ମରିଗଲେ ବି ଭୁଲରେ ମଧ୍ୟ ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହି ୩ ଖରାପ କାମ, ନହେଲେ ସାରା ଜୀବନ ଦୁଃଖ ଦରିଦ୍ରତା ପିଛା ଛାଡ଼ିବନି

ଆଜି ଆମେ କଥା ହେବା ମଙ୍ଗଳବାର ବିଷୟରେ । ହିନ୍ଦୁ ଧର୍ମ ଅନୁସାରେ ମଙ୍ଗଳବାର ହେଉଛି ସପ୍ତାହର ଦ୍ଵିତୀୟ ଦିନ । ମଙ୍ଗଳବାରକୁ ଯୁଦ୍ଧର ଦେବତା କୁହନ୍ତି କିନ୍ତୁ ତଥାପି ମଙ୍ଗଳବାର ମା ପାର୍ବତୀ ଏବଂ ଗଣେଶଙ୍କ ପୂଜା କରାଯାଏ । ମଙ୍ଗଳବାର ଦିନ ହନୁମାନଙ୍କ ପ୍ରିୟ ବାର ଅଟେ ସେଥିପାଇଁ ଏମିତି କିଛି କଥା ଅଛି ଯାହା ଆମକୁ ପାଳନ କରିବା ଦରକାର । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କ’ଣ କରିବା ଦରକାର ଏବଂ କଣ ନ କରିବା ଦରକାର !

ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ସିନ୍ଦୂର ତଥା ଲାଲ୍ ରଙ୍ଗର ଫୁଲ ଚଢାନ୍ତୁ, ଏହାଦ୍ବାରା ହନୁମାନ ପ୍ରସନ୍ନ ହେବେ । ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ସହିତ ହନୁମାନ ମନ୍ତ୍ର ମଧ୍ୟ ଯପ କରନ୍ତୁ । ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ବାରା ବ୍ୟକ୍ତିର ଜୀବନରୁ ନକରାତ୍ମକତା ଦୂର ହୋଇଥାଏ ।

ଯଦି ଜଣେ ବ୍ୟକ୍ତି କା-ମୁ-କ ଅଛି ଏବଂ ସେ ତାର କାମ ଉପରେ ଧ୍ୟାନ କରି ପାରୁନାହିଁ ତେବେ ତାକୁ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦରକାର ଏବଂ ବିଧିବିଧାନ ସହ ହନୁମାନଙ୍କ ପୂଜା କରିବା ଦରକାର । ଏପରି କରିବା ଦ୍ବାରା ତାର ଦୋ-ଷ ମୁକ୍ତ ହୋଇଥାଏ । ମଙ୍ଗଳବାର ଦିନ ଲାଲ୍ ରଙ୍ଗର କପଡ଼ା ପିନ୍ଧିବା ଦରକାର ଏବଂ କୈାଣସି ବିଶେଷ କାର୍ଯ୍ୟ କରିବା ପୂର୍ବରୁ ଲାଲ୍ ରଙ୍ଗର ବସ୍ତୁ ବା କପଡା ପାଖରେ ରଖିବା ନିହାତି ଆବଶ୍ୟକ ।

ଖାସ୍ କରି ମଙ୍ଗଳବାର ଦିନ ଗୁଡ଼ ଏବଂ ଚଣାର ପ୍ରସାଦ ଚଢାନ୍ତୁ, ଏହା ସହିତ ପାନର ବିଡା ମଧ୍ୟ ଚଢାନ୍ତୁ । ମଙ୍ଗଳବାର ର ସ୍ବାମୀ ମଙ୍ଗଳ ଅଟେ ସେଥିପାଇଁ ଯଦି ଆପଣଙ୍କ କୁଣ୍ଡଳୀ ରେ ମଙ୍ଗଳ ଦୋଷ ଅଛି ତେବେ ଶନିବାର ଦିନ ହନୁମାନଙ୍କ ପୂଜା ବିଶେଷ ରୂପରେ କରନ୍ତୁ । ଏହାଦ୍ବାରା ମଙ୍ଗଳର ପ୍ରଭାବ କମ୍ ହୋଇଥାଏ । ଏବେ ଜାଣିବା ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବା କଥା ନୁହେଁ ? ମଙ୍ଗଳବାର ଦିନ କୈାଣସି ନୂଆ କିମ୍ବା ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିବା ଉଚିତ ବୋଲି ମାନା ଯାଏ ନାହିଁ ।

ସେଥିପାଇଁ ଏହିଦିନ ଆପଣ କୈାଣସି କାର୍ଯ୍ୟ କରନ୍ତୁ ନାହିଁ । ମଙ୍ଗଳବାର ଦିନ ଦୂର ଯାତ୍ରା କରନ୍ତୁ ନାହିଁ । ମଙ୍ଗଳବାର ଦିନ ମନ୍ଦିର ଯିବା ସମୟରେ କଳା ରଙ୍ଗର କପଡ଼ା ପିନ୍ଧିବା କଥା ନୁହେଁ । ଏହି ଦିନ ଲାଲ୍ ରଙ୍ଗର କପଡ଼ା ପିନ୍ଧିନ୍ତୁ ଆପଣଙ୍କୁ ଶୁଭ ଫଳ ଦେବ । ମଙ୍ଗଳବାର ଦିନ ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ଖାଦ୍ୟ କିଣିବା କଥା ନୁହେଁ କାରଣ ଏହା ଚନ୍ଦ୍ରମା ସହ ଯୋଡ଼ି ହୋଇଥାଏ, ଅର୍ଥାତ୍ ଚନ୍ଦ୍ରମା ଏବଂ ମଙ୍ଗଳ ଦୁହେଁ ବିରୋଧୀ ଗ୍ରହ ଅଟନ୍ତି ।

ମଙ୍ଗଳବାର ଦିନ ଆମିଷ ଖାଇବା କଥା ନୁହେଁ । ମଙ୍ଗଳବାର ଦିନ ଲୁହା କିଣିବା କଥା ନୁହେଁ । ମଙ୍ଗଳବାର ଦିନ ସ୍ତ୍ରୀ ଲୋକମାନେ ସାଜସଜ୍ଜା ଜିନିଷ କିଣିବା କଥା । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।