“ମାୟା” ସିରିଏଲ ହିରୋ ନାଗେଶ ନିଜର ଲୋକଙ୍କୁ ହରେଇବା ପରେ କାନ୍ଦି କାନ୍ଦି କହିଲେ ଏମିତି କଥା

ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଆଜିକାଲି ଘରେ ଘରେ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଦେଖିବା ପାଇଁ ଦର୍ଶକ ମାନେ ଅଧିକ ଆଗ୍ରହ ହେଉଛନ୍ତି ।

କିନ୍ତୁ ବର୍ତ୍ତମାନ ଆମ ଦେଶରେ କୋରୋନା ମହାମାରୀ ଯୋଗୁ ଅନେକ ସିରିଏଲ ଗୁଡିକ ବନ୍ଦ କରା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ମାୟା” ସିରିଏଲରେ ଅଭିନୟ କରୁଥିବା ଅଭିନେତା ନାଗେଶ ଏମିତି କିଛି ଦୁଖପୂର୍ଣ୍ଣ କଥା ଶେୟାର କରିଛନ୍ତି ଯାହା ବିଷୟରେ କହିବାକୁ ଯାଉଛୁ । ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା “ମାୟା” ସିରିଏଲ ରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ “ମାୟା” ସିରିଏଲଟି ଖୁବ ଲୋକପ୍ରିୟ ହୋଇ ପାରିଛି ।

ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ନାଗେଶ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରି ପାରିଛନ୍ତି । କିନ୍ତୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏମିତି କିଛି କଥା ଶେୟାର କରିଛନ୍ତି ଯାହା ଅତି ଦୁଖଦାୟକ ଓ ମର୍ମାନ୍ତକ କଥା ଅଟେ । ତାଙ୍କର ଡାଇରେକ୍ଟର ଆସିଷ୍ଟାନ୍ଟ ଅଭିଷେକ ଭାଇଙ୍କର କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ନି-ଧ-ନ ହୋଇଛି । ସେଥି ପାଇଁ ଅଭିନେତା ନାଗେଶ ଦୁଖ ପ୍ରକାଶ କରିବା ସହ ତାଙ୍କର ଆ-ତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ନାଗେଶଙ୍କର ତାଙ୍କ ଡାଇରେକ୍ଟର ଅଭିଷେକଙ୍କ ସହ ବହୁତ ଫ୍ରେଣ୍ଡଲି ରିଲେସନ ଥିଲା । ତେଣୁ ସେ ଅଭିଷେକ ଆଉ ଏ ଦୁନିଆରେ ନାହାନ୍ତି ଏହି କଥାଟିକୁ ଗ୍ରହଣ କରି ପାରୁ ନାହାନ୍ତି । ନାଗେଶ ନିଜର ଅଧିକାଂଶ ସମୟ ଅଭିଷେକଙ୍କ ସହ ସ୍ପେନ୍ଡ କରୁଥିଲେ । ସେଥି ପାଇଁ ନାଗେଶଙ୍କ ମନରେ ଅଧିକ ଆଘାତ ଲାଗିଛି । ଅଭିନେତା ନାଗେଶ ନିଜ ଫ୍ୟାନ୍ସ ମାନଙ୍କୁ କୋରୋନା ମହାମାରୀ ଠାରୁ ସତର୍କ ଓ ସାବଧାନ ରହିବା ପାଇଁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ ଯଦି କେହି ନିଜ ବ୍ୟକ୍ତି ସବୁ ଦିନ ପାଇଁ ଦୂରେଇ ଯାଆନ୍ତି ତେବେ ସେହି ବ୍ଯକ୍ତିର ଅତି ନିକଟରେ ଥିବା ବନ୍ଧୁ ଅଧିକ ଦୁଖ ପାଇଥାଏ । ନାଗେଶ ତାଙ୍କ ସହାୟକ ଅଭିଷେକଙ୍କ ସହ ଭାଇ ଭଳି ବ୍ୟବହାର କରୁଥିଲେ । ଦୁହେଁ ପରସ୍ପର ସହ ନିଜର ସବୁ କଥା ଶେୟାର କରୁଥିଲେ । କିନ୍ତୁ ଦୁଖର ବିଷୟ ହେଉଛି ଯେ ଅଭିଷେକ ଆଜି ଆଉ ଏ ଦୁନିଆରେ ନାହାନ୍ତି ।

ତେଣୁ ଅଭିନେତା ନାଗେଶ ନିଜକୁ ବହୁତ ଏକା ଅନୁଭବ କରୁଛନ୍ତି ବୋଲି ନିଜ ଫ୍ୟାନ୍ସ ମାନଙ୍କୁ କାନ୍ଦି କରି ଜଣାଇଛନ୍ତି । ଏହା ସହ ଘରୁ ନ ବାହାରିବାକୁ ବା ଏପରି ଦୁର୍ଘଟଣା କାହା ସହ ନ ହେଉ ସେଥିପାଇଁ ନାଗେଶ ନିଜ ମତରେ କହିଛନ୍ତି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।