାହିଁ, ଜଙ୍ଗଲ ଅଛି ଗଛ ନାହିଁ, ସଡକ ଅଛି ଗାଡି ନାହିଁ, ସହର ଅଛି ଘର ନାହିଁ ?
ଉ: ମାନଚିତ୍ରରେ ନଦୀ ଅଛି ପାଣି ନାହିଁ, ଜଙ୍ଗଲ ଅଛି ଗଛ ନାହିଁ, ସଡକ ଅଛି ଗାଡି ନାହିଁ, ସହର ଅଛି ହେଲେ ଘର ନାହିଁ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।