ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ଚର୍ଚ୍ଚିତ ମୃ-ତ୍ୟୁ ମା-ମ-ଲା-ରେ ଦିନକୁ ଦିନ ଅନେକ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ହୋଟେଲ ବିଲ୍ ପାଇଁ ଠେ-ଲା-ପେ-ଲା ବେଳେ ମନୀଷଙ୍କ ମୃ-ତ୍ୟୁ ହୋଇଛି ନା ଯୋଜନାବଦ୍ଧ ଭାବେ ତାଙ୍କର ହ-ତ୍ୟା କରାଯାଇଛି ? ଏହି କଥା ଏବେ ବି ର-ହ-ସ୍ୟ ଘେର ମଧ୍ୟରେ ରହିଛି । ଏହା ମଧ୍ୟରେ ମନୀଷଙ୍କ ପରିବାର ଓକିଲ ଯାହା ବୟାନ ଦେଇଛନ୍ତି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଓକିଲଙ୍କ କହିବା ମୁତାବକ ମନୀଷଙ୍କୁ ଯୋଜନାବଦ୍ଧ ଭାବେ ହ-ତ୍ୟା କରାଯାଇଛି ।

ମନୀଷଙ୍କ ବନ୍ଧୁ ଅମ୍ରିତ ବିଶ୍ଵାଳ ହିଁ ମନୀଷଙ୍କୁ ହ-ତ୍ୟା କରିବା ପାଇଁ ରଚିଥିଲା ଷ-ଡ-ଯ-ନ୍ତ୍ର । ସେଥିପାଇଁ ମନୀଷ ଚିହ୍ନି ନଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଡ଼ାକିଥିଲା ଅମ୍ରିତ । ହ-ତ୍ୟା ପଛର କାରଣ ହୋଟେଲ ବିଲ୍ ନୁହେଁ ବରଂ ମନୀଷଙ୍କୁ ହ-ତ୍ୟା କରିବା ପାଇଁ ପୂର୍ବରୁ ପ୍ଳାନ ପ୍ରସ୍ତୁତ କରିଥିଲେ ଏହି ତିନି ଜଣ । ଯୋଜନା ମୁତାବକ ମନୀଷ ଚିହ୍ନି ନଥିବା ଦୁଇ ଯୁବକ ଦିନେଶ ଓ ମୃତ୍ୟୁଞ୍ଜୟକୁ ନିମନ୍ତ୍ରଣ କରିଥିଲା ଅମ୍ରିତ ବିଶ୍ଵାଳ । ସାଉଥ ସିଟି ହୋଟେଲର ବାର୍ ରେ ବିଲ୍ ପେମେଣ୍ଟ ସମୟରେ ତାଙ୍କ ବନ୍ଧୁମାନଙ୍କ ମଧ୍ୟରେ ବ-ଚ-ସା ହୋଇଥିଲା ।

ତେବେ ଏହି ସମୟରେ ମନୀଷ ଚିହ୍ନି ନଥିବା ଦୁଇ ଜଣ ଯୁବକ କାହିଁକି ମନୀଷଙ୍କୁ ଠେ-ଲା-ପେ-ଲା କରୁଥିଲେ ବୋଲି ପ୍ରଶ୍ନ ଉଠୁଛି । ତେବେ ଏହି ସବୁ ମିଛ ବୋଲି କହିଛନ୍ତି ମନୀଷଙ୍କ ଓକିଲ । ମନୀଷଙ୍କୁ ହ-ତ୍ୟା କରିବା ପାଇଁ ଅମ୍ରିତ ବିଶ୍ଵାଳ ପୂର୍ବରୁ ରଚିଥିଲା ଷ-ଡ-ଯ-ନ୍ତ୍ର ଓ ଏଥିପାଇଁ ତା’ର ଦୁଇ ସାଙ୍ଗଙ୍କୁ ଡ଼ାକିଥିଲା । ଗ-ଣ-ମା-ଧ୍ୟ-ମ ସମୁଖରେ ଏହିଭଳି ଏକ ଚା-ଞ୍ଚ-ଲ୍ୟ-କ-ର ବ-ୟା-ନ ଦେଇଛନ୍ତି ମୃ-ତ ମନୀଷଙ୍କ ପରିବାର ଓକିଲ ।
ସେ ଆହୁରି ମଧ୍ୟ କହିଛନ୍ତି ନ୍ୟା-ୟ ବ୍ୟବସ୍ଥା ଉପରେ ତାଙ୍କର ଏବଂ ମନୀଷଙ୍କ ପରିବାରର ପୂର୍ଣ୍ଣ ବିଶ୍ବାସ ରହିଛି । ଅ-ଭି-ଯୁ-କ୍ତ-ଙ୍କୁ ଉଚିତ ଦ-ଣ୍ଡ ମିଳିବ ବୋଲି ସେମାନଙ୍କ ବିଶ୍ବାସ । ଅନ୍ୟ ପଟେ ମୃ-ତ ମନୀଷଙ୍କ ହ-ତ୍ୟା ମା-ମ-ଲା-ରେ ସମ୍ପୃକ୍ତ ତିନିଜଣ ଅ-ଭି-ଯୁ-କ୍ତ-ଙ୍କୁ ଚାରି ଦିନ ପାଇଁ ରି-ମା-ଣ୍ଡ-ରେ ଆଣିବା ଇନଫୋସିଟି ଥା-ନା ପୋ-ଲି-ସ । ଏନେଇ ଭୁବନେଶ୍ଵର ଜେଏମଏଫସି କୋର୍ଟକୁ ଅନୁମତି ମାଗିଥିଲା ପୋ-ଲି-ସ । କୋର୍ଟ ମଧ୍ୟ ତାଙ୍କୁ ଅନୁମତି ଦେଇଛନ୍ତି ।
ସେମାନଙ୍କୁ ପଚରାଉଚରା ପରେ ଆହୁରି ଅନେକ ରହସ୍ୟ ସାମନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।