ବନ୍ଧୁଗଣ ଆମ ଜାତୀୟ ପିତା ଭାବେ ମହାତ୍ମା ଗାନ୍ଧୀଙ୍କୁ ଆମେ ଜାଣିଥାଉ । ଜିଏକି ଆମ ଦେଶ ପାଇଁ ବହୁ ସଂଘର୍ଷ କରି ଦେଶକୁ ସ୍ଵାଧୀନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ତେବେ ମହାତ୍ମା ଗାନ୍ଧୀଙ୍କୁ ନେଇ କିଛି ଜଣା ଓ ଅଜଣା ସାଧାରଣ ଜ୍ଞାନ ପ୍ରଶ୍ନର ସମାହାର ଆପଣଙ୍କ ନିକଟକୁ ନେଇ ଆସିଛୁ । ତେବେ ଚାଲନ୍ତୁ ଆଉ ବିଳମ୍ବ ନକରି ସେହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ଆଲୋଚନା କରି ଜାଣିନେବା ।

1; – ଗାନ୍ଧୀ ଜୟନ୍ତୀ କେବେ ପାଳନ କରାଯାଏ ?
ଉତ୍ତର;- ଗାନ୍ଧୀ ଜୟନ୍ତୀ ଅକ୍ଟୋବର 2 ତାରିଖରେ ପାଳନ କରାଯାଏ ।
2; – ମହାତ୍ମା ଗାନ୍ଧୀ କେବେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର;- ମହାତ୍ମା ଗାନ୍ଧୀ 1869 ମସିହାରେ ଜନ୍ମ ଗ୍ରହଣ କରିଥିଲେ ।
3; – ମହାତ୍ମା ଗାନ୍ଧୀଙ୍କର ପୁରା ନାମ କ’ ଣ ଅଟେ ?
ଉତ୍ତର;- ମହାତ୍ମା ଗାନ୍ଧୀଙ୍କର ପୁରା ନାମ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ।
4; – ମହାତ୍ମା ଗାନ୍ଧୀଙ୍କର ଜନ୍ମ କେଉଁଠାରେ ହୋଇଥିଲା ?
ଉତ୍ତର;- ମହାତ୍ମା ଗାନ୍ଧୀଙ୍କର ଜନ୍ମ ଗୁଜୁରାଟ ଠାରେ ହୋଇଥିଲା ।
5; – ମହାତ୍ମା ଗାନ୍ଧୀଙ୍କର ପିଲା ଦିନର ନାମ କ’ ଣ ଥିଲା ?
ଉତ୍ତର;- ମହାତ୍ମା ଗାନ୍ଧୀଙ୍କର ପିଲା ଦିନର ନାମ ମୋହନିଆ ଥିଲା ।
6; – ମହାତ୍ମା ଗାନ୍ଧୀଙ୍କର ମାତାଙ୍କ ନାମ କ’ ଣ ଥିଲା ?
ଉତ୍ତର;- ମହାତ୍ମା ଗାନ୍ଧୀଙ୍କର ମାତାଙ୍କ ନାମ ପୁତୁଳିବାଈ ଥିଲା ।
7; – ମହାତ୍ମା ଗାନ୍ଧୀଙ୍କର ପତ୍ନୀଙ୍କ ନାମ କ’ ଣ ଥିଲା ?
ଉତ୍ତର;- ମହାତ୍ମା ଗାନ୍ଧୀଙ୍କର ପତ୍ନୀଙ୍କର ନାମ କସ୍ତୁରବା ଗାନ୍ଧୀ ଥିଲା ।

8; – ମହାତ୍ମା ଗାନ୍ଧୀ କେଉଁ ମସିହାରେ ବିବାହ କରିଥିଲେ ?
ଉତ୍ତର;- ମହାତ୍ମା ଗାନ୍ଧୀ 1883 ମସିହାରେ ବିବାହ କରିଥିଲେ ।
9; – ମହାତ୍ମା ଗାନ୍ଧୀ ଆଇନ ବିଦ୍ୟା ଅଧ୍ୟୟନ କରିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ ?
ଉତ୍ତର;- ମହାତ୍ମା ଗାନ୍ଧୀଙ୍କ 1888 ମସିହାରେ ବିଦ୍ୟା ଅଧ୍ୟୟନ କରିବା ପାଇଁ ଇଂଲଣ୍ଡ ଯାଇଥିଲେ ।
10; – ମହାତ୍ମା ଗାନ୍ଧୀ କେବେ ଆଇନ ବିଦ୍ୟା ଅଧ୍ୟୟନ କରି ଇଂଲଣ୍ଡରୁ ଭାରତକୁ ଆସିଥିଲେ ?
ଉତ୍ତର;- ମହାତ୍ମା ଗାନ୍ଧୀ 1891 ମସିହାରେ ଆଇନ ବିଦ୍ୟା ଅଧ୍ୟୟନ କରି ଇଂଲଣ୍ଡରୁ ଭାରତକୁ ଆସିଥିଲେ ।
11; – ମହାତ୍ମା ଗାନ୍ଧୀଙ୍କ ମୋଟ କେତେ ଜଣ ଭାଇ ଓ ଭଉଣୀ ଥିଲେ ?
ଉତ୍ତର;- ମହାତ୍ମା ଗାନ୍ଧୀଙ୍କର 3 ଜଣ ଭାଇ ଓ ଭଉଣୀ ଥିଲେ ?
12; – ମହାତ୍ମା ଗାନ୍ଧୀଙ୍କ କେତେ ଜଣ ସନ୍ତାନ ଥିଲେ ?
ଉତ୍ତର;- ମହାତ୍ମା ଗାନ୍ଧୀଙ୍କ 4 ଜଣ ସନ୍ତାନ ଥିଲେ ।
13; – ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ କେବେ ଯାଇଥିଲେ ?
ଉତ୍ତର;- ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ 1893 ମସିହାରେ ଯାଇଥିଲେ ।
14; – ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା କ’ ଣ ପାଇଁ ଯାଇଥିଲେ ?
ଉତ୍ତର;- ମହାତ୍ମା ଗାନ୍ଧୀ କେସ ଲଢିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ ।

15; – ମହାତ୍ମା ଗାନ୍ଧୀଙ୍କ ପିତାଙ୍କ ନାମ କମେଣ୍ଟ କରିକି ଜଣାନ୍ତୁ ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ