ଓଡିଶା ରାଜନୀତି ଇତିହାସରେ ଏକ ବଡ କଳଙ୍କ ଲାଗିସାରିଛି, ଯାହା ବର୍ତ୍ତମାନ ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରି ଦେଇଛି । ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ guli କରି hatya କରିଛନ୍ତି ଜଣେ ପୋଲିସ ASI । ଗତକାଲି ଦିନ ପ୍ରାୟ ସାଢେ 12ଟା ସମୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଝାରସୁଗୁଡାରୁ ବ୍ରଜରାଜନଗର ଅଭିମୁଖେ ଯାଉଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଗାନ୍ଧୀଛକରେ ସେ ଗାଡିରୁ ଓହ୍ଲାଇବା ପରେ ଜିନ୍ଦାବାଦ ସହ ବେକରେ ଫୁଲମାଳ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା ।

ହେଲେ ଏହାରି ଭିତରେ ତା ସାଙ୍ଗକୁ guli mada ବି ହୋଇଥିଲା । କେହି କିଛି ହଠାତ ଭିଡ ଭିତରୁ ଦୁଇଟି guli ଆସି ନବଙ୍କ ଛାତି ଭିତରେ ଫୁ-ଟି ଯାଇଥିଲା । ସେଠାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନିଆ ଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇ ଗ୍ରୀନ କରିଡର ପ୍ରସ୍ତୁତ କରା ଯାଇଥିଲା ଓ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ନିଆ ଯାଇଥିଲା । ସେଠାରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିବାରେ ନିୟୋଜିତ ହୋଇଥିଲେ ।
କିନ୍ତୁ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲେନି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ନବ ଦାସଙ୍କୁ ମାତ୍ର 4 ତୁ 5 ଫୁଟ୍ ଦୂରରୁ ଗୁଳି କରା ଯାଇଥିବା ବେଳେ ତାଙ୍କ ହାର୍ଟରେ ଆଘାତ ଲାଗିଥିଲା । ନବ ଦାସଙ୍କ ଏଭଳି ମୃ-ତ୍ୟୁ-ରେ ବର୍ତ୍ତମାନ ସାରା ଓଡିଶା ମ୍ରିୟମାଣ ହୋଇପଡିଛି । ରାଜ୍ୟ ରାଜନୀତିକୁ ଏକ ଶକ୍ତ ଆଘାତ ଲାଗିଛି ।

ଜଣେ ଶକ୍ତିଶାଳୀ ନେତାଙ୍କୁ ବିଚ୍ ସଡକରେ ଏଭଳି ହ-ତ୍ୟା କରାଯିବା ନିହାତି ଭାବେ ଏକ ଚିନ୍ତାର ବିଷୟ । ତାଙ୍କୁ guli ମାରିଥିବା ଅପରାଧୀ ପୁଣି ଖୋଦ ଜଣେ ପୋଲିସ କର୍ମଚାରୀ । ତେବେ ନବ ଦାସଙ୍କୁ ପୋଲିସ ASI ଜଣକ କାହିଁକି guli ମା-ରି-ଲେ ସେନେଇ ବର୍ତ୍ତମାନ ଯାଏଁ କୌଣସି କାରଣ ସ୍ପଷ୍ଟ ହୋଇ ପାରିନାହିଁ । ବିଜେଡିର ସମସ୍ତ ନେତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ମୃ-ତ୍ୟୁ-ରେ ଶୋକ ପ୍ରକାଶ କରିଛନ୍ତି । ନବ ଦାସଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ବାପାଙ୍କ ଏଭଳି ମୃ-ତ୍ୟୁ-ରେ ଭାଙ୍ଗି ପଡିଛନ୍ତି ।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମ-ର-ଶ-ରୀ-ର-କୁ ଆଜି ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ଗାର୍ଡ ଅଫ୍ ଅନର୍ ରେ ସମ୍ମାନିତ କରାଯାଇଛି । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓ ସସମ୍ମାନେ ତାଙ୍କର ଶେଷଯାତ୍ରା ଆୟୋଜିତ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।