ମୋବାଇଲ ଟର୍ଚ୍ଚ ଲାଇଟ ପକେଇ କଦଳୀ ଗଛକୁ ହାଣୁଥିଲା ଶିବ, ଶିବର ଏହି ଭୟଙ୍କର ଗୁମର କଥା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ମାହାଙ୍ଗା କୁସୁପୂର ଗଣହତୟଆ ମାମଲାର ଅନେକ ଗୁମର ଫିଟିବାରେ ଲାଗିଛି । ଶୁଣିବାକୁ ମିଳିଛି କି ୬ ମାସରେ ପ୍ରାୟ ୫ ଥର କଟୁରୀକୁ ଶାଣ ଦେଇଛି ଅଭିଯୁକ୍ତ ଶିବ । ରାତିରେ ମରର୍ଡର କରିବ ବୋଲି ସେ ଆଗୁଆ ଯୋଜନା କରିଥିଲା । ଘଟଣା ଦିନ ରାତିରେ ସେ ଘରର ମେନ୍ ସୁଇଚ୍ ଅଫ୍ କରି ଘରକୁ ଅନ୍ଧାର କରି ଦେଇଥିଲା । ମୋବାଇଲ ଟର୍ଚ୍ଚ ଲାଇଟ ପକାଇ ସମସ୍ତଙ୍କ ଆଖିକୁ ଜଳକା କରିଥିଲା ଶିବ। ମରର୍ଡର କରିବା ପୂର୍ବରୁ ସେ କଦଳୀ ଗଛକୁ ହାଆଣିଇ ମରର୍ଡର ଅଭ୍ଯାସ କରୁଥିଲା ।

କୁସୁପୂର ଗଣହତୟଆର ରାକ୍ଷସ ଶିବ ପୋଲିସ ରିମାଣ୍ଡରେ ଥିବା ବେଳେ ଅନେକ ରହସ୍ୟ ଉନ୍ମୋଚନ କରିଛି । ଶିବର ଏହି ହତୟଆକାଣ୍ଡ ଯେ କେତେ ଭୟଙ୍କର ଓ କିଭଳି ଭାବେ ଯୋଜନାବଦ୍ଧ ତାହା ଶୁଣିବା ଲୋକକୁ ହତବାକ୍ କରି ଦେଉଛି । ଶିବ ତା’ର ବଡ ଭାଇ ଅଲେଖ ସମେତ ତାଙ୍କ ପରିବାରକୁ ସମୂଳେ ନାଶ କରିବା ପାଇଁ ୬ ମାସ ପୂର୍ବରୁ ଘଟଣା ରାତି ପର୍ଯ୍ୟନ୍ତ କଟୁରୀକୁ ପ୍ରାୟ ୫ ଥର ଶାଣ ଦେଇଛି । ଶାଣ କରି ସହଜରେ କାଟିବା ପାଇଁ କଟୁରୀକୁ ଅତ୍ୟନ୍ତ ଧାରୁଆ କରିଥିଲା ।

ଦିନ ନୁହେଁ ବରଂ ରାତିରେ ହିଁ ଏଭଳି ଘଟଣା ଘଟାଇବାକୁ ଯୋଜନା କରିଥିଲା ଶିବ । ରାତିର ଘନ ଅନ୍ଧକାର ଭିତରେ ଏହି କାଣ୍ଡ ଘଟାଇବାକୁ ଚାହିଁଥିଲା ଅଭିଯୁକ୍ତ । ଏଥିପାଇଁ ସେ ଘଟଣା ରାତିରେ ଘରର ମେନ୍ ସୁଇଚ୍ ଅଫ୍ କରି ଦେଇଥିଲା ଆଉ ମୋବାଇଲ ଟର୍ଚ୍ଚ ଲାଇଟ ପକାଇ ସମସ୍ତଙ୍କ ଆଖିକୁ ଜଳକା କରିବାକୁ ଚେଷ୍ଟା କରିଥିଲା । ଏହାପରେ କଦଳୀ ଗଛକୁ ହାଆଣିଇବା ପରି ବଡ ଭାଇ ଅଲେଖଙ୍କ ପରିବାରର ଜଣକ ପରେ ଜଣଙ୍କୁ ହାଆଣିଇ ଚାଲିଥିଲା ।

ଆଉ ଏଥିପାଇଁ ସେ ପୂର୍ବରୁ ଅଭ୍ଯାସ ମଧ୍ୟ କରିଥିଲା । ପଚରା ଉଚରା ବେଳେ ଜଣା ପଡିଥିଲା ଯେ ହତୟଆକାଣ୍ଡ ପୂର୍ବରୁ ଅନେକ ସମୟରେ ଶିବ କିଟକିଟ୍ ଅନ୍ଧାରରେ ବାଡିକୁ ଯାଇଥାଏ । ଆଉ ସେଠାରେ ମୋବାଇଲର ଟର୍ଚ୍ଚ ଲାଇଟ ପକାଇ କଦଳୀ ଗଛ ସବୁକୁ ହାଣୁଥାଏ । ଏଥିରୁ ଆପଣ ଚିନ୍ତା କରି ପାରୁଥିବେ କି ଶିବର ହତୟଆକାଣ୍ଡ କେତେ ନୃଶଂସ ଥିଲା । ତା’ ମନରେ ବଡ ଭାଇ ଅଲେଖଙ୍କ ପରିବାର ପ୍ରତି କେତେ ହିଂସା ଓ ଘୃଣା ଭାବନା ଥିଲା ଯେଉଁଥି ପାଇଁ ସେ ଏହି ନରସଂହାର କରିବାକୁ ପଛାଇ ନଥିଲା ।

ଶିବର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଜେଲ୍ ପଠାଇ ଦିଆଯାଇଛି । ଆବଶ୍ୟକ ହେଲେ ତାକୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ମାହାଙ୍ଗା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।