“ମୋତେ ସମସ୍ତେ କୁହନ୍ତି ରଶ୍ମିକା ମନ୍ଦନା ଭଳି ଦେଖାଯାଏ ..ହେଲେ ମୁଁ ମନା କରେ “ତେଜୁ Rashmika Mandana

ନମସ୍କାର ବନ୍ଧୁଗଣ । ଅନେକ ସମୟରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥାଏ । ତେବେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ସୋସିଆଲ ମିଡିଆରେ ନିଜର ଋଲ୍ସ ସେୟାର କରିଥାନ୍ତି । ଯାହା ପାଇଁ ସେମାନେ ଖୁବ ଲୋକଲୋଚନ କୁ ଆସିଥାନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଜଣେ ଯୁବତୀ ଙ୍କର ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି ।

ସୂଚନା ଅନୁଯାୟୀ ସୋସିଆଲ ମିଡିଆରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଙ୍କ ଭଳି ଦେଖା ଯାଉଥିବା ଜଣେ ଯୁବତୀ ଆଜି ମ୍ୟୁଜିକ ଭିଡିଓ କରିବାକୁ ଯାଉଛନ୍ତି ମିଟୁ ମିଥୁନ ଙ୍କ ସହ । ଯାହାକୁ ନେଇ ସେ ବେଶ ଚର୍ଚ୍ଚା କୁ ଆସିଛନ୍ତି । ଆଉ ସେହି ଯୁବତୀ ଙ୍କୁ ଅନେକ ଥର ଇଂଷ୍ଟାଗ୍ରାମ ରେ ସମସ୍ତେ ଦେଖିଥିବେ । ତେବେ ସାଉଥ ଇଣ୍ଡଷ୍ଟ୍ରି ର ହିରୋଇନ ରଶ୍ମିକା ମନ୍ଦାନା ଙ୍କ ଭଳି ଦେଖା ଯାଉଥିବା ଯୁବତୀ ଜଣକ ଙ୍କର ପ୍ରକୃତ ନାଁ ହେଉଛି ତେଜୁ ।

ତେଜୁ ଗଣମାଧ୍ୟମ ରେ ରଶ୍ମିକା ମନ୍ଦାନା ଙ୍କ ଭଳି ଦେଖା ଯାଉଥିବା ନେଇ ନିଜର ମତ ଦେଇଛନ୍ତି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ତେଜୁ କହିଛନ୍ତି ଯେ ” ସମସ୍ତେ କୁହନ୍ତି ମୋତେ ରଶ୍ମିକା ମନ୍ଦାନା କିନ୍ତୁ ମୁଁ କିଛି କୁହେ ନାହିଁ । ଆଉ ଜଣ ଜଣଙ୍କର କମେଣ୍ଟ ଶୁଣି ଖରାପ ବି ଲାଗେ । ମିଟୁ ଭାଇ ଙ୍କ ସହ ଏଟା ମୋର ପ୍ରଥମ ମ୍ୟୁଜିକ ଭିଡିଓ ରହିବ ।

ମୋତେ ବହୁତ ଭଲ ଲାଗୁଛି । ଦର୍ଶକ ମାନଙ୍କୁ ମୋର ଅନୁରୋଧ ଏ ଗୀତ କୁ ଦେଖନ୍ତୁ ଆଉ ଶୁଣନ୍ତୁ । ଏଟା ମୋର ପ୍ରଥମ ଥର ପାଇଁ ରହିବ । ପ୍ରଥମ ଥର କରୁଛି ନିଶ୍ଚୟ ନରଭସ ଲାଗିବ । ମୁଁ ତ ଏ ଗୀତ ରେ ହିରୋଇନ ଅଛି । ମିଟୁ ଭାଇ ମୋ ବାପା ହୋଇଛନ୍ତି ଏହି ଗୀତ ରେ । ମିଟୁ ଭାଇ ଏହି ସିନ ରେ କମେଡି କରୁଛନ୍ତି । ଗୀତ ଟି ବହୁତ ଭଲ ହୋଇଛି ସମସ୍ତେ ଦେଖନ୍ତୁ ଓ ଶୁଣନ୍ତୁ ।

ଆମେ ଆମର ବେଷ୍ଟ ଦେବାକୁ ଚେଷ୍ଟା କରିଛୁ । ସାମୀ ସାମୀ ଗୀତ ଟି କରିବାକୁ ମୁଁ କେବେ ବି ଚେଷ୍ଟା କରି ନାହିଁ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।