ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବାକୁ ମଧ୍ୟ ଲାଜ କରନ୍ତି ତାହା କଣ ? Odia Gk

ନମସ୍କାର ବନ୍ଧୁଗଣ । ସାଧାରଣ ଜ୍ଞାନ ମଣିଷ ଜୀବନରେ ଜ୍ଞାନର ପରିମାଣକୁ ବୃଦ୍ଧି କରିଥାଏ । ଏହା ରାଜନୈତିକ ,ସାମାଜିକ ,ବ୍ୟାପାର ଓ ବାଣିଜ୍ୟ କ୍ଷେତ୍ରରେ ଆମକୁ ଆବଶ୍ୟକ ହୁଏ । ତେଣୁ ସମସ୍ତେ ଲୋକେ ଏହାକୁ ଜାଣିବା ଉଚିତ୍ । ବିଦ୍ୟାଳୟରେ ପାଠ ପଢୁଥିବା ପିଲାମାନେ ମୋଳିକ ଜ୍ଞାନ ସହ ସାଧାରଣ ଜ୍ଞାନ ସମ୍ବନ୍ଧରେ ଜାଣିବା ଦ୍ଵାରା ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । ତେବେ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସୁଛି ମଜାକ ଦାର କୁଇଜ୍ ପ୍ରତିଯୋଗୀତା । ଉତ୍ତର ଆସୁଥିବା ଲୋକମାନେ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ ଓ ନିଜ ଜ୍ଞାନର ଟେଷ୍ଟ କରନ୍ତୁ । ତେବେ ଆସନ୍ତୁ ଆଉ ବିଳମ୍ବ ନ କରି ଆରମ୍ବ କରିବା ।

1- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ  ନୁହେଁ ଲାଞ୍ଜ ଧରି ଖେଳନ୍ତି ସମସ୍ତେ । ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର :  ଲାଞ୍ଜ ନଥାଏ ବା କାନ୍ଦେନି ତାହା ହେଲା ବେଲୁନ।

2- ସେ କିଏ ମୁଣ୍ଡ ନାହିଁ ତଥାପି କ୍ୟାପ୍ ପିନ୍ଧେ ?

ଉତ୍ତର :   ବୋତଲର ମୁଣ୍ଡ ନାହିଁ ତଥାପି କ୍ୟାପ୍ ପିନ୍ଧେ ।

3- ମୁଁ ଜଣେ ମଣିଷ କୁ ଦୁଇ ଜଣ କରିଦିଏ , ମୁଁ କିଏ ?

ଉତ୍ତର : ଆଇନା ମଣିଷ କୁ ଦୁଇ ଜଣ କରିଥାଏ ।

4- କେଉଁ ଜୀବର ପାଦ ନାହିଁ କିନ୍ତୁ ଚାଲିପାରେ । କାନ ନାହିଁ କିନ୍ତୁ ଶୁଣିପାରେ ?

ଉତ୍ତର : ସାପ ର ପାଦ ନାହିଁ କିନ୍ତୁ ଚାଲିପାରେ ଓ କାନ ନାହିଁ କିନ୍ତୁ ଶୁଣିପାରେ ।

 

5- ସେ କିଏ ଯିଏ ସବୁବେଳେ ତା ମୁହଁକୁ ଭୁଇଁରେ ଘସୁଥାଏ ?

ଉତ୍ତର : ଝାଡୁ ସବୁବେଳେ ତା ମୁହଁକୁ ଭୁଇଁରେ ଘସୁଥାଏ ।

6- କେଉଁ ଦୀପ ଜଳେ ନାହିଁ ?

ଉତ୍ତର : ପାରାଦୀପ ଜଳେ ନାହିଁ ।

7- ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରାରେ ଶୁଖେ ନାହିଁ ?

ଉତ୍ତର : ଝାଳ ପାଣି ହେଲେ ମଧ୍ୟ ଖରାରେ ଶୁଖେ ନାହିଁ ।

 

8- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର : ଅନ୍ଧ ଲୋକଙ୍କ ବାଡ଼ି ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ।

9- ରାମୁର ବାପାଙ୍କ ତିନି ପୁଅ । ପ୍ରଥମଟିର  ନାମ ଜୁନ ,ଦ୍ଵିତୀୟଟିର  ନାମ ଜୁଲାଇ,ତୃତୀୟଟିର ନାମ କଣ ?

ଉତ୍ତର :  ତୃତୀୟ ପୁଅର ନାମ ରାମୁ ।

10 – ନଧୋଇ ସମସ୍ତେ ଖାଆନ୍ତି ଖାଇସାରି ଅନୁତାପ କରନ୍ତି କହିବାକୁ ମଧ୍ୟ ଲାଜ କରନ୍ତି ତାହା କଣ ?

ଉତ୍ତର :  ତାହା ହେଉଛି ଚପଲ /ଜୋତା ।

ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ୍ କୁ ଲାଇକ,ଶେୟାର ଓ କମେଣ୍ଟ କରନ୍ତୁ ।