ମାଳିକା ବିଚାର- ତୃତୀୟ ବିଶ୍ଵ ଯୁଦ୍ଧ, କଳିଯୁଗ ଶେଷର ଶେଷ ସଙ୍କେତ !

ମହାପୁରୁଷ ମାନଙ୍କ ଅନୁଯାୟୀ ସତ୍ୟ, ତ୍ରେତୟା, ଦ୍ଵାପର ଓ କଳି ଏହି ୪ଟି ଯୁଗ ରହିଛି । ଆମେ ସମସ୍ତେ ଜାଣିଛୁ ଆମେ ବର୍ତ୍ତମାନ କଳି ଯୁଗରେ ଅଛୁ । ମାତ୍ର ଏହି କଳି ଯୁଗରେ ମଧ୍ୟ ଅନ୍ତ ଅଛି ।

ଆଉ ମାଳିକାରେ ଏହି କଳି ଯୁଗର ଶେଷ କିପରି ହେବ ଓ ତାର ସଙ୍କେତ କଣ ଅନେକ ବିଷୟ ମହାପୁରୁଷ ମାନେ ଉଲ୍ଲେଖ କରି ଯାଇଛନ୍ତି । ଆସନ୍ତୁ ଏହି ବିଷୟରେ କିଛି ଜାଣିବା । ମାଳିକା ପଞ୍ଚସଖା ମହାପୁରୁଷଙ୍କ ଦ୍ଵାରା ତାଳପତ୍ର ପୋଥିରେ ଲିଖିତ ଏକ ବହୁ ପ୍ରାଚୀନ ଗ୍ରନ୍ଥ ଅଟେ । ତାହା ପରବର୍ତ୍ତୀ ସମୟରେ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଗ୍ରନ୍ଥ ବା ପୁସ୍ତକ ଭାବେ ପ୍ରକାଶିତ କରା ଯାଇଛି ।

ମାଳିକାରେ କଳିଯୁଗ କିପରି ଭୟଙ୍କର ଓ ତାର ଅନ୍ତ କିପରି ହେବ, କଳିଯୁଗର ଲୋକମାନେ କିପରି ଆଚରଣ କରିବେ ସେ ସମସ୍ତ ବିଷୟରେ ଉଲ୍ଲେଖ ରହିଛି । ତେବେ ମାଳିକା ଅନୁସାରେ ବର୍ତ୍ତମାନ ବିଶ୍ଵର ପରିସ୍ଥିତି ଅନେକ ଭାବରେ କଳିଯୁଗର ଶେଷ ହେବାକୁ ଯାଉଛି ବୋଲି ସଙ୍କେତ ଦେଉଛି । କଳି ଯୁଗରେ ଲୋକମାନେ ମି-ଥ୍ୟା-ବା-ଦୀ, ପା-ପୀ, ଭୋ-ଗ-ବି-ଳା-ସୀ, ଅ-ସହିଷ୍ଣୁ, ହିଂ-ସ୍ର-କ ଏବଂ ପରସ୍ପରର ବି-ନା-ଶ-କା-ରୀ ହେବେ ବୋଲି ଲେଖା ଯାଇଛି ।

ତେବେ ଏହି ବିଷୟ ସବୁକୁ ସମୀକ୍ଷା କଲେ ଆଜିର ମଣିଷ ଠାରେ ଏ ସମସ୍ତ ଗୁଣ ଦେଖିବାକୁ ମିଳେ । ସମସ୍ତେ କେବଳ ନିଜେ ଭଲରେ ବଞ୍ଚିବାକୁ ଚାହାଁନ୍ତି । ନିଜ ପ୍ରତିବାସୀ ଏବଂ ଅନ୍ୟ ବ୍ୟକ୍ତି କିପରି ରହିଛନ୍ତି ଏ ସବୁ କାହାକୁ ଫରକ୍ ପଡେ ନାହିଁ । ଏବଂ ଅନ୍ୟ କାହାକୁ ନିଜ ଠୁ ଭଲରେ ଥିବା ଦେଖିଲେ ମଧ୍ୟ ମନୁଷ୍ୟ ସହ୍ୟ କରି ପାରୁ ନାହିଁ । ସମସ୍ତେ ପରସ୍ପରର ମନ୍ଦ ସଂକଳ୍ପ କରନ୍ତି । ଆଜିର ମନୁଷ୍ୟ ଦିନକୁ ଦିନ ହିଂ-ସ୍ର-କ ଏବଂ ଆମିଷ ପ୍ରିୟ ହେବାରେ ଲାଗିଛି ।

ସମସ୍ତେ ସାଂସାରିକ ଭୋ-ଗ ବି-ଳା-ସ-ରେ ବୁ-ଡି ରହିବାକୁ ଅଧିକ ଭଲ ପାଉଛନ୍ତି । ମନୁଷ୍ୟ ମନୁଷ୍ୟର ହ-ତ-ୟା କରିବାକୁ ପଛାଉ ନାହାଁନ୍ତି । ତେବେ ମନୁଷ୍ୟର ଆଚରଣରେ ଏହି ସମସ୍ତ ପ୍ରକାର ମନ୍ଦ ପରିବର୍ତ୍ତନ କଳିଯୁଗର ଅନ୍ତ ହେବାକୁ ଯାଉଛି ବୋଲି ସଙ୍କେତ ଦେଉଅଛି । ମାଳିକା ଅନୁସାରେ କଳିଯୁଗର ଅନ୍ତ ଭାଗରେ ସ୍ଥାନେ ସ୍ଥାନେ ବାତ୍ୟା, ଭୂକମ୍ପ, ପ୍ର-ଳ-ୟ ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟିବ ।

ପୃଥିବୀରେ ମହାମାରୀ ବ୍ୟାପିବ, ଏପରି ଭୟଙ୍କର ରୋଗ ବାହାରିବ ଯାହାର ଚିକିତ୍ସା ଡାକ୍ତର ମାନେ କରି ପାରିବେ ନାହିଁ କିମ୍ବା ଔଷଧ ମଧ୍ୟ ନ ଥିବ, ଜାତି ଜାତି ବି-ରୁ-ଦ୍ଧ-ରେ ଓ ଦେଶ ଦେଶ ବି-ରୁ-ଦ୍ଧ-ରେ ଉଠିବେ, ସ୍ଥାନେ ସ୍ଥାନେ ଯୁ-ଦ୍ଧ ହେବ ଆଦି ସମସ୍ତ ବିଷୟ ଉଲ୍ଲେଖ ରହିଛି । ଯାହା ଅନେକାଂଶରେ ସଫଳ ହୋଇ ସାରିଲାଣି ଓ ଆହୁରି ଅନେକ ଘଟଣା ଏବେ ମଧ୍ୟ ଘଟୁଅଛି । ଏପରି ଛୋଟ ଛୋଟ ଯୁ-ଦ୍ଧରୁ ତାହା ଭ-ୟ-ଙ୍କର ବି-ଶ୍ଵ-ଯୁ-ଦ୍ଧ ର ରୂପ ନେବ ।

ତୃତୀୟ ବି-ଶ୍ଵ-ଯୁ-ଦ୍ଧ କୌଣସି ସାଧାରଣ ହେବ ନାହିଁ । ବରଂ ଭୟଙ୍କର ପରମାଣୁ ଯୁ-ଦ୍ଧ ହେବ, ଯାହା ମାନବ ଜାତିକୁ ଧ୍ଵଂ-ସ କରିବ ଓ ଯେଉଁମାନେ ବଞ୍ଚିବେ ସେ ସମସ୍ତେ ମଧ୍ୟ ବି-କ-ଳା-ଙ୍ଗ ହୋଇ ବଞ୍ଚିବେ । ବହୁତ ଭୟଙ୍କର ରୂପେ କଳିଯୁଗର ଶେଷ ଓ ଦୁ-ଷ୍ଟ-ତା-ର ବି-ନା-ଶ ହେବାକୁ ଯାଉଛି । ସେଥିପାଇଁ ଆମ ସମସ୍ତଙ୍କୁ ଭଗବାନଙ୍କ ଶରଣରେ ସତର୍କ ରହି ପା-ପ ପ-ରି-ତ୍ୟାଗ କରି ଧାର୍ମିକ ଜୀବନଯାପନ କରିବାର ପ୍ରଚୁର ପ୍ରୟୋଜନ ରହିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ