ବନ୍ଧୁଗଣ ଯଦି ଆମେ ପୁରୁଣା କାଳ ବିଷୟରେ କଥା ହେବା ତେବେ ଆଗକାଳେ ଲୋକଙ୍କ ଘରେ ଫ୍ରିଜ ନଥିଲା । ତେବେ ଲୋକମାନେ ନିଜ ଶୋଷ ମେଣ୍ଟେଇବା ପାଇଁ ପାଇଁ ସମସ୍ତେ ମାଠିଆ ପାଣିର ସେବନ କରୁଥିଲେ । କିନ୍ତୁ ଆଜିର ଯୁଗରେ ଯେଉଁଠି ଲୋକଙ୍କ ଘରେ ଫ୍ରିଜ ଅଛି । ସେଥିପାଇଁ ବହୁତ ଲୋକ ମାଠିଆରେ ପାଣି ପିଇବା ବନ୍ଦ କରି ସାରିଲେଣି । ମାଠିଆ ପାଣି ସ୍ଵାସ୍ଥ୍ୟ ପାଇଁ ବହୁତ ହିଁ ଲାଭକାରୀ ହୋଇଥାଏ । ଆମେ ଆପଣଙ୍କୁ ମାଠିଆ ପାଣି ବିଷୟରେ ଏମିତି କିଛି ଲାଭ ବିଷୟରେ କହିବାକୁ ଯାଉଛୁ ।
ମାଠିଆ ପାଣିରେ ମାଟିର ଖାରିଆ ଅଂଶ ଭରପୁର ଥାଏ । ଖାରିଆ ପାଣି ଆମ୍ଲତା ସହିତ ପ୍ରଭାବିତ ହୋଇ ପିଏଚ ସନ୍ତୁଳନ ପ୍ରଦାନ କରିଥାଏ । ତେଣୁ ଏହି ପାଣିକୁ ପିଇଲେ ପେଟ ଥଣ୍ଡା ରହିଥାଏ । ପେଟ ଜନିତ ବିଭିନ୍ନ ପ୍ରକାର ସମସ୍ଯାରୁ ଆରାମ ମିଳିଥାଏ । କଥାରେ ଅଛି, ଯଦି ପେଟ ସୁସ୍ଥ ରହିଥିବ ।
ତେବେ ଶରୀରକୁ ରୋଗବେମାରୀ ଶୀଘ୍ର ଆସିପାରିନଥାଏ । ତେଣୁ ଯଦି ଆପଣ ପେଟକୁ ଠିକ ରଖିବା ପାଇଁ ଚାହୁଁଥାନ୍ତି । ତେବେ ନିହାତି ଭାବେ ମାଠିଆ ପାଣିର ସେବନ କରନ୍ତୁ । ମାଠିଆ ପାଣି ପିଇବା ଦ୍ଵାରା ଏସିଡିଟି ହୋଇ ନଥାଏ ଓ ପେଟ ଦରଜରୁ ମୁକ୍ତି ମଧ୍ୟ ମିଳିଥାଏ ।
2- ଗର୍ଭବତୀ ମହିଳା ମାନଙ୍କୁ ଫ୍ରିଜର ପାଣି ଛାଡି ମାଠିଆର ପାଣି ପିଇବା ଦରକାର, ଏଥିରେ ଥିବା ପାଣି ନା କେବଳ ତାଙ୍କ ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ବରଂ ଏହି ପାଣି ପିଇବାକୁ ମଧ୍ୟ ଭଲ ଲାଗିଥାଏ ।
3- ବହୁତ ଗରମରେ ଅର୍ଥାତ ବିଶେଷ କରି ଖରା ଦିନ ମାନଙ୍କରେ ଲୋକଙ୍କୁ ବହୁତ ଅଧିକ ଶୋଷ ଲାଗିଥାଏ । ଲୋକେ ଫ୍ରିଜର ପାଣି ବା ବରଫର ପାଣି ବହୁତ ପିଅନ୍ତି, କିନ୍ତୁ ଏହି ପାଣି ପିଇବା ଦ୍ଵାରା ଆମର ଶୋଷ ମେଣ୍ଟିଯାଇଥାଏ ସତ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ମାଠିଆର ପାଣି ବହୁତ ଅଧିକ ଥଣ୍ଡା ନ ହେବାରୁ ଏହା ଦେହ ପାଇଁ ବହୁତ ଭଲ ହୋଇଥାଏ । ଏହା ବାତ ଭଳି ସମସ୍ୟାକୁ ମଧ୍ୟ ଠିକ କରିଥାଏ ।
ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।