ଋଷିଆ ବିଷୟରେ ମାଳିକାରେ ଯାହା ସବୁ ଅଛି ବର୍ଣ୍ଣିତ, ତାହା ଅକ୍ଷରେ ଅକ୍ଷରେ ହେଉଛି ସତ, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ମାଳିକା ବଚନ ଅନୁସାରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କଥା ସତ୍ୟ ହେବାରେ ଲାଗିଛି । ସାରା ବିଶ୍ଵରେ ତ୍ରାହି ତ୍ରାହି ଡାକ ହେଲାଣି । ଆପଣ ମାନେ ଜାଣିଥିବେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହା ସରିବାର ନାଁ ନେଉ ନାହି । ଅନନ୍ତ ମାଳିକାରେ ସବୁ ଦେଶ ବିଷୟରେ ଏମିତି କିଛି ଲେଖା ଯାଇଛି ଯାହା ବର୍ତ୍ତମାନ ସତ୍ୟ ହେବାରେ ଲାଗିଛି । ପୃଥିବୀରେ ଏବେ ଏମିତି ସମୟ ଆସୁଛି ଯେଉଁଠି ଖାଲି ମୁଣ୍ଡ ଗଡିବ । ମହାପୁରୁଷ କହିଛନ୍ତି ଯେ ଅନ୍ତନଙ୍କ ଲୀଳା ଚାରିଆଡେ ପ୍ରଚାର ହେବ ।

ପଞ୍ଚସଖାଙ୍କ ମାଳିକାଙ୍କୁ ଯେଉଁ ଲୋକ ମାନେ ବିଶ୍ଵାସ କରୁ ନ ଥିଲେ ତାହାକୁ ଆଜି ବିଶ୍ଵାସ କରିବାରେ ଲାଗିଛନ୍ତି । ଆହୁରି ମହାପୁରୁଷ କହିଛନ୍ତି ଏ ପୃଥିବୀରେ ତୃତୀୟ ବିଶ୍ବଯୁଦ୍ଧର ଡାକରା ହୋଇଛି, ବର୍ତ୍ତମାନ ଶଙ୍ଖନାଦ ଶୁଭିଲା । ବର୍ତ୍ତମାନ ଭାରତୀୟ ସଂସ୍କୃତି ଉପରେ ସମସ୍ତେ ବିଶ୍ଵାସ କରିବାକୁ ଲାଗିବେ ଆଗାମୀ ସମୟରେ । କିନ୍ତୁ ବର୍ତ୍ତମାନ କେବଳ ଯୁଦ୍ଧର ଡାକରା ଆରମ୍ଭ ହୋଇଛି । ବର୍ତ୍ତମାନ କେବଳ ଅସାନ୍ତି ଲାଗି ରହିବ ସାରା ବିଶ୍ବରେ । ଆଗାମୀ ସମୟରେ ଭାରତ ପାଖରେ ତପ ଶକ୍ତି କାମ କରିବ ।

ଭଗବାନ ଯେଉଁ କଳକି ଅବତାର ନେବେ ସ୍ଵାମି ନାରାୟଣ ତାଙ୍କର ତପ ଶକ୍ତି କାମ କରିବ ବୋଲି ମାଲିକାରେ ଲେଖା ଯାଇଛି । ଏହି ତପ ଶକ୍ତିରେ ବର୍ତ୍ତମାନର ଯେଉଁ ଯୁଦ୍ଧ ଚାଲିଛି ଏ ସବୁ ଜଳ ସ୍ତର ବୃଦ୍ଧି ହେବ । ବର୍ତ୍ତମାନ ୟୁକ୍ରେନ ହେଉଛି ଖ୍ରୀଷ୍ଟିୟାନ ଦେଶ ଏହା ପରେ ହେବ ମୁସ୍ଲିମ ଦେଶ । ନିୟୁକ୍ଳେଶ ପାୱାର ଯେଉଁ ଯୁଦ୍ଧ ଘନ ଘନ ଚାଲିଛି ଏହାର ୨ଟି କାରଣ ହେବ ଯାହା ଜଳସ୍ତର ବୃଦ୍ଧି ହେବା କାରଣରୁ ବିଶ୍ଵ ଧ୍ଵଂସ ହେବ । ମହାପୁରୁଷ ଲେଖିଛନ୍ତି ଯେ ଦିଲ୍ଲୀ ସିଂହାସନ ଉପରେ ଆଗାମୀ ସମୟରେ କାରଣ ହେବ ବର୍ତ୍ତମାନ ରାଜନୀତି ସାରା ଦେଶରେ ଚାଲିଛି ।

ତପ ଶକ୍ତି ବର୍ତ୍ତମାନ ଉତ୍କଳରେ ରହିଛି ଯାହାର ବିଶେଷ କ୍ଷୟକ୍ଷତି ହେବ ନାହି । ମହାପ୍ରଭୁ କଳକିଙ୍କର ଲୀଳା ପ୍ରକଟ କ୍ଷେତ୍ର ହେଉଛି ଉତ୍କଳ । ପୃଥିବୀରେ ଯେତେ ଦେଶ ଅଛି ଭାରତର ଜମ୍ବୁ ଦ୍ବୀପର ଶୀର୍ଷ ହେଉଛି ଉତ୍କଳ । ପୃଥିବୀର ମସ୍ତକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ବଳରାମ ଦାସ ଦୀର୍ଘ ୫୦୦ ବର୍ଷ ପୂବେ କହିଥିଲେ କଳି ତାଣ୍ଡବ ଗୀତାରେ ଯେ ଯେଉଁ ଅଗ୍ନିର ଦାହକ ଶକ୍ତି ଲୋ ବଉଳ ପ୍ରଭୁ କରିବେ ହରଣ । ଯେଉଁ ନିଯୁକ୍ଳେଶ ପାୱାରକୁ ପ୍ରଭୁ ହରଣ କରିବେ । ମହାପ୍ରଭୁ କଳ୍କୀ ନିଜେ ସିଧା ସଳଖ ଠିଆ ହେବେ ।

ଏହାର ପ୍ରଭାବ ଭାରତରେ ପଡିବ ନାହି ବୋଲି ମହାପୁର୍ଷ କହିଛନ୍ତି । ପରମାଣୁ ବୋମାର ପ୍ରୟୋଗ ଚାଲିଛି ଯାହା ଜାତିସଙ୍ଘରେ ଏମିତି ଏକ ସମୟ ଆସିବ ସମସ୍ତେ ଭାରତ ପାଖରେ ମୁଣ୍ଡ ନୂଆଇଁବେ ଯାହା ଫଳରେ କୌଣସି ଦେଶ ଆଉ ପରମାଣୁ ବୋମା ବ୍ୟବହାର କରିବେ ନାହି । ବର୍ତ୍ତମାନ ଯୁଦ୍ଧ ସେମିତି ଚାଲିବ । ପରବର୍ତ୍ତୀ ସମୟରେ ଏହା ଶୀତଳିକରଣ ହେବ । ବନ୍ଧୁଗଣ ଆପଣ ଅମାନଙ୍କର ଏହା ଉପରେ ମନ୍ତବ୍ୟ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।