ମାତ୍ର ୯ ମିନିଟିରେ ଦିମାଗ ତେଜ କରିବା ଶିଖନ୍ତୁ, ସବୁଠୁ ସହଜ ଓ ଜବରଦସ୍ତ ଉପାୟ

ଆପଣମାନେ ଜାଣିଥିବେ ଯେଉଁ ଲୋକଙ୍କର ବୁଦ୍ଧି ପ୍ରଖର ଥାଏ ସେମାନେ ହିଁ ଦୁନିଆରେ ଆଗକୁ ବଢିପାରନ୍ତି । ଆପଣଙ୍କୁ କୁହାଯିବ ଯେ ବୁଦ୍ଧିକୁ ପ୍ରଖର କରିବା ପାଇଁ ସକାଳୁ ବାଦାମ ଖାଆନ୍ତୁ , ଏତେ ଟା ସମୟରେ ଉଠନ୍ତୁ ଏତେ ଟା ସମୟରେ ସୋଇଯାଅନ୍ତୁ । କିନ୍ତୁ ଏଗୁଡିକ କିଛି କରିବା ଦରକାର ନାହିଁ ।  ଆପଣଙ୍କୁ ପ୍ରଥମେ ବୁଝିବାକୁ ହେବ ଯେ ପ୍ରଖର ବୁଦ୍ଧିର ଅର୍ଥ କଣ ? ଆମେ କହିବୁ ବହୁତ ଇଣ୍ଟେଲିଜେଣ୍ଟ ହେବା । ଇଣ୍ଟେଲିଜେଣ୍ଟ ଦୁଇଟି ଜିନିଷରୁ ହିଁ ହୋଇଥାଏ । କୌଣସି  ଜିନିଷକୁ ନିର୍ଭୁଲ ଭାବରେ ଶିଖିବା ।

ସେହି ଜିନିଷକୁ ଜୀବନରେ ଆବସ୍ୟକ  ସ୍ଥଳେ ଠିକ ଭାବରେ ଉପଯୋଗ କରିବା ।  ଏହି ଦୁଇଟି ଜିନିଷ ଯାହା ପାଖରେ ଥାଏ ତାକୁ ଲୋକମାନେ ପ୍ରଶଂସା କରିବେ କହିବେ କି ଏହି ଲୋକଟା ସତରେ କେତେ ବୁଦ୍ଧିମାନ ବ୍ୟକ୍ତି । ଏହି ଦୁଇଟି ଗୁଣ ଗୋଟିଏ ସାଧାରଣ ବ୍ୟକ୍ତି ଅନ୍ୟ ମାନଙ୍କଠାରୁ ଅଲଗା ପରିଚୟ ଦେଇଥାଏ ।

ପ୍ରଥମେ ଆସନ୍ତୁ ଜାଣିବା କିପରି ଶିଖିବା ଓ କଣ ଶିଖିବା । ଆପଣ ଯଦି ସବୁ କିଛି ଶିଖିବା ପାଇଁ ଚେଷ୍ଟା କରିବେ ତେବେ ଆପଣ କିଛିବୀ ଶିଖିପାରିବେ ନାହିଁ । କାହିଁକି ନା ଆପଣ ଜାଣିଥିବେ କି ଗୋଟିଏ ବ୍ୟକ୍ତି  କୌଣସି ଗୋଟିଏ ନିର୍ଦିଷ୍ଟ କ୍ଷେତ୍ରରେ ହିଁ ପ୍ରସିଦ୍ଧ ପାଇଥାଏ ନାକି ଗୁଡିଏ କ୍ଷେତ୍ରରେ ସଫଳତା ପାଇଥାଏ । ଯେଉଁ ବ୍ୟକ୍ତି ଫୁଟବଲ ଖେଳରେ ପ୍ରସିଦ୍ଧି ପାଇଥାଏ ସେ ଅନ୍ୟ କୌଣସି କ୍ଷେତ୍ରରେ ସଫଳତା ପାଇନଥାଏ ।

ସେହିପରି ଯଦି କେହି ବିଜ୍ଞାନ କ୍ଷେତ୍ରରେ ନାମ ଅର୍ଜନ କରିଥିବ ସେ ଅନ୍ୟ କୌଣସି କ୍ଷେତ୍ରରେ ଭଲ ଊନ୍ନତି କରିପାରିନଥିବ । କାହିଁକି ନା ସେ କେବଳ ନିଜ ଜୀବନ ରେ ଡାକ୍ତର ହେବାରେ ଗୁରୁତ୍ଵ ଦେଇଥାଏ ସେଥିପାଇଁ ଅନ୍ୟ କେଉଁଠାରେ ମନୋନିବେଶ କରିନଥାଏ ।  ସେଥିପାଇଁ ସେ ଏକ ନିର୍ଦିଷ୍ଟ କ୍ଷେତ୍ର ରେ ଇଣ୍ଟେଲିଜେଣ୍ଟ ଥାଏ । ଏପରି କିଛି ମାନେ ନାହିଁ ଯେ ଯେଉଁ ବ୍ୟକ୍ତି ସ୍କୁଲ ଜୀବନରେ ଭଲ କରୁଥିଲା ସେ ସବୁ ବେଳେ ତାର ଜୀବନରେ ଭଲ କରିବ ।

ଯେଉଁ ବ୍ୟକ୍ତି ଏକ ନିର୍ଦିଷ୍ଟ କ୍ଷେତ୍ରରେ ଅନ୍ୟ ଅପେକ୍ଷା କିଛି ଭଲ କରି ଦେଖାଇଥାଏ ତାକୁ ଇଣ୍ଟେଲିଜେଣ୍ଟ କୁହାଯାଏ । କିନ୍ତୁ ଆମେ କଣ କରିଥାଉନା ଆମେ ଟିଭିରେ କ୍ରିକେଟ ଖେଳ ଦେଖି ଚିନ୍ତା କରୁ କି ଆମେ ଖେଳାଳି ହେବୁ । କିନ୍ତୁ କିଛି ଦିନ ପରେ କୌଣସି ମିତ୍ରକୁ ଅନ୍ୟକିଛି କ୍ଷେତ୍ରରେ ଭଲ କରି ଦେଖାଇବାର ଦେଖୁ ତ ଆମ ମନ ପୁଣି ବଦଳିଯାଏ କି ସେହି କ୍ଷେତ୍ରରେ କିଛି କରିବାକୁ । କିଛି ଦିନ ପରେ ଏପରି ଅନ୍ୟକିଛି ଜିନିଷ ଦେଖି ଆମ ମନ ବଦଳିଯାଏ ଓ ତା ପଛରେ ପଡିଯାଉ ।

କିନ୍ତୁ ସଫଳତା ପାଇବା ପାଇଁ ହେଲେ କୌଣସି ଏକ ନିର୍ଦିଷ୍ଟ କ୍ଷେତ୍ରକୁ ବାଛିବାର ଅଛି ଓ ସେହି ଦିଗରେ ନିଜ ମନକୁ ଭଲ ଭାବରେ ସେଥିରେ ଲଗାଇ କିପରି ସଫଳତା ପାଇବା ଚିନ୍ତା କରିବା । ଅର୍ଥାତ ଦିନେ ସେଥିରେ ନିଶ୍ଚିତ ସଫଳ ହେବେ । ଏବେ ଆସନ୍ତୁ ଜାଣିବା ଶିଖିବା କିପରି । ଆପଣ ଦେଖନ୍ତୁ କି କୌଣସି ନିର୍ଦିଷ୍ଟ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିକୁ ଅନୁକରଣ କରନ୍ତୁ ।

ଆପଣ ତାଙ୍କ ଭଳି ନିଜ କ୍ଷେତ୍ରରେ ପ୍ରତିଷ୍ଠା ପାଇବାକୁ ହେଲେ ଆପଣ ତାଙ୍କୁ ଅନୁକରଣ କରନ୍ତୁ କି ସେ କିପରି ପ୍ରସିଦ୍ଧ ହେଲେ । ତାଙ୍କ ଜୀବନରେ କଣ ସମସ୍ଯା ଥିଲା । ତାକୁ ସେ କିପରି ସୁଧାରିଲେ । ସେ କିପରି ନିଜକୁ ସବୁ ସମସ୍ୟାରୁ ରକ୍ଷା କରି କିପରି ପ୍ରସିଦ୍ଧ ହେଲେ । ଏହାକୁ ଦେଖି ଆପଣ ବି ଦିନେ ସଫଳତା ପାଇବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।