ବନ୍ଧୁଗଣ ଆମ ଦେଶ ଦୁନିଆରେ ଅନେକ ସାରା ଗୁରୁତ୍ଵପୂର୍ଣ୍ଣ କଥା ରହିଛି । ଯାହାର ଜ୍ଞାନ ଆମ ପାଖରେ ରହିବା ନିତାନ୍ତ ଜରୁରୀ ହୋଇଥାଏ । କାରଣ ଜ୍ଞାନର ଆବଶ୍ୟକା ସମସ୍ତ କ୍ଷେତ୍ରରେ ଦରକାର ପଡିଥାଏ । ଯେଉଁ ବ୍ୟକ୍ତି ପାଖରେ ଅଧିକ ଜ୍ଞାନ ରହିଥାଏ । ସେହି ବ୍ୟକ୍ତି ସବୁ କ୍ଷେତ୍ରରେ ଆଗୁଆ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଭାରତର କିଛି ପ୍ରମୁଖ ଲୋକଙ୍କର ନାମ ଆଜି ଆମେ ଆପଣଙ୍କୁ ଏହି ସାଧାରଣ ଜ୍ଞାନ ପୋଷ୍ଟ ମାଧ୍ୟମରେ କହିବାକୁ ଯାଉଛୁ ।
1- ହେଲିକପ୍ଟରରେ ସମୁଦାୟ କେତୋଟି ସିଟ ରହିଥାଏ ?
ଉତ୍ତର;- ହେଲିକପ୍ଟରରେ ସମୁଦାୟ 12 ଟି ସିଟ ରହିଥାଏ ।
2- ଲାଲକିଲ୍ଲା ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ରହିଛି ?
ଉତ୍ତର;- ଲାଲକିଲ୍ଲା ଭାରତ ବ୍ଯତୀତ ପାକିସ୍ତାନର ଲାହୋର ଠାରେ ରହିଛି ।
3- କେଉଁ ଦେଶରେ କ୍ଷୀର ବିକିବା ଅପରାଧ ଅଟେ ?
ଉତ୍ତର;- ଫିନଲାଣ୍ଡ ଦେଶରେ କ୍ଷୀର ବିକିବା ଅପରାଧ ଅଟେ ।
4- କେଉଁ ପ୍ରାଣୀର ହାତ କଟିଗଲେ । ସଙ୍ଗେ ସଙ୍ଗେ ଆଉ ଗୋଟେ ହାତ ଆସିଯାଇଥାଏ ?
ଉତ୍ତର;- ପ୍ରଜାପତି ।
5- ମେଘର ଘର ଭାରତର କେଉଁ ରାଜ୍ୟକୁ କୁହାଯାଇଥାଏ ?
ଉତ୍ତର;- ମେଘର ଘର ଭାରତର ମେଘାଳୟ ରାଜ୍ୟକୁ କୁହାଯାଇଥାଏ ।
6- କେଉଁ ଗ୍ରହକୁ ଲାଲ ଗ୍ରହ ବୋଲି କୁହାଯାଇଥାଏ ?
ଉତ୍ତର;- ମଙ୍ଗଳ ଗ୍ରହକୁ ଲାଲ ଗ୍ରହ ବୋଲି କୁହାଯାଇଥାଏ ।
7- ରକ୍ତ ଭଳି ଲାଲ ରଙ୍ଗର ନଦୀ କେଉଁ ଦେଶରେ ରହିଛି ?
ଉତ୍ତର;- ସ୍ପେନ ଦେଶରେ ରକ୍ତ ଭଳି ଲାଲ ରଙ୍ଗର ନଦୀ ପ୍ରବାହିତ ହେଉଛି ।
8- କଳା ଘାସ ବଣେ ଧରିଲି । ଚୋର ନଖ ମୁନେ ତାର ହେଲା ବିଚାର, ତାହା କଣ ?
ଉତ୍ତର;- ଉଙ୍କୁଣୀ ।
9- କହିଲ ଦେଖି କେଉଁ ଫଳର ଆଖି ତିନୋଟି ?
ଉତ୍ତର;- ନଡିଆ ଫଳର ତିନୋଟି ଆଖି ରହିଛି ।
11- କାଟିଲେ ରକ୍ତ ନାହିଁ, କୁଟିଲେ ହାଡ ବି ନାହିଁ କି ଜୀବ ସିଏ କହିଲ ଭାଇ ?
ଉତ୍ତର;- ଚିଙ୍ଗୁଡି ।
12- କାଠର ବାଛୁରୀ ପଥର ଗାଈ ଯେତେ ଦୂହୁଁ ଥିଲେ ପହ୍ନଊ ଥାଇ ?
ଉତ୍ତର;- ଚନ୍ଦନ ।
13- ଗରମ ପାଇଲେ ଉପରେ ଉଡେ । ଶୀତଳ ପାଇଲେ ତଳକୁ ପଡେ ?
ଉତ୍ତର;- ବାଷ୍ପ । ଯାହାକି ଗରମ ପାଇଲେ ଉପରେ ଉଡେ । ଶୀତଳ ପାଇଲେ ତଳକୁ ପଡେ ।
14- କଞ୍ଚା ହଳଦିଆ, ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପଳା ?
ଉତ୍ତର;- କଞ୍ଚା ହଳଦିଆ, ପାଚିଲେ କଳା ତାହା ହେଉଛି ଭେଣ୍ଡି ।
15- ଆମ୍ବୁଲାନ୍ସକୁ ଓଡିଆରେ କ’ଣ କୁହାଯାଇଥାଏ ?
ଉତ୍ତର;- ଆମ୍ବୁଲାନ୍ସକୁ ଓଡିଆରେ ଆପାତ କାଳ ବାହାନ ବୋଲି କୁହାଯାଇଥାଏ ।
ବନ୍ଧୁଗଣ ଆଶା କରୁଛି । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ନିହାତି ଭାବରେ ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ ।